ଲାଇଫ୍ ଷ୍ଟାଇଲ୍

ଦୀପାବଳି ପୂର୍ବରୁ ଘରୁ ବାହାର କରିଦିଅନ୍ତୁ ଏହିସବୁ ଜିନିଷ, ନଚେତ ଅଶାନ୍ତି ହେବେ ମା’ ଲକ୍ଷ୍ମୀ

ଆଗକୁ ଆସୁଛି ଦୀପାବଳି। ଏହି ଦିନରେ ମା’ ଲକ୍ଷ୍ମୀକୁ ପୂଜା କରାଯାଏ। ମା’ ଲକ୍ଷ୍ମୀଙ୍କୁ ସଫାସୁତରା ଅଧିକ ପସନ୍ଦ ଲାଗିଥାଏ। ଏମିତିରେ ନିଜ ଘରକୁ ସଫା ସୁତରା ରଖିବା ଉଚିତ। ଏମିତି କରିବା ଦ୍ବାରା ଜୀବନରୁ ସବୁ ସମସ୍ୟା ଏବଂ ଦୁଃଖ ଦୂର ହୋଇ ଖୁସିର ଆଗମନ ହୋଇଥାଏ। ଜୋତିଷ ଏବଂ ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ବେକାର, ଭଙ୍ଗାରୁଜା ଜିନିଷ ରଖିବା ଦ୍ବାରା ନକରାତ୍ମକ ଉର୍ଜା ସୃଷ୍ଟି ହେବା ସହିତ ଅନ୍ନ ଏବଂ ଧନ ସହିତ ଜଡିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏମିତିରେ ଦୀପାବଳି ପୂର୍ବରୁ ଏହିସବୁ ଜିନିଷକୁ ଘରୁ ବାହାର କରିଦେବା ଉଚିତ। ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ଘରୁ ବାହାର କରିଦେବା ଉଚିତ।

– ଆପଣ ଯେଉଁ ବାସନର ବବହାର କରୁନାହାନ୍ତି କିମ୍ବା ଯେଉଁ ବାସନ ପୁରୁଣା ଏବଂ ଭାଙ୍ଗି ଯାଇଛି। ସେଥିରେ ଖାଦ୍ୟ ଖାଆନ୍ତୁ ନାହିଁ। ଏମିତିରେ ବାସନକୁ ଯେତେ ଜଲଦି ହେବ ଘରୁ ବାହାର କରିଦିଅନ୍ତୁ। ନଚେତ ଘରେ ଝଗଡା ଲାଗି ରହିଥାଏ।

– ଯଦି ଆପଣଙ୍କ ପୂଜା ଘରେ କୌଣସି ଦେବତା କିମ୍ବା ଦେବୀଙ୍କ ଭଙ୍ଗା ମୂର୍ତ୍ତି କି ଫଟୋ ରହିଥାଏ, ତେବେ ଏହାକୁ ତରନ୍ତ ବଦଳାଇ ଦିଅନ୍ତୁ। ନଚେତ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ।

– ଘରେ ଯଦି କୌଣସି କବାଟ, ଝରକା କିମ୍ବା ଡ୍ରେସିଂ ଟେବୁଲର କାଚ ଭାଙ୍ଗି ଯାଇଥାଏ, ତେବେ ଏହାକୁ ବଦଳାଇ ଦିଅନ୍ତୁ। ବାସ୍ତୁ ଅନୁସାରେ, ଏମିତି ଜିନିଷ ଘରେ ରହିଲେ ପରିବାର ସଦସ୍ୟଙ୍କ ମଧ୍ୟରେ ଝଗଡା ହେବା ସହିତ ମାନସିକ ଚିନ୍ତା ବଢିଥାଏ।

– ଅଧିକାଂଶ ଲୋକ ଘରେ ପୁରୁଣା ଏବଂ ବେକାର ଜିନିଷ ଘରର ଛାତରେ ରଖିଦିଅନ୍ତି। ଏମିତି କଲେ ବାସ୍ତୁଦୋଷ ଉତ୍ପନ୍ନ ହୁଏ। ତେଣୁ ସବୁବେଳେ ଘରର ଛଶତ ସଫା ରଖନ୍ତୁ।

– ପୁରୁଣା ଫଟା ଜୋତା ଏବଂ ଚପଲ ଘରେ ରଖିବା ଦ୍ବାରା ନକରାତ୍ମକ ଉର୍ଜା ସୃଷ୍ଟି ହୁଏ। ଏହା ସହିତ ଜୀବନରେ ଦୁଃଖ ଆସିଥାଏ। ତେଣୁ ଏହାକୁ ତୁରନ୍ତ ଘରୁ ହଟାଇଦେବା ଉଚିତ।

Swagatika

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

3 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

16 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

25 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

28 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago