ଲାଇଫ୍ ଷ୍ଟାଇଲ୍

ମୃତ୍ୟୁ ପୂର୍ବରୁ ଏବଂ ପରେ ଏହି ୪ଟି ଜିନିଷ ରଖିବା ଦ୍ବାରା ଭୋଗିବାକୁ ପଡେ ନାହିଁ ଯମଦଣ୍ଡ, ଜାଣନ୍ତୁ କ’ଣ?

ଗରୁଡ ପୁରାଣ ଅନୁଯାୟୀ ଯଦି ଆପଣଙ୍କ ପାଖରେ ମୃତ୍ୟୁର ସମୟରେ ଏହି ୪ଟି ଖାସ୍ ଜିନିଷ ରହିଥାଏ ତେବେ ଯମରାଜ ଆପଣଙ୍କୁ ପ୍ରଣାମ କରିଥାନ୍ତି ଏବଂ ଦଣ୍ଡ ଦେଇନଥାନ୍ତି। ମୃତ୍ୟୁ ପରେ କ’ଣ ହୋଇଥାଏ ଏହି ବିଷୟରେ ତ ଆମେମାନେ ଜାଣିନଥାଉ କିନ୍ତୁ ଶାସ୍ତ୍ର ଅନୁଯାୟୀ ଏହି ଜୀବନରେ ଆପଣ ଯାହା ଭଲ ଏବଂ ଖରାପ କାର୍ଯ କରିଥିବେ ତାହାର ଫଳ ତ ନିଶ୍ଚିନ୍ତ ଭୋଗିବାକୁ ପଡିଥାଏ। କିନ୍ତୁ ଶାସ୍ତ୍ରରେ ଏହା ମଧ୍ୟ ଲେଖା ଅଛି ଯଦି ମୃତ୍ୟୁ ସମୟରେ ଆପଣଙ୍କ ପାଖରେ କିଛି ଖାସ୍ ଜିନିଷ ରହିଥାଏ ତେବେ ଯମରାଜ ଆପଣଙ୍କୁ କ୍ଷମା କରିଦେଇଥାନ୍ତି। ତେବେ ଆସନ୍ତୁ ଜାଣିବା ସେହି ଖାସ୍ ଜିନିଷ କ’ଣ?

ତୁଳସୀ

ତୁଳସୀ ଗଛ ଯଦି ମୁଣ୍ଡ ପାଖରେ ରହିଥାଏ ତେବେ ମନୁଷର ଆତ୍ମା ଶରୀର ତ୍ଯାଗ ପରେ ଯମଦଣ୍ଡରୁ ମୁକ୍ତି ପାଇଥାନ୍ତି।

ଗଙ୍ଗାଜଳ

ମୃତ୍ୟୁ ସମୟରେ ଗଙ୍ଗାଜଳକୁ ମୁଖରେ ରଖି ପ୍ରାଣ ତ୍ଯାଗ କରିବାର ବିଧାନ ଉଲ୍ଲେଖ କରାଯାଇଛି। ଗଙ୍ଗାଜଳ ଶରୀରକୁ ପବିତ୍ର କରିଥାଏ ଏବଂ ଯଦି କୌଣସି ବ୍ଯକ୍ତି ଶୁଦ୍ଧତାର ସହ ଶରୀର ତ୍ଯାଗ କରିଥାନ୍ତିତେବେ ସେହି ବ୍ଯକ୍ତି ମଧ୍ଯ ଯମଲୋକରେ ଦଣ୍ଡ ପାଇନଥାନ୍ତି। ଏହି କାରଣରୁ ଜୀବନର ଶେଷ ସମୟରେ ଗଙ୍ଗାଜଳ ଏବଂ ତୁଳସୀ ଗଛ ରଖାଯାଇଥାଏ।

ଶ୍ରୀ ଭାଗବତ

ମୃତ୍ୟୁର ଶେଷ ସମୟରେ ଶ୍ରୀ ଭାଗବତ କିମ୍ବା ନିଜ ଧର୍ମ ପାଠ କରିବା ଦ୍ବାରା ବ୍ଯକ୍ତିଙ୍କୁ ସମସ୍ତ ସାଂସାରିକ ମୋହ-ମାୟାରୁ ମୁକ୍ତି ମିଳିଥାଏ। ଏହିପ୍ରକାର ଆତ୍ମା ଦ୍ବାରା ଶରୀର ତ୍ଯାଗର ଅପରାଂତ ବ୍ଯକ୍ତିଙ୍କୁ ମୁକ୍ତି ମିଳିଥାଏ ଏବଂ ଯମଦଣ୍ଡର ସାମ୍ନା ନକରି ସ୍ବର୍ଗ ପ୍ରାପ୍ତି ହୋଇଥାଏ କିମ୍ବା ପୂର୍ନଜନ୍ମ ପ୍ରାପ୍ତ ହୋଇଥାଏ। ଏହିକାରଣରୁ ମୃତ୍ୟୁ ସମୟରେ ଯଦି ପାଖରେ ଏହି ପବିତ୍ର ଗ୍ରନ୍ଥ ରଖାଯାଏ ତେବେ ଆତ୍ମାକୁ ଶାନ୍ତି ମିଳିଥାଏ।

ଉତ୍ତମ ଚିନ୍ତା

ଶାସ୍ତ୍ର ଅନୁଯାୟୀ ମୃତ୍ୟୁ ନିକଟରେ ପହଞ୍ଚିଥିବା ବକ୍ତି ତଥା ଏହାର ଆଖପାଖରେ ରହୁଥିବା ଲୋକଙ୍କୁ ତାଙ୍କ ଆତ୍ମା ସମ୍ବନ୍ଧରେ ଭଲ ବିଚାର ରଖିବା ଉଚିତ। ସେହିଭଳି ମୃତ୍ୟୁ ସମୟରେ ମନରେ କୌଣସି ପ୍ରକାର କ୍ରୋଧ ନରଖିବା ଉଚିତ। ଏହି ମସୟରେ ମୁହଁରେ କେବଳ ହସ ଏବଂ ଆଶୀର୍ବାଦ ରହିବା ଉଚିତ। ଏହି ୪ଟି ଖାସ୍ ଜିନିଷ ମୃତ୍ୟୁ ସମୟରେ ପାଖରେ ରହିବା ଉଚିତ।

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

9 hours ago

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶ୍ରୀଜୀଉଙ୍କୁ ସସ୍ତ୍ରୀକ ଦର୍ଶନ କରିଛନ୍ତି। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶରେ…

10 hours ago

ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆସନ୍ତାକାଲିଠୁ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

11 hours ago