ଲାଇଫ୍ ଷ୍ଟାଇଲ୍

ଏହି ୩ ମୂଳାଙ୍କ ଥିବା ଲୋକେ ହୋଇଥାନ୍ତି ବୁଦ୍ଧିମାନ ଓ ଧନୀ

ଜ୍ୟୋତିଷ ଶାସ୍ତ୍ର ଭଳି ଅଙ୍କ ଜ୍ୟୋତିଷ ମଧ୍ୟ ବ୍ୟକ୍ତିର ଭାଗ୍ୟ ଓ ଭବିଷ୍ୟତ ନିର୍ଦ୍ଧାରଣ କରିଥାଏ । ପ୍ରତ୍ୟେକ ବ୍ୟକ୍ତି ନିଜର ଜନ୍ମ ତାରିଖ ଅନୁଯାୟୀ ସେମାନଙ୍କର କର୍ମ ଓ ଭାଗ୍ୟ ନିର୍ଦ୍ଧାରଣ କରିଥାନ୍ତି । ଅଙ୍କ ଜ୍ୟୋତିଷରେ ମୋଟ ୯ଟି ମୂଳାଙ୍କ । ତେବେ ଏଥିରେ ଏମିତି ୩ ମୂଳାଙ୍କ ଜନ୍ମିତ ବ୍ୟକ୍ତି ଅଛନ୍ତି ଯେଉଁମାନେ ଧନୀ ହେବା ସହ ସଫଳ ହୋଇଥାନ୍ତି ।

ମୂଳାଙ୍କ ୧ : ମୂଳାଙ୍କ ୧ ସୂର୍ଯ୍ୟଙ୍କ ସହ ସମ୍ପର୍କ ରହିଥାଏ । ଏହି ମୂଳାଙ୍କରେ ଜନ୍ମିତ ବ୍ୟକ୍ତି କୌଣସି ମାସର ୧, ୧୦, ୧୯ ଓ ୨୮ ତାରିଖରେ ଜନ୍ମ ହୋଇଥାନ୍ତି । ଅର୍ଥାତ ଏମାନଙ୍କର ଜନ୍ମା ମୂଳାଙ୍କ ୧ ହୋଇଥାଏ । ଏହି ମୂଳାଙ୍କ ବ୍ୟକ୍ତିଙ୍କର ଲିଡରସିପ କ୍ୱାଲିଟି ଥାଏ । ଏମାନେ ମହତ୍ତ୍ୱକାଂକ୍ଷୀ ଓ ସଫଳ ହୋଇଥାନ୍ତି । ଏମାନଙ୍କ ପାଖରେ କେବେ ଧନର ଅଭାବ ହୋଇନଥାଏ । କୌଣସି ପରିସ୍ଥିତିରେ ଏମାନଙ୍କୁ ଧନ ମିଳିଯାଇଥାଏ ।

ମୂଳାଙ୍କ ୨ : ଏହି ମୂଳାଙ୍କର ସ୍ୱାମୀ ଚନ୍ଦ୍ର ଅଟନ୍ତି । ଯେଉଁ ଲୋକଙ୍କର ଜନ୍ମ ଯେ କୌଣସି ମାସର ୨, ୧୧ ଓ ୨୦ ତାରିଖରେ ହୋଇଥାଏ ସେମାନଙ୍କର ମୂଳାଙ୍କ ୨ ହୋଇଥାଏ । ଅଙ୍କ ଜ୍ୟୋତିଷ ଅନୁଯାୟୀ ଏହି ମୂଳାଙ୍କ ଥିବା ବ୍ୟକ୍ତି ଭଲ ବିଜିନେସମ୍ୟାନ ହୋଇଥାନ୍ତି । ଏମାନେ ଧନ ସମ୍ଭାଳି ରଖିବାରେ ବେଶ ମାହିର ହୋଇଥାନ୍ତି । ଏମାନଙ୍କ ଆର୍ଥିକ ସ୍ଥିତି ଭଲ ଥାଏ ।

ମୂଳାଙ୍କ ୫ : ଏହି ମୂଳାଙ୍କର ସ୍ୱାମୀ ବୁଧ ଅଟନ୍ତି । ଯେଉଁ ଲୋକଙ୍କର ଜନ୍ମ ଯେ କୌଣସି ମାସର ୫,୧୪ ଓ ୨୪ ତାରିଖରେ ହୋଇଥାଏ ସେମାନଙ୍କର ମୂଳାଙ୍କ ୫ ହୋଇଥାଏ । ଅଙ୍କ ଜ୍ୟୋତିଷ ଅନୁଯାୟୀ ଏହି ମୂଳାଙ୍କ ଥିବା ବ୍ୟକ୍ତି ବହୁତ ଜ୍ଞାନୀ,ସାହସୀ ଓ ବୁଦ୍ଧମାନ ହୋଇଥାନ୍ତି । ଏମାନେ ନିଜ ବୁଦ୍ଧି ବଳରେ ଧନ ଅର୍ଜନ କରିଥାନ୍ତି ।

Niharanjan

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

5 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

13 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

28 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

34 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

48 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago