ଶୋଇବା ସମୟରେ ମୁଖ୍ୟତଃ ଲାଳ ବାହାରିଥାଏ। ଶୋଇବା ସମୟରେ ନିଶ୍ବାସ ନିଆଯାଇଥାଏ ଯେଉଁ କାରଣରୁ ଲାଳ ବାହାରିଥାଏ। ଲାଳ ବାହାରିବା ପାଇଁ ଅନେକ କାରଣ ହୋଇଥାଏ ଯେମିତି ଖାଇବା ପିଇବାରେ ଆଲାର୍ଜୀ ହେବା ବା କିଛି ଓୌଷଧ କାରଣରୁ ଅଧିକ ଲାଳ ହୋଇଥାଏ। ଯଦି ଆପଣ ଶୋଇବା ସମୟରେ ଲାଳ ବାହାରିବା କାରଣରୁ ଚିନ୍ତିତ ତେବେ ଏହି ଘରୋଇ ଉପଚାର ଆପଣଙ୍କୁ ବହୁତ ସାହାଯ୍ୟ କରିପାରିବ।
ଶୋଇବା ସମୟରେ ଲାଳ ବାହାରିବା କାରଣରୁ ଲଜ୍ଜିତ ହେବାକୁ ପଡିଥାଏ ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଫିଟକିରୀକୁ ପାଣିରେ ମିଶାଇ କୁଳି କରିପାରିବେ। ଏହା ଦ୍ବାରା ଆପଣଙ୍କୁ ଏହି ଭଳି ଅସୁବିଧାରୁ ମୁକ୍ତି ମିଳିପାରିବ।
ଏହା ସହ ପଢ଼ନ୍ତୁ : କାନରେ ଯଦି ପୋକ ପଶିଯାଏ, ତେବେ ଡରନ୍ତୁ ନାହିଁ ତୁରନ୍ତ କରନ୍ତୁ ଏହି ଉପାୟ
ଲାଳ ବାହାରିବାକୁ ରୋକିବା ପାଇଁ ଅଅଁଳା ପାଉଡର ବହୁତ ଲାଭଦାୟକ ହୋଇଥାଏ। ଖାଦ୍ୟ ଖାଇବାର ତୁରନ୍ତ ପରେ ଉଷୁମ ପାଣିରେ ଅଅଁଳା ପାଉଡରକୁ ଖାଇବା ଦ୍ବାରା ଆରାମ ମିଳିଥାଏ। ଏହା ସହିତ ଏହା ଉପାୟ ଏସିଡିଟିରୁ ମଧ୍ୟ ରକ୍ଷା କରିଥାଏ।
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…
ଉଦଳା: ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…
ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…