ପ୍ରତ୍ୟେକ ବ୍ୟକ୍ତିଙ୍କ ଜନ୍ମ କୌଣସି ନା କୌଣସି ରାଶିର ନକ୍ଷତ୍ରରେ ହୋଇଥାଏ। ନକ୍ଷତ୍ର ଏବଂ ଗ୍ରହକୁ ମିଶାଇ ଆଜି ଆମେ ଆପଣଙ୍କୁ ରାଶି ଅନୁସାରେ କେଉଁ ଗଛ ଲଗାଇବା ଉଚିତ। ଗଛଲତାକୁ ଉଚିତ ସ୍ଥାନରେ ଲଗାଇ ତାର ଠିକ୍ ଭାବରେ ଯତ୍ନ ନେଲେ ଆପଣ ଲମ୍ବା ସମୟ ପାଇଁ ଶୁଭ ଫଳ ଲାଭ କରିପାରନ୍ତି। ଏହି ଗଛ ବଢ଼ିବା ଦ୍ୱାରା ଆପଣଙ୍କ ଗ୍ରହ ନକ୍ଷତ୍ର ଠିକ୍ ହୋଇଯିବ।
ମେଷ : କୋଚିଳା, ଅଁଳା, ମନ୍ଦାର ଏବଂ ଲାଜକୁଳି ଗଛ
ବ୍ରୁଷ : ମନ୍ଦାର, ଜାମୁନ, ଲାଜକୁଳି ଗଛ ଏବଂ ଡିମିରି
ମିଥୁନ : ଲାଜକୁଳି ଗଛ, ଶିଶମ, ବାଉଁଶ, ଅପାମାର୍ଗ
କର୍କଟ : ବାଉଁଶ, ଅସ୍ୱସ୍ତ, ନାଗ କେସର ଏବଂ ପଳାଶ
ସିଂହ : ବଟ, ପଳାଶ, ବର ଏବଂ ଅରଖ
କନ୍ୟା : ବର, ରୀଠା, ବେଲ ଏବଂ ଦୁବ ଗଛ
ତୁଳା : ବେଲ, ଅର୍ଜୁନ, ଅକରାନ୍ତି, ବକୁଳ ଏବଂ ମନ୍ଦାର
ବିଛା : ଅକରାନ୍ତି, ଚୀର ଏବଂ ଲାଜକୁଳି
ମକର : କଦଳୀ, ଅରଖ ଏବଂ ସମୀ
କୁମ୍ଭ : ସମୀ, କଦମ୍ବ ଏବଂ ଆମ୍ବ
ମୀନ : ଆମ୍ବ, ନୀମ, ଅସ୍ୱସ୍ତ, ମହୁଲ ଏବଂ କୁଶ ଗଛ
ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…
ଭଦ୍ରକ( କେନ୍ୟୁଜ୍): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…
ପୁରୀ(କେନ୍ୟୁଜ୍): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…
ଭଦ୍ରକ (କେନ୍ୟୁଜ୍): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…
ଭୁବନେଶ୍ୱର(କେନ୍ୟୁଜ୍): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…
ଭୁବନେଶ୍ୱର(କେନ୍ୟୁଜ୍): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…