ଲାଇଫ୍ ଷ୍ଟାଇଲ୍

ମୁଣ୍ଡବିନ୍ଧା ପରେ ତୁରନ୍ତ ଖାଉଛନ୍ତି କି ପେନକିଲର୍? ହୋଇଯାଆନ୍ତୁ ସାବଧାନ୍! ମୃତ୍ୟୁର କାରଣ ହୋଇପାରେ ଏହି ଅଭ୍ୟାସ

ବ୍ୟସ୍ତବହୁଳ ଜୀବନଶୈଳୀ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଲୋକମାନେ ପ୍ରାୟତଃ ଟେନସନ ଏବଂ ଡିପ୍ରେସନର ଶିକାର ହୁଅନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ସେମାନେ ପେନ୍ କିଲର ବ୍ୟବହାର କରନ୍ତି। ଯଦିଓ ସେମାନେ ଏହି ଔଷଧ ଖାଇବାର ତୁରନ୍ତ ଲାଭ ପାଆନ୍ତି, କିନ୍ତୁ ଦୀର୍ଘ ସମୟ ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ସାଧାରଣତଃ ଔଷଧ ଡିକ୍ଲୋଫେନାକ୍ ର ବ୍ୟବହାର ହାଟ୍ ଆଟାକ୍ ଭଳି ହୃଦୟ ସହ ଜଡ଼ିତ ମାରାତ୍ମକ ରୋଗର ଆଶଙ୍କାକୁ ବଢ଼ାଇପାରେ ବୋଲି ଏକ ଅଧ୍ୟୟନରେ ଏହି ବିଷୟରେ ଚେତାବନୀ ଦିଆଯାଇଛି।

ବିଏମଜିରେ ଲୁଚିଥିବା ଏହି ରିସର୍ଚ୍ଚରେ ଡିକ୍ଲୋଫେନାକ୍ ବ୍ୟବହାରକୁ ପାରାସିଟାମଲ ଓ ଅନ୍ୟ ପ୍ରତିଷେଧକ ଔଷଧ ସହ ତୁଳନା କରାଯାଇଥିଲା। ଡେନମାର୍କ ସ୍ଥିତ ଆରହସ୍ ୟୁନିଭର୍ସିଟି ହସ୍ପିଟାଲର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ସାମାନ୍ୟ ବିକ୍ରି ପାଇଁ ଡିକ୍ଲୋଫେନାକ୍ ଉପଲବ୍ଧ ହେବା ଉଚିତ ନୁହେଁ। ଯଦି ଏହା ବିକ୍ରୟ ହୁଏ, ତେବେ ଏହାର ପ୍ୟାକେଟ ଆଗରେ ସମ୍ଭାବ୍ୟ ବିପଦ ବିଷୟରେ ବର୍ଣ୍ଣନା କରାଯିବା ଉଚିତ୍।

ଡିକ୍ଲୋଫେନାକ୍ ହେଉଛି ଏକ ପାରମ୍ପାରିକ ଅଣ-ଷ୍ଟେରଏଡାଲ୍ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଡ୍ରଗ୍, ଯାହାକି ସାରା ବିଶ୍ୱରରେ ଯନ୍ତ୍ରଣାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ। ଏହି ଅନୁସନ୍ଧାନରେ ଡିକ୍ଲୋଫେନାକ୍ ଆରମ୍ଭ କରୁଥିବା ଲୋକଙ୍କ ମଧ୍ୟରେ ହୃଦ୍ ରୋଗର ଆଶଙ୍କା ଅନ୍ୟ NSAID ଔଷଧ ଏବଂ ପାରାସିଟାମଲ୍ ବ୍ୟବହାର କରୁଥିବା ଲୋକଙ୍କ ସହିତ ତୁଳନା କରାଯାଇଥିଲା।

Barsha

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

29 seconds ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

17 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

30 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

39 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

42 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago