କେବଳ ତରଭୁଜ ନୁହେଁ ଏହାର ମଞ୍ଜି ମଧ୍ୟ ସ୍ବାସ୍ଥ୍ୟ ପାଇଁ ହୋଇଥାଏ ଉପକାରୀ, କେମିତି ଜାଣନ୍ତୁ

ଆମେ ସମସ୍ତେ ଜାଣିଛନ୍ତି ଯେ ଫଳ ଏବଂ ପରିବା ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ କିନ୍ତୁ କଣ ଆପଣ ଜାଣନ୍ତି ଫଳ ଏବଂ ପରିବା ଠାରୁ ଅଧିକ ତାଙ୍କ ମଞ୍ଜି ଅଧିକ ଲାଭଦାୟକ ହୋଇଥାଏ। ଫଳ ଏବଂ ପରିବା ମଞ୍ଜିରେ ବହୁତ ପ୍ରକାରର ଭିଟାମିନ୍ସ ଏବଂ ପୌଷ୍ଟିକ ତତ୍ତ୍ବ ରହିଥାଏ ଯାହା ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ଫଳ ଏବଂ ପରିବା ମଞ୍ଜି ଫାଇଦା ବିଷୟରେ।

-ଓଜନ କରିବା ପାଇଁ ତରଭୁଜ ମଞ୍ଜି ସବୁଠାରୁ ଉତ୍ତମ ଅଟେ। ଓଜନ କରିବା ପାଇଁ ଆପଣ ଏହାର ମଞ୍ଜିକୁ ଛଡାଇ କ୍ଷୀର କିମ୍ବା ପାଣି ସହିତ ସେବନ କରନ୍ତୁ। ଏହାଦ୍ବାରା ଆପଣଙ୍କ ଓଜନ କମ୍ ହୋଇଥାଏ।

-କବ୍ଜ ସମସ୍ୟାରେ ଚିନ୍ତିତ ଥିଲେ ଆମ ମଞ୍ଜିର ପାଉଡରକୁ ସକାଳ ସଂଧ୍ୟା ପାଣି ସହିତ ପିଅନ୍ତୁ। ଏହାଦ୍ବାରୋ କବ୍ଜ ସମସ୍ୟାରୁ ଆରାମ ମିଳିଥାଏ।

-ଏଥିସହିତ ଓଜନ କମ୍ କରିବା ପାଇଁ ଡାଳିମ୍ଭ ମଞ୍ଜିର ବ୍ୟବହାର ମଧ୍ୟ କରିପାରିବେ। ଏହାଛଡା ଡାଳିମ୍ବର ମଞ୍ଜି ଆମ ତ୍ବଚା ପାଇଁ ବହୁତ ଲାଭଦାୟକ ହୋଇଥାଏ।

-ପଣସ ମଞ୍ଜି ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଫାଇଦାପୂର୍ଣ୍ଣ ହୋଇଥାଏ। ଯେଉଁ ମାନଙ୍କୁ ଭୋକ ଲାଗି ନଥାଏ ସେମାନେ ଏହାର ମଞ୍ଜିକୁ ରାତିରେ ଭିଜାଇ ସକାଳୁ ଖାଇବା ଦ୍ବାରା ଭୋକ ଲାଗିଥାଏ।

Pritiparna

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

17 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

32 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

47 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

57 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago