ଆପଣ ଜାଣିଛନ୍ତି କି, କାହିଁକି ମହିଳା ଦିଅନ୍ତି ମୁଣ୍ଡରେ ଓଢ଼ଣା

ହିନ୍ଦୁ ଧର୍ମରେ ମହିଳାଙ୍କ ସଂପର୍କୀୟ ବିଭିନ୍ନ ନିୟମ ରହିଛି। ଏନେଇ ଆପଣ ଦେଖିଥିବେ ହିନ୍ଦୁ ଧର୍ମରେ ସାଧାରଣତଃ ମହିଳା ମୁଣ୍ଡରେ ଓଢ଼ଣା ଦେଇଥାନ୍ତି। ଏହାକୁ ପରମ୍ପରା କୁହାଯାଇଥିବା ବେଳେ ବାସ୍ତବରେ ଏହା ପଛରେ ରହିଛି କିଛି ବାସ୍ତୁଶାସ୍ତ୍ର। ଆସନ୍ତୁ ଜାଣିବା ମହିଳାଙ୍କ ମୁଣ୍ଡରେ ଓଢ଼ଣା ଦେବାର ପଛରେ ଥିବା କାରଣ ବିଷୟରେ।

-ହିନ୍ଦୁ ଧର୍ମ ଅନୁସାରେ ମହିଳା ଯେଉଁ ମାନଙ୍କୁ ସମ୍ମାନ ଦେଇଥାନ୍ତି ତାଙ୍କ ଆଗରେ ମୁଣ୍ଡ ଘୋଡାଇବା ଉଚିତ। ତେଣୁ ମୁଣ୍ଡିଆ ମାରିବା ବେଳେ ସମ୍ମାନ ଜଣାଇ ମହିଳାମାନେ ମୁଣ୍ଡରେ ଓଢଣା ଦେଇଥାନ୍ତି।

-ହିନ୍ଦୁ ଧର୍ମରେ ବିଶ୍ୱାସ ରଖାଯାଏ ଯେ, ମୁଣ୍ଡରେ ଓଢଣା ଦେଇ ପୂଜାର୍ଚ୍ଚନା କରିଲେ ଏହାର ଶୁଭ ଫଳ ମିଳେ। ଭଗବାନ ଶୀଘ୍ର ଏହା ଦ୍ୱାରା ପ୍ରସନ୍ନ ହୋଇଥାନ୍ତି।

-ବେଦ ଅନୁସାରେ ମୁଣ୍ଡର କେନ୍ଦ୍ର ଭାଗରେ କେନ୍ଦ୍ରୀୟ ଚକ୍ର ରହିଛି ଯାହାକୁ ଘୋଡାଇ ରଖି ପୂଜା କରିଲେ ଏକାଗ୍ରତା ବୃଦ୍ଧି ପାଏ। ଏକାଗ୍ରତା ସହ ପୂଜା କରିଲେ ଭଗବାନଙ୍କର କୃପା ପ୍ରାପ୍ତ ହୁଏ।

-ମୁଣ୍ଡ ଘୋଡାଇ ରଖି ପୂଜା କରିଲେ କୌଣସି ନକାରତ୍ମକ ଚିନ୍ତା ମନକୁ ଆସେ ନାହିଁ ବୋଲି ବିଶ୍ୱାସ କରାଯାଏ। ଏହା ଦ୍ୱାରା ପୂଜାକାର୍ଯ୍ୟ ସଫଳ ହୋଇଥାଏ।

-ସଧବା ମହିଳାମାନେ ମୁଣ୍ଡରେ ଓଢଣା ଦେବା ଦ୍ୱାରା ସ୍ୱାମୀଙ୍କର ମଙ୍ଗଳ ମଧ୍ୟ ହୋଇଥାଏ।

KNews Bureau

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

12 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

23 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

52 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago