ଆପଣଙ୍କର ଷ୍ଟୋନ ସମସ୍ୟା ରହିଛି କି ? ଏଥିରୁ ମୁକ୍ତି ଦେବ ଏହି ପରିବା ରସ

ଖାଦ୍ୟପେୟରେ ଅନିୟମିତତା ଏବଂ ବଢୁଥିବା ପ୍ରଦୂଷଣ ଯୋଗୁଁ କେଶ ଏବଂ ତ୍ୱଚା ଉପରେ ଖରାପ ପ୍ରଭାବ ପଡିଥାଏ। ଅନେକ ଲୋକଙ୍କର କେଶ ସମୟ ପୂର୍ବରୁ ଧଳା ହୋଇଯାଏ। ଯଦି ଆପଣଙ୍କର ଏପରି ସମସ୍ୟା ସମ୍ମୁଖୀନ ହୋଇଥାନ୍ତି ଏହାର ବ୍ୟବହାର କରନ୍ତୁ ଏବଂ ଏଥିରୁ ମୁକ୍ତି ପାଆନ୍ତୁ।

ଆପଣମାନେ ଜହ୍ନି ନିଶ୍ଚିତ ଖାଇଥିବେ। ଏହାକୁ ଆମେ ତରକାରୀ କିମ୍ବା ଭଜା କରି ଖାଇଥାଉ। କିନ୍ତୁ ଆୟୁର୍ବେଦରେ ଜହ୍ନିକୁ ଔଷଧ ଭାବେ ବ୍ୟବହାର କରାଯାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଏବଂ ଫାଇବର ଶରୀରକୁ ପୋଷଣ ଦେଇଥାଏ। ଏଥିପାଇଁ ଗୋଲମରିଚ ଗୁଣ୍ଡରେ ଦୁଇ ବଡ ଚାମଚ ଅଳାଁ ତେଲ ମିଶାଇ ଏଥିରେ ଜହ୍ନି ଛୋଟ ଛୋଟ ଖଣ୍ଡ କରି ପକାଇ ଦିଅନ୍ତୁ। ଏହାକୁ ଏକ ସପ୍ତାହ ଖରାରେ ରଖିବା ପରେ ଛାଣି ଦିଅନ୍ତୁ। ଏହି ତେଲକୁ ପ୍ରତିଦିନ କେଶରେ ଲଗାଇଲେ ଫଳ ମିଳିଥାଏ।

କେଶକୁ କଳା କରିବା ପାଇଁ ଜହ୍ନିକୁ ଛୋଟ ଛୋଟ କରି କାଟି ନଡିଆ ତେଲରେ ମିଶାଇ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ରଖିନିଅନ୍ତୁ। ଏବେ ଭଲ ଭାବେ ଜହ୍ନି ତେଲରେ ବୁଡିଯିବା ପରେ ଏହାକୁ ଛାଣି ଦିଅନ୍ତୁ। ଏହି ତେଲକୁ ପ୍ରତିଦିନ ଶୋବା ପୂର୍ବରୁ ମୁଣ୍ଡରେ ଲଗାନ୍ତୁ। ଏପରି କରିବା ଦ୍ୱାରା କେଶ କଳା ହେବା ସହିତ ଘନ ହୋଇଥାଏ।

ତ୍ୱଚା ପାଇଁ ମଧ୍ୟ ଜହ୍ନି ବେଶ୍‌ ଫାଇଦାଯୁକ୍ତ। ଯଦି ଆପଣଙ୍କର ବ୍ରଣ ଏବଂ ମୁହଁରେ ଦାଗ ହୋଇଥାଏ ତେବେ ଜହ୍ନିର ଚେରକୁ ଲହୁଣୀ ସହିତ ଘୋରି ଲଗାନ୍ତୁ।

ଜଣ୍ଡିସ ରୋଗ ପାଇଁ ଜହ୍ନି ରସ ବେଶ୍‌ ଲାଭକାରୀ। ଏହାର ଦୁଇ ତିନି ବୁନ୍ଦା ରସ ନାକରେ ପକାଇବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ।

ଜହ୍ନି ଖାଇବା ଦ୍ୱାରା ପାଇଲ୍ସ ରୋଗ ଭଲ ହୋଇଥାଏ। ଏଥିରେ ଫାଇବରର ଅଧିକ ମାତ୍ରାଥିବା ଯୋଗୁଁ ଶରୀରର ମଇଳା ପଦାର୍ଥ ବାହାରି ଆସିଥାଏ।

ଯଦି ଆପଣଙ୍କର ଷ୍ଟୋନ ସମସ୍ୟା ରହିଛି, ତେବେ ଏହାର ଏକ ଚାମଚ ରସ ସହିତ ଦୁଇ ଚାମଚ ଗାଈ କ୍ଷୀର ମିଶାଇ ଏହାକୁ ସେବନ କରି ଏହି ସମସ୍ୟା ଦୂର କରିପାରିବେ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago