ଲାଇଫ୍ ଷ୍ଟାଇଲ୍

ବୈବାହିକ ଜୀବନରେ ଆସୁଛି କି ସମସ୍ୟା? ତେବେ କୁଣ୍ଡଳୀରେ ଥାଇପାରେ ଏମିତି ଦୋଷ

ବିବାହର ସିଧା ସମ୍ବନ୍ଧ ଆମ ସଂସ୍କାର ସହିତ ରହିଥାଏ। ବିବାହ ସମୟରେ ଆପଣ ଯେତେ ବି ଗଣନା କରନ୍ତୁ ନାଁ କାହିଁକି, ବିବାହା ଯେଉଁଠି ହେବାର କଥା ସେଠାରେ ହିଁ ହେବ। ତେଣୁ କୌଣସି ବିବାହ ଭୁଲ କିମ୍ବା ଠିକ୍‌ ହୋଇନଥାଏ। ତଥାପି ଆମ୍ଭେ ଚେଷ୍ଟା କରୁ କି ବୈବାହିକ ଜୀବନ ସୁଖମୟ ହେଉ। ଯଦି ବୈବାହିତ ଜୀବନରେ ସମସ୍ୟା ଆସେ, ତେବେ ଏହାର କାରଣ ଖୋଜି ତା’ର ନିବାରଣ କରିବା ଉଚିତ।

ଯଦି କୁଣ୍ଡଳୀରେ ଗୃହମୈତ୍ରୀ ରହିଥାଏ, ତେବେ ପତିପତ୍ନୀଙ୍କ ବିଚାର ମିଶିନଥାଏ। ତେଣୁ ସେମାନେ ପ୍ରତି କଥାରେ କଥା କଟାକଟି ହୁଅନ୍ତି। ଛୋଟ ଛୋଟ କଥାରେ ଝଗଡା କରିଦିଅନ୍ତି।

ଯଦି ଏମିତି ଘଟୁଥାଏ, ଏଭଳି ପରିସ୍ଥିତିରେ ପତି ପତ୍ନୀ ନିଜ ନାମରେ ଗୃହମୈତ୍ରୀ କରିନେବା ଉଚିତ। ଏହାସହିତ ସେହି ନାମରେ ଡାକିବାକୁ ଚେଷ୍ଟା କରନ୍ତୁ।

ଯଦି କୌଣସି ଦମ୍ପତିଙ୍କ କୁଣ୍ଡଳୀରେ ମାଙ୍ଗଳିକ ରହିଥାଏ ତେବେ ପତି ପତ୍ନୀଙ୍କ ମଧ୍ୟରେ ଖୁବ୍‌ ଝଗଡା ଲାଗିଥାଏ। ବେଳେ ବେଳେ ହିଂସା, ବାଦ ଓ ବିବାଦ ଏବଂ ମୁକଦ୍ଦମା ସମସ୍ୟା ମଧ୍ୟ ସାମ୍ନାକୁ ଆସିଥାଏ। ଦୁହିଁଙ୍କ ମଧ୍ୟରେ କାହାର ନା କାହାର ସ୍ୱାସ୍ଥ୍ୟ ଖରାପ ହୋଇଥାଏ।

ଏହି ସମସ୍ୟାରୁ ବାହାରିବା ପାଇଁ ବର୍ଷକୁ ଥରେ ରୁଦ୍ରାଭିଷେକ କରିବା ଉଚିତ। ସ୍ୱାମୀ ସ୍ତ୍ରୀ ମିଶି ଗୋଟେ ଘରେ ଶିବ ଏବଂ ମା’ ପାର୍ବତୀଙ୍କ ପୂଜା କରିବା ଉଚିତ। ଏହାସହିତ ଏକ ଓପଲ କିମ୍ବା ମୋତି ଧାରଣ କରିବା ଉଚିତ।

Swagatika

Recent Posts

ଛେପ ପକାଇ ମୁହଁ ମସାଜ୍‌ କରୁଥିଲେ ସେଲୁନ୍‌ କର୍ମଚାରୀ, ସିସିଟିଭିରେ ଭିଡିଓ କଏଦ୍‌

ଆଜିକାଲି ପାର୍ଲର ଯିବା ଏକ ପ୍ରକାର ଫେସନ୍‌ ହୋଇଗଲାଣି । ଅଧିକାଂଶ ଯୁବପିଢ଼ି ପାର୍ଲର ଯିବାକୁ ପସନ୍ଦ କରିଥାଆନ୍ତି ।…

24 mins ago

ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ପର୍ଯ୍ୟଟକ, ଲାଇଫଗାର୍ଡଙ୍କ ଦ୍ୱାରା ଉଦ୍ଧାର

ଗୋପ : ଶେଷ  ରଜରେ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସମେତ ଚନ୍ଦ୍ରଭଗା ଓ ରାମଚଣ୍ଡୀ ପୀଠରେ ନାହିଁ ନଥିବା ଭିଡ଼…

26 mins ago

‘ଇଭିଏମ୍‌ କୌଣସି OTPରୁ ଖୋଲେ ନାହିଁ, ଏହା ଡିଭାଇସ୍‌ ସହ ସଂଯୁକ୍ତ ନୁହେଁ’, ହ୍ୟାକିଂ ଅଭିଯୋଗକୁ ଖଣ୍ଡନ କଲେ EC

ଇଭିଏମ୍ ଅନ୍‌ଲକ କରିବା ପାଇଁ କୌଣସି ଓଟିପିର ଆବଶ୍ୟକ ହୁଏନାହିଁ । ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀରେ ଏହି…

39 mins ago

ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ, ୩ ଆହତ

ବେଗୁନିଆ : ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ । ବୋଲଗଡ ଦେଇ ଯାଇଥିବା ଜାତୀୟ ରାଜପଥର ପଞ୍ଚୁକୋଟ ନିକଟରେ ରାୟଗଡ଼ାରୁ…

42 mins ago

କୁଲରରେ ପରିଣତ ହେଲା ପୁରୁଣା ଟିଭି, ସୋଶିଆଲ ମିଡିଆରେ ଭିଡିଓ ଭାଇରାଲ୍‌

ଯୁଗାଡ଼କୁ ନେଇ ଭାରତରେ କୌଣସି ବିରତି ନାହିଁ । ଏଠାରେ ପ୍ରତ୍ୟେକ ସମସ୍ୟାର ସୁଲଭ ଏବଂ ଦୃଢ଼ ସମାଧାନ ରହିଛି…

46 mins ago

ହୁତୁ ହୁତୁ ହୋଇ ଜଳିଗଲା ୪ବଖରା ଚାଳଛପର ଘର

ଆଳି : ହୁତୁ ହୁତୁ ହୋଇ ଜଳିଗଲା ୪ବଖରା ଘର । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଡ଼ମାନପୁର…

1 hour ago