ଆଇସ୍ୟାଡୋ ଏବଂ ନଡିଆ ତେଲରେ ଘରେ ପ୍ରସ୍ତୁତ କରନ୍ତୁ ଜେଲ ଆଇଲାଇନର

ବଜାରରେ ବିଭିନ୍ନ ବ୍ରାଣ୍ଡର ଆଇଲାଇନର ମିଳୁଛି। ଯାହାକୁ ଆମେମାନେ ବ୍ୟବହାର କରିଥାଉ। କିନ୍ତୁ ବଜାରରେ ମିଳୁଥିବା ଆଇଲାଇନର ବ୍ୟତୀତ ଆମେ ଘରେ ବିଭିନ୍ନ ରଙ୍ଗର ଆଇଲାଇନର ପ୍ରସ୍ତୁତ କରି ଆଖିକୁ ଆକର୍ଷଣୀୟ ଲୁକ୍‌ ଦେଇପାରିବେ। ଘରେ ଏପରି ଜେଲ ଆଇଲାଇନର ପ୍ରସ୍ତୁତ କରିବା ପାଇଁ ବ୍ଲାକ ଆଇସ୍ୟାଡୋ ବ୍ୟବହାର କରିପାରିବେ। ଯଦି ଆପଣ ବିଭିନ୍ନ ରଙ୍ଗର ଆଇଲାଇନର ପ୍ରସ୍ତୁତ କରିବାକୁ ଚାହୁଁଚନ୍ତି ତେବେ ବିଭିନ୍ନ ରଙ୍ଗର ଆଇସ୍ୟାଡୋ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଆଇଲାଇନର..

ଘରେ ଆଇଲାଇନର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ବ୍ଲାକ ଆଇସ୍ୟାଡୋକୁ ଗୁଣ୍ଡ କରି ଏକ ପାତ୍ରରେ ରଖନ୍ତୁ। ଏବେ ଏଥିରେ ଅଳ୍ପ ପ୍ରାଇମର ମିଶାଇ ମିକ୍ସ କରିଦିଅନ୍ତି। ଯେପରି ଏହା ଭଲ ଭାବେ ମିଶିଯାଏ। ଏବେ ଏଥିରେ କିଛି ବୁନ୍ଦା ନଡିଆ ତେଲ ମିଶାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ଆପଣଙ୍କ ଆଇଲାଇନର।

କ’ଣ ରହିଛି ଫାଇଦା :

ଘରେ ଆପଣ ଅନେକ ରଙ୍ଗର ଆଇଲାଇନର ପ୍ରସ୍ତୁତ କରିପାରିବେ। ଯାହା ବଜାରରେ ଉପଲବ୍ଧ ନଥାଏ। ଏହାଛଡା ଏହା ଆପଣଙ୍କୁ ପରଫେକ୍ଟ ଲୁକ୍‌ ଦେବା ସହ ଆଖିର ସୁନ୍ଦରତା ବଢାଇଥାଏ। ଏହା ପାଖାପାଖି ୭ରୁ ୮ ଘଣ୍ଟା ରହେ।

ଧ୍ୟାନରେ ରଖନ୍ତୁ :

ଆଇଲାଇନର ପ୍ରସ୍ତୁତ କରିବା ପାଇଁ ଲୁଜ ଆଇସ୍ୟାଡୋ ବ୍ୟବହାର କରନ୍ତୁ। ଯଦି ଆପଣ ଆଇଲାଇନରକୁ ସିମର ଇଫେକ୍ଟ ଦେବାକୁ ଚାହୁଁନାହାନ୍ତି ତେବେ ମେଟ ଆଇସ୍ୟାଡୋ ବ୍ୟବହାର କରନ୍ତୁ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago