କେବେ ଦେଖିଛନ୍ତି କି ନାଲି ରଙ୍ଗର ଭେଣ୍ଡି? ଯାହା ଏହି ସବୁ ରୋଗ ପାଇଁ ଅଵ୍ୟର୍ଥ ଔଷଧ

ସବୁଜ ପନିପରିବା ମଧ୍ୟରେ ଗୋଟିଏ ଭେଣ୍ଡି ସାମିଲ କରିବା ଦ୍ୱାରା ଆମର ଶରୀରକୁ ଅନେକ ଫାଇଦା ମିଳିଥାଏ। କିନ୍ତୁ ଆପଣମାନେ ଜାଣିଛନ୍ତି କି ବର୍ତ୍ତମାନ ନାଲି ରଙ୍ଗର ଭେଣ୍ଡି ଆସିସାରିଛି। ଏହି ନାଲି ରଙ୍ଗର ଭେଣ୍ଡି (କାଶୀ ଲାଲିମା) ସବୁଜ ରଙ୍ଗର ଭେଣ୍ଡି ଠାରୁ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏହା ଅନେକ ରୋଗକୁ ଦୂର କରିବାରେ ମଧ୍ୟ ଲାଭଦାୟକ ହୋଇଥାଏ। ଏହି ସମସ୍ତ ପ୍ରଚେଷ୍ଟା ବାରଣସୀର ଭାରତୀୟ ପନିପରିବା ଅନୁସନ୍ଧାନ ସଂସ୍ଥାର ୮ ବର୍ଷର ପରିଶ୍ରମ ହେବା ପରେ ସମ୍ଭବ ହୋଇପାରିଛି।

୮ ରୁ ୧୦ ବର୍ଷ ପଯ୍ୟର୍ନ୍ତ ଅତ୍ୟଧିକ ପରିଶ୍ରମ କରି ଭାରତୀୟ ପନିପରିବା ଅନୁସନ୍ଧାନ ସଂସ୍ଥା ଏହି କାଶୀ ଲାଲିମା କୁ ପ୍ରଚାର କରିବାରେ ସଫଳ ହୋପାରିଛି। ବୈଜ୍ଞାନିକମାନେ ଚୟନ ବିଧି ପ୍ରୟୋଗ କରି ଏହି ନାଲି ରଙ୍ଗର ଭେଣ୍ଡି ପ୍ରଜାତିକୁ ବିକଶିତ କରିଛନ୍ତି। ଏଥିରେ ସବୁଜ ରଙ୍ଗର ଭେଣ୍ଡିରେ ଥିବା କ୍ଲୋରଫିଲ ପରିବର୍ତ୍ତେ ଏଥୋସାଇନିନ୍‌ ର ମାତ୍ରା ଅଧିକ ରହିଥାଏ, ଯାହା ନାଲି ରଙ୍ଗର କାରଣ। କେବଳ ଏତିକି ନୁହେଁ ବୈଜ୍ଞାନିକମତ ଅନୁଯାୟୀ ସାଧାରଣ ଭେଣ୍ଡି ଅନୁସାରେ ଏଥିରେ ଅତ୍ୟଧିକ ଆଇରନ, କ୍ୟାଲିସିୟମ ଏବଂ ଜିଙ୍କ୍‌ ରହିଛି। ଏହି ଭେଣ୍ଡିକୁ ବୈଜ୍ଞାନିକମାନେ ସାଲାଡ୍‌ ରୂପେ ଖାଇବା ପାଇଁ ଉପଦେଶ ଦେଇଛନ୍ତି। ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ଏହି ଭେଣ୍ଡିକୁ ଲଗାଇଥିବା ଚାଷୀମାନଙ୍କୁ ଖୁବ୍‌ ସୁବିଧା ହେବ, କାରଣ ଏହାକୁ ଲଗାବାର ଉପାୟ ସାଧାରଣ ଭେଣ୍ଡି ଚାଷ କଲାଭଳି। ଏହି ଆକର୍ଷଣ ଭେଣ୍ଡିକୁ ବିକି ଚାଷୀମାନେ ଅତ୍ୟଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇପାରିବେ।

ଗର୍ଭବତୀ ମହିଳାମାନଙ୍କ ପାଇଁ ଏହି କାଶୀ ଲାଲିମା ଭେଣ୍ଡି ଖୁବ୍‌ ଲାଭକାରୀ। କାରଣ ଏହି ଭେଣ୍ଡି ଶରୀରରେ ଫଲିକ ଅମ୍ଳ ଅଭାବକୁ ପୂରଣ କରିଥାଏ, ଯାହା ପିଲାର ମାନସିକ ବିକାଶ କରିବାରେ ସାହାଯ୍ୟ କରିଥାଏ। କେବଳ ଏତିକୀ ନୁହେଁ ଏହି ଭେଣ୍ଡି ହୃଦ ରୋଗ, ମୋଟାପଣ ଏବଂ ଡାଇବେଟିଜ୍‌ କୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago