ଲାଇଫ୍ ଷ୍ଟାଇଲ୍

ଏଥର ଚିକେନକୁ ଦିଅନ୍ତୁ ଏକ ନୂଆ ଟ୍ଵିଷ୍ଟ, ଘରେ ବନାନ୍ତୁ “ଜୁସି ଚିକେନ”

ଚିକେନରେ ଆପଣ ତ ଅନେକ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇଥିବେ । କିନ୍ତୁ ଆଜି ଏକ ଚିକେନରେ ଏକ ନୂଆ ଆଇଟମ ପ୍ରସ୍ତୁତ କରି ନିଜେ ଚାଖନ୍ତୁ ଓ ପରିବାରର ଅନ୍ୟମାନଙ୍କୁ ବି ଖୁଆନ୍ତୁ । ତେବେ ଆସନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ବାବଦରେ ଜାଣିରଖିବା ।

୨ କେଜି ଚିକେନ୍- ପିସ ପିସ କଟା ଯାଇଥିବା
୧/୨ କପ୍ ମକା
ଛାଣିବା ପାଇଁ ତେଲ
୨ ଚାମଚ କଟା ଅଦା
୧ ଚାମଚ ଲାଲ୍ ଚିଲି ଫ୍ଲେକ୍
୪ଟି ରସୁଣ କୋଲା କଟା ଯାଇଥିବା
୧ ଚାମଚ ରାଶି ସଜାଇବା ପାଇଁ

ଆବଶ୍ୟକ ମୁତାବକ ସସ୍:
୬ ଚାମଚ ଭିନେଗାର
୬ ଚାମଚ ସୋୟା ସସ୍
୪ ଚାମଚ ଚି଼ଲ୍ଲୀ ସସ୍
୨ କପ୍ ପାଣି
୬ ଚାମଚ ଚିନି
୨ ଚାମଚ କର୍ଣ୍ଣଷ୍ଟାର୍କ

ପ୍ରସ୍ତୁତି ପ୍ରଣାଳୀ:
-ପ୍ରଥମେ ଚିକେନକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ । ପ୍ରତ୍ୟେକ ଖଣ୍ଡକୁ କର୍ଣ୍ଣଫ୍ଲୋରରେ ଗୋଳାଇ ଦିଅନ୍ତୁ । କିଛି ସମୟ ପାଇଁ ଛାଡି ଦିଅନ୍ତୁ – ଆଉ ଏକ ଅଲଗା ପାତ୍ରରେ ସସ୍ ପାଇଁ ସମସ୍ତ ଉପାଦାନକୁ ଏକାଠି କରନ୍ତୁ ।

– ଏବେ ଏକ ପାତ୍ରରେ ତେଲ ଗରମ କରନ୍ତୁ । ପ୍ରତ୍ୟେକ ଚିକେନ୍ ଖଣ୍ଡକୁ ଛାଣନ୍ତୁ, ଯେପର୍ଯ୍ୟନ୍ତ ସମସ୍ତ ପଟ ସୁନେଲି ରଙ୍ଗ ହୋଇନଥିବ ।

– ଚିକେନ୍‌କୁ ପ୍ୟାନରୁ ବାହାର କରନ୍ତୁ । ରାନ୍ଧିବା ପାଇଁ ପ୍ୟାନରେ ପ୍ରାୟ ୧ ଚାମଚ ତେଲ ଦିଅନ୍ତୁ ।

– ଏବେ ସେଥିରେ ରସୁଣ, ଅଦା ପେଷ୍ଟ ସହ ହଳଦୀ ଗୁଣ୍ଡ ପକାନ୍ତୁ । ପ୍ରାୟ ୩୦ ସେକେଣ୍ଡ ପାଇଁ ଛାଡ଼ି ଦିଅନ୍ତୁ ।

– ଏବେ ସେଥିରେ ଚିକେନ ଖଣ୍ଡ ଦେଇ ସମସ୍ତ ସସ ଦେଇ ରାନ୍ଧି ଦିଅନ୍ତୁ ।

– କିଛି ଧଳା ରାଶି ଦେଇ ସଜେଇ ଦିଅନ୍ତୁ ।

D Sonali

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

13 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

21 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

37 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago