ପିଲା ଠାରୁ ବଡ ଯାଏଁ ସମସ୍ତଙ୍କୁ ପସନ୍ଦ ଚିଜ୍‌ ପକୋଡା, ଫଟାଫଟ୍‌ ହେବ ପ୍ରସ୍ତୁତ

ଆବଶ୍ୟକ ସାମଗ୍ରୀ

୫ ପ୍ରୋସେସଡ ଚିଜ୍‌ କ୍ୟୁବ୍ସ/ମୋଜେରେଲା ଚିଜ୍‌ କ୍ୟୁବ୍ସ
ଅଧା କପ୍‌ ବେସନ
ଅଧା ଚାମଚ୍‌ ଗୋଲମରୀଚ ପାଉଡର
ଚିମୁଟାଏ ହଳଦୀ ପାଉଡର
୧/୪ ଚାମଚ ଲାଲ ଲଙ୍କା ପାଉଡର

ପ୍ରସ୍ତୁତି ପ୍ରଣାଳୀ

  • ସମସ୍ତ ଚିଜ୍‌ କ୍ୟୁବ୍ସକୁ ୨ ଭାଗରେ କାଟି ଫ୍ରିଜରରେ ୪-୫ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ।
  • ଛାଣିବା ପାଇଁ ତେଲକୁ ଛାଡି ପାତ୍ରରେ ସମସ୍ତ ସାମଗ୍ରୀକୁ ପକାଇ ଗାଢ଼ ଘୋଳ ବନାନ୍ତୁ।
  • ଫ୍ରିଜରରେ ଚିଜ୍‌ କ୍ୟୁବ୍ସକୁ ବାହାର କରି ଘୋଳରେ ବୁଡାଇ ଦିଅନ୍ତୁ ଏବଂ ଗରମ ତେଲରେ ଧୀମା ଆଞ୍ଚରେ ଛାଣି ଦିଅନ୍ତୁ।
  • ଗୋଲଡେନ୍‌ ବ୍ରାଉନ୍‌ ହୋଇଗଲେ ଏହାକୁ ଗ୍ରୀନ୍‌ ଚଟଣୀ ସହ ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.