ପ୍ରେମର ବାର୍ତ୍ତା ଆଣିନଥାଏ ପାରା ବରଂ ସାଥିରେ ଆଣିଥାଏ ଏହି ରୋଗ, ରୁହନ୍ତୁ ସାବଧାନ

ଭଲପାଇବାର ବାର୍ତ୍ତା ପହଞ୍ଚାଇବାର ପ୍ରତୀକ ପାରା ଆଜି ଆପଣଙ୍କ ଜୀବନରେ କ୍ଷତି କରିପାରେ। କାରଣ ବଡ ଲୋକ ହୁଅନ୍ତୁ ବା ଛୋଟ ପିଲା ସମସ୍ତେ ପାରା ସହିତ ଖେଳିବାକୁ ଭଲ ପାଇଥାନ୍ତି। କିନ୍ତୁ ବର୍ତ୍ତମାନ ପାରା ସହ ଖେଳିବା ସ୍ବାରା ମଣିଷ ଶରୀରରେ ଅନେକ ଭୟଙ୍କର ରୋଗ ଦେଖାଯାଇଛି। ରିପୋର୍ଟ ଅନୁଯାୟୀ ପାରା ସହ ଖେଳିବା ଦ୍ବାରା ଏକ୍ଯୁଟ ହାଇପର ସେଂସିଟିଭିଟି ପ୍ଯୁମୋନାଇଟିସ୍ ଭଳି ଭୟଙ୍କର ରୋଗରେ ୩୦୦ ରୁ ଅଧିକ ଲୋକ ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ରୋଗ କାରଣରୁ ଜଣେ ମହିଳାଙ୍କର ମୃତ୍ୟୁ ହେବାର ଖବର ମଧ୍ଯ ସାମ୍ନାକୁ ଆସିଛି।

ଦିଲ୍ଲୀର ସାଲୀମାର ବାଗ୍ ରେ ଅବସ୍ଥିତ ସ୍କୁଲରେ ସେବାନିବ୍ତ ପ୍ରିନ୍ସିପାଲ ସୁନ୍ଦର ସ୍ବରୂପ ସିଂଘଲଙ୍କ କହିବାନୁଯାୟୀ ତାଙ୍କ ପତ୍ନୀ ପୂର୍ବ ଏକ ବର୍ଷ ଧରି ରୋଗରେ ପୀଡିତ ଥିଲେ। ଅନେକ ହସ୍ପିଟାଲରେ ଚିକିତ୍ସା କରାଇବା ପରେ ମଧ୍ଯ ସେ ବଞ୍ଚି ପାରିନଥିଲେ। କିନ୍ତୁ ଶେଷରେ ଜାରିବାକୁ ମିଳିଥିଲା ଘରେ କିମ୍ବା ଆଖ-ପାଖରେ ଥିବା ପାରାମାନଙ୍କ ପାଇଁ ସେ ଏଭଳି ଭୟଙ୍କର ରୋଗରେ ପୀଡିତ ହୋଇଛନ୍ତି।

ଡାକ୍ତରଙ୍କ କହିବାନୁଯାୟୀ ପାରାର ମଳ ସୁଖିବା ପରେ ସେଥିରେ ଥିବା ବ୍ଯାକ୍ଟେରିଆ ଖୁବ୍ ଶୀଘ୍ର ବ୍ଯାପିଥାନ୍ତି। ଯାହା ନିଶ୍ବାସ ମାଧ୍ଯମରେ ମଣିଷର ଫୁସ୍ଫୁସ୍କୁ ପ୍ରଭାବିତ କରିଥାଏ। ଅଧିକ ସମୟ ପର୍ଯ୍ଯନ୍ତ ଏହାର ଉପଚାର ନ ହେବା ଦ୍ବାରା ବ୍ଯକ୍ତିଙ୍କୁ ହାର୍ଟଆଟାକ ମଧ୍ଯ ହୋଇପାରେ। ସେହିପରି ଅନେକ ସମୟରେ ବ୍ଯକ୍ତିଙ୍କୁ ବଞ୍ଚାଇବା ମଧ୍ଯ କଷ୍ଟକର ହୋଇଥାଏ।

ଏହାସହ ପଢନ୍ତୁ: ଆପଣ ରାତିରେ କେଶ ଧୋଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ, ଦେଖାଦେବ ଅନେକ ସମସ୍ୟା

ଲକ୍ଷଣ:

ଏହି ରୋଗ ହେବା ସମୟରେ ଦୁର୍ବଳ ଲାଗିବା, ସୁଖିଲା କାଶ, ଜ୍ବର, ପେଟରେ ଯନ୍ତ୍ରଣା ଏବଂ ଆଣ୍ଟୁ-ଗଣ୍ଠିରେ ଯନ୍ତ୍ରଣା ଅନୁଭବ ହୋଇଥାଏ।

KNews Bureau

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

5 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

17 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

27 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

30 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago