ପାଦର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଚାହୁଁଛନ୍ତି କି, ଏମିତି ବ୍ୟବହାର କରନ୍ତୁ କଦଳୀ ଚୋପା

ମହିଳାମାନେ ନିଜ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ବିଭିନ୍ନ କସ୍‌ମେଟିକ୍‌ ପ୍ରଡ଼କ୍ଟ ବ୍ୟବହାର କରିବା ସହ ଘରୋଇ ଉପାୟ ମଧ୍ୟ ଅବଲମ୍ବନ କରୁଛନ୍ତି। ମୁହଁ ଓ ହାତର ସୁନ୍ଦରତା ବଢ଼ାଇବା ଚକ୍କରରେ ମହିଳାମାନେ ବେଳେବେଳେ ପାଦର ଯତ୍ନ ନେବାକୁ ଭୁଲିଯାଇଥାନ୍ତି। ଫଳରେ ମୁହଁ ତୁଳନାରେ ପାଦ ଅସୁନ୍ଦର ଦିଶିଥାଏ। ଯଦି ଆପଣ ମଧ୍ୟ ଏଭଳି ସମସ୍ୟା ଭୋଗୁଛନ୍ତି ଓ ଗୋଡ଼ଫଟା ଯୋଗୁ ଚିନ୍ତିତ ଅଛନ୍ତି ତେବେ ପାଦକୁ ନରମ କରିବା ପାଇଁ କଦଳୀକୁ ଏଭଳି ବ୍ୟବହାର କରନ୍ତୁ।

ଏହାସହ ପଢ଼ନ୍ତୁ: ସ୍ତନରେ ଏଭଳି ପରିବର୍ତ୍ତନ ହୋଇପାରେ କ୍ୟାନ୍‌ସରର ଲକ୍ଷଣ

ଦିନକୁ ଦୁଇଟି କଦଳୀ ଖାଇବା ଦ୍ୱାରା ଶରୀରରେ ଏନର୍ଜି ଲେବଲ ବଜାୟ ରହେ। କଦଳୀ ଖାଇବା ଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ କାର୍ବୋହାଇଡ୍ରେଡ୍‌ ମିଳିଥାଏ। ମହିଳାଙ୍କ ଶରୀର ପାଇଁ ମଧ୍ୟ କଦଳୀ ଅତି ଉତ୍ତମ ହୋଇଥାଏ। କବ୍ଜ ଓ ଏସିଡିଟି ଭଳି ସମସ୍ୟା ସମାଧାନ କରିବାରେ ମଧ୍ୟ କଦଳୀ ସାହାଯ୍ୟ କରେ। କଦଳୀରେ ଭରପୁର ମାତ୍ରାରେ ଆଇରନ୍‌ ରହିଥାଏ, ଯାହା ଏନ୍‌ଜାଇମ୍‌ ସମସ୍ୟା ପାଇଁ ରାମବାଣ ଭଳି କାର୍ଯ୍ୟ କରିଥାଏ।

ପେଟ ସହ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମଧ୍ୟ କଦଳୀ ସାହାଯ୍ୟ କରେ। ପାଦର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ କଦଳୀ ଚୋପା ହେଉଛି ସବୁଠାରୁ ଉତ୍ତମ ବିକଳ୍ପ। ପାଦକୁ କୋମଳ କରିବାରେ କଦଳୀ ଚୋପା ସାହାଯ୍ୟ କରେ। ପାଦ ଫାଟିଥିଲେ କଦଳୀ ଚୋପା ଘଷିବା ଦ୍ୱାରା ଫଟା ଭଲ ହୋଇଥାଏ।

ବ୍ୟବହାର କରିବା ଉପାୟ:

ପ୍ରଥମେ ପାଦକୁ ପରିଷ୍କାର ଭାବେ ସଫା କରନ୍ତୁ। ସଫା କରିବା ପରେ ପରିଷ୍କାର ଟାେଓ୍ଵଲ୍‌ରେ ପାଦକୁ ପୋଛନ୍ତୁ। ଏବେ ଏଥିରେ କଦଳୀ ଚୋପାକୁ ଧୀରେ ଧୀରେ ଘଷନ୍ତୁ। ମାସେ ଏଭଳି କରିବା ଦ୍ୱାରା ଗୋଇଠି ନରମ ହୋଇଥାଏ। ଏଥିସହ ପାଦ ଫଟା ମଧ୍ୟ ଭଲ ହୁଏ।

WCW 11

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

1 min ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

10 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

19 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

35 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

50 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago