ଜାଣିଛନ୍ତି କି, ଚାଉଳ ଦାନା ମଧ୍ୟ ବଦଳାଇପାରେ ଆପଣଙ୍କ ଭାଗ୍ୟ

ଭାରତୀୟ ପରମ୍ପରାରେ ପୂଜା-ପାଠ କରିବା ସମୟରେ ଅନେକ ବାସ୍ତୁ ନିୟମର ପାଳନ କରାଯାଇଥାଏ। ଯାହାକୁ ବିଧି ପୂର୍ବକ ପାଳନ କରିବା ଦ୍ବାରା ପୂଜା ସଫଳ ହୋଇଥାଏ। ଏଥିମଧ୍ୟରେ ଏକ ଉତ୍ପାଦାନ ହେଉଛି ଚାଉଳ। ଚାଉଳକୁ ଖୁବ ଶୁଭ ଏବଂ ପବିତ୍ର ବୋଲି କୁହାଯାଇଥାଏ। ଏହା ଏକ ପ୍ରକାରର ଶସ୍ୟ ଯାହାକୁ ପୂଜା ସମୟରେ ସମସ୍ତ ଦେବୀଦେବତାଙ୍କ ପାଖରେ ଚଢ଼ାଯାଇଥାଏ।

ଶାସ୍ତ୍ରଅନୁଯାୟୀ, ଚାଉଳର ରଙ୍ଗ ଧଳା ହୋଇଥିବାରୁ ଏହାକୁ ଶାନ୍ତିର ପ୍ରତୀକ ବୋଲି କୁହାଯାଇଥାଏ। ଚାଉଳକୁ ସିନ୍ଦୁର ସହ ମିଶାଇ ଠାକୁରଙ୍କୁ ଅର୍ପଣ କରିବା ଦ୍ବାରା ଦେବୀୟ କ୍ରୁପା ମିଳିଥାଏ। କହିବାକୁ ଗଲେ ଚାଉଳ ବିନା କୌଣସି ଧାର୍ମିକ କାମ ପୂରା ହୋଇନଥାଏ। ଆସନ୍ତୁ ଜାଣିବା କିପରି ଚାଉଳ ପୂଜାରେ ହୋଇଥାଏ ବ୍ୟବହାର।

-କେବେ ମଧ୍ୟ ଖଣ୍ଡିଆ କିମ୍ବା ଭାଙ୍ଗିଯାଇଥିବା ଚାଉଳ ପୂଜାରେ ବ୍ୟବହାର କରିବା ଉଚିତ୍ ନୁହଁ।

-ସବୁ ବେଳେ ଧଳା ଚାଉଳକୁ ହିଁ ପୂଜାରେ ବ୍ୟବହାର କରିବା ଉଚିତ୍। ବ୍ରାଉନ ବା ହଳଦିଆ ଚାଉଳ ନୁହଁ।

-ଦେବୀ-ଦେବତାଙ୍କୁ ଅର୍ପଣ କରାଯାଇଥିବା ଚାଉଳକୁ ଖାଇବା ଉଚିତ ନୁହଁ।ଏଣୁ ଏହାକୁ କୌଣସି ପକ୍ଷୀ କିମ୍ବା ଗରିବଙ୍କୁ ଦାନ କରିଦିଅନ୍ତୁ।

-ଭଗବାନଙ୍କୁ ଚଢ଼ାଇବା ପୂର୍ବରୁ ଚାଉଳକୁ ଏକ ଭଲ କପଡ଼ାରେ ରଗଡି ସଫା କରନ୍ତୁ। ଧ୍ୟାନ ରହୁ ଯେପରି ସେଥିରେ କୌଣସି ପ୍ରକାରର ମଇଳା ଲାଗି ରହିନଥିବ।

ଚାଉଳର ଏପରି ପ୍ରୟୋଗ କରିଥାଏ ଅନେକ ଦୁଃଖ ଦୂର

-ଯେଉଁ ଘରେ ଦୈନିକ ଦେବାଦେବୀଙ୍କୁ ଚାଉଳ ଚଢ଼ାଯାଇଥାଏ ତାଙ୍କ ନିକଟରେ ଅନ୍ନର ଅଭାବ ଦେଖାଯାଇନଥାଏ।

-ପ୍ରତ୍ୟେକ ସୋମବାର ଦିନ ୭ଟି ସୁଧ ଚାଉଳ ପୂଜା କରିବା ଦ୍ବାରା ଏକ ଅଦ୍ଭୁତ ପ୍ରକାରର ଆର୍ଶୀବାଦ ପ୍ରାପ୍ତ ହୋଇଥାଏ।

-ଚାକିରୀ ସମ୍ବନ୍ଧୀୟ କୌଣସି ଅସୁବିଧା ହେଉଥିଲେ କାଉକୁ ମିଠା ଖେଚୁଡି କରି ଖୁଆଇବା ଲାଭଦାୟକ ହୋଇଥାଏ।

-ଶୁକ୍ରବାର ଚାଉଳ କ୍ଷୀରି ପ୍ରସ୍ତୁତ କରି ବାଣ୍ଟିବା ଦ୍ବାରା ସୁଖଶାନ୍ତି ପ୍ରାପ୍ତ ହୋଇଥାଏ।

KNews Bureau

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

17 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

29 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

39 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

42 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago