ପିଆଜ ସହ ଏହାର ଚୋପାକୁ ବି କରନ୍ତୁ ବ୍ୟବହାର, ଭରି ରହିଛି ଅନେକ ଔଷଧୀୟ ଗୁଣ

ପିଆଜ ବ୍ୟବହାର କରିବା ବେଳେ ଅଧିକାଂଶ ଲୋକ ଏହାର ଚୋପାକୁ ବେକାର ବା ଅଦରକାରୀ ଭାବି ଫିଙ୍ଗି ଦେଇଥାନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପିଆଜର ଭିତର ଅଂଶ ଯେତିକି ଲାଭଦାୟୀ ହୋଇଥାଏ, ଏହାର ବାହାର ଅଂଶ ମଧ୍ୟ ସେତିକି ଲାଭଦାୟକ। ଆଜି ଆସନ୍ତୁ ଜାଣିବା ପିଆଜ ଚୋପାର ଫାଇଦା ସମ୍ପର୍କରେ…

  • ପିଆଜ ଚୋପାକୁ ରାତିରେ ପାଣିରେ ଭିଜାଇ ସକାଳେ ଏହାର ପାଣିକୁ ଛାଣି ପିଅନ୍ତୁ। ଶରୀରର କୋଲୋଷ୍ଟ୍ରୋଲ କଣ୍ଟ୍ରୋଲରେ ରହିବ।
  • ରାତିରେ ପିଆଜର ଚୋପାକୁ ପାଣିରେ ଭିଜାଇ ସକାଳେ ଏହି ପାଣିକୁ ମୁହଁରେ ଲଗାଇଲେ ତ୍ୱଚା ଆଲର୍ଜି ଦୂର ହୁଏ।
  • କେଶକୁ ଚମକଦାର କରିବା ପାଇଁ ପିଆଜ ଚୋପା ପାଣି ବ୍ୟବହାର କରନ୍ତୁ। କେଶ ମୁଲାୟମ ହେବ।
  • ତ୍ୱଚାକୁ ଦାଗ ମୁକ୍ତ କରିବା ପାଇଁ ପିଆଜ ସହ ଏହାର ଚୋପାକୁ ବାଟି ସେଥିରେ ହଳଦୀ ମିଶାଇ ଲଗାନ୍ତୁ। କିଛି ଦିନରେ ହିଁ ପରିବର୍ତ୍ତନ ଲକ୍ଷ୍ୟ କରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.