କାଙ୍ଗାଳ କରିଦେଇଥାଏ ପାପୁଲିର ଏହି ଚିହ୍ନ, ଦେଖନ୍ତୁ ଆପଣଙ୍କ ହାତରେ ଏମିତି ନାହିଁ ତ !

କିଛି ମଣିଷ ଏମିତି ହୋଇଥାନ୍ତି ଯେଉଁମାନେ ଅଳ୍ପ ପରିଶ୍ରମ କରି ମଧ୍ୟ ବହୁତ ସଫଳତା ପାଇ ଯାଆନ୍ତି। ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଲକ୍ଷେ ଚେଷ୍ଟା କରିବା ପରେ ମଧ୍ୟ ଅସଫଳ ହୋଇ ରହିଯାଆନ୍ତି। ସମୁଦ୍ରଶାସ୍ତ୍ରରେ ଏହାର କାରଣ କୁହାଯାଇଛି। ହସ୍ତରେଖା ଶାସ୍ତ୍ର ଅନୂଯାୟୀ ପାପୁଲୀରେ ଅଶୁଭ ଚିହ୍ନ ଥିବା କାରଣରୁ ବ୍ୟକ୍ତି କାଙ୍ଗାଳ ହୋଇଯାଇଥାଏ। ଆସନ୍ତୁ ଜାଣିବା ପାପୁଲିରେ ଏମିତି କିଛି ଅଶୁଭ ଚିହ୍ନ।

କଟା ଥିବା ଭାଗ୍ୟରେଖା

ପାପୁଲିରେ ଭାଗ୍ୟରେଖା ଥିଲେ ତାହା ବହୁତ କିଛି ମହତ୍ତ୍ବ ରଖିଥାଏ। ଭଲ ଭାଗ୍ୟରେଖା ଥିବା କାରଣରୁ ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାନ୍ତି ଯାହାଦ୍ବାରା ତାଙ୍କ ଜୀବନରେ ଧନ-ସମ୍ପଦର ଅଭାବ ରହି ନଥାଏ। ଯଦି କୌଣସି ବ୍ୟକ୍ତିଙ୍କ ଭାଗ୍ୟରେଖା ଦୁର୍ବଳ,ଏପଟ-ସେପଟ କିମ୍ବା ଅନ୍ୟ କେଉଁ ରେଖା ତାକୁ କାଟି ଥାଏ ତେବେ ଏମିତି ବ୍ୟକ୍ତିଙ୍କୁ ଭାଗ୍ୟହୀନ କୁହାଯାଏ। ତାଙ୍କୁ ସବୁବେଳେ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

ସୂର୍ଯ୍ୟ ରେଖା ନଥିଲେ

ହସ୍ତରେଖା ଜ୍ୟୋତିଷଙ୍କ ଅନୁଯାୟୀ ସୂର୍ଯ୍ୟ ରେଖା ଦ୍ବାରା ବ୍ୟକ୍ତିଙ୍କର ମାନ-ସମ୍ମାନ ବଢ଼ିଥାଏ। ଯଦି କୌଣସି ବ୍ୟକ୍ତିଙ୍କର ଉଚିତ ସୂର୍ଯ୍ୟ ରେଖା ହୋଇନଥାଏ ତେବେ ସେହି ବ୍ୟକ୍ତିଙ୍କୁ ଉଚିତ ମାନ-ସମ୍ମାନ ପ୍ରାପ୍ତି ହୋଇନଥାଏ। ପରିଶ୍ରମ କରିବା ପରେ ମଧ୍ୟ ତାଙ୍କୁ ସଫଳତା ମିଳି ନଥାଏ। କାଙ୍ଗାଳ ଏମିତି ଲୋକଙ୍କର ପିଛା ଛାଡି ନଥାଏ।

ପର୍ବତରେ ଉଭାର ନଥିବା

ପାପୁଲିରେ ଯଦି ସବୁ ପର୍ବତରେ କୌଣସି ପ୍ରକାର ଉଭାର ନଥାଏ ତେବେ ଏମିତି ବ୍ୟକ୍ତିଙ୍କୁ ଭାଗ୍ୟହୀନ ବୋଲି କୁହାଯାଏ ।

ଆବଶ୍ୟକରୁ ଅଧିକ ଛିଦ୍ର ଚିହ୍ନ ଥିଲେ

କିଛି ଲୋକଙ୍କ ପାପୁଲି ବିଲକୁଲ ସ୍ବଷ୍ଟ ଦେଖା ଯାଇନଥାଏ। ଏବଂ ଯଦି ବି ସଫା ଥାଏ ତେବେ ଏତେ ରେଖା କାରଣରୁ କିଛି ଜଣା ପଡିନଥାଏ। ଆବଶ୍ୟକରୁ ଅଧିକ ରେଖା ଥିବା କାରଣରୁ ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଠିକ ରହିନଥାଏ।

Pritiparna

Recent Posts

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

12 mins ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

15 mins ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

38 mins ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

53 mins ago

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

1 hour ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

1 hour ago