ରାଶି ଅନୁସାରେ ଜାଣନ୍ତୁ ଆପଣ କେଉଁ ଚାକିରି କରିବେ, ଯାହା ଆପଣଙ୍କୁ ପହଁଚାଇବ ସଫଳତାର ଶୀର୍ଷରେ

ସବୁ ବ୍ୟକ୍ତି ନିଜ ଜୀବନରେ ସଫଳତା ପାଇବାକୁ ଚାହାନ୍ତି। ଏଥିପାଇଁ ସେମାନେ କଠିନ ପରିଶ୍ରମ ମଧ୍ୟ କରୁଛନ୍ତି। କିନ୍ତୁ ଏସବୁ ପରିଶ୍ରମ ପରେ ମଧ୍ୟ ବେଳେବେଳେ ଦେଖିବାକୁ ମିଳେ ଯେ ଆପଣ ଯେତେ ମାତ୍ରାରେ ପରିଶ୍ରମ କରୁଛନ୍ତି ସେତେ ପରିମାଣରେ ଫଳ ମିଳିନଥାଏ। ଏହି କାରଣରୁ ବାରମ୍ବାର ପ୍ରଫେସନକୁ ବଦଳାଇବାକୁ ଦରକାର ପଡିଥାଏ।

ଏମିତିରେ ଆପଣଙ୍କ ପାଇଁ ଉତ୍ତମ ହୋଇଥାଏ ଯେ ଆରମ୍ଭରୁ ରାଶି ଅନୁସାରେ ପ୍ରଫେସନକୁ ଚୟନ କରିବା। ଏପରି କଲେ ଆପଣଙ୍କ ସଫଳତା ଉଚ୍ଚ ସ୍ତର ପର୍ଯ୍ୟନ୍ତ ହାସିଲ ହୋଇପାରିଥାଏ। ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ କେଉଁ ରାଶିର ବ୍ୟକ୍ତିଙ୍କ କେଉଁ ପ୍ରକାରର ପ୍ରଫେସନ ପରଫେକ୍ଟ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଆପଣଙ୍କ ପାଇଁ କେଉଁ ପ୍ରଫେସନ ଉତ୍ତମ ରହିଛି।

ମେଷ ରାଶି – ଫାଇନାନ୍ସ, କଳା, ଆକାଉଟିଂ ଏବଂ ଆର୍କେଟେକ।

ବ୍ରୁଷ ରାଶି – ଅଧ୍ୟାପକ, ଆକାଉଣ୍‌ଟ, ହୋଟେଲ ମ୍ୟାନେଜମେଣ୍ଟ, ଫାଇନାନ୍ସ, ବ୍ୟାକିଂ।

ମିଥୁନ ରାଶି – କଳା, ଇଞ୍ଜିନିୟରିଂ ସେକ୍ଟର ଏବଂ କପଡା ବ୍ୟବସାୟ।

କର୍କଟ ରାଶି – କମର୍ସ, ଆର୍ଟ, ଜିଓଲୋଜି, ମ୍ୟାନେଜମେଣ୍ଟ ଏବଂ କମ୍ପ୍ୟୁଟର।

ଏହାସହ ପଢନ୍ତୁ : ଆପଣ ପୂର୍ବ ଜନ୍ମରେ କଣ ଥିଲେ ଜାଣିବାକୁ ଚାହୁଁଛନ୍ତି କି? ତେବେ ପଢ଼ନ୍ତୁ ଏହାକୁ

ସିଂହ ରାଶି – ସେନା, ଜ୍ୟୋତିଷ, ଇଞ୍ଜିନିୟର, ଚିକିତ୍ସା ଏବଂ ବିଜ୍ଞାନ।

କନ୍ୟା ରାଶି – ଏଜୁକେସନ, ଲେଖନ, ଅଭିନୟ ଏବଂ ମ୍ୟୁଜିକ।

ତୁଳା ରାଶି – ଆଇନ, ଇନସୁରାନ୍ସ, ଫାଇନାନ୍ସ ଏବଂ ମେସିନାରୀ ପେଶା।

ବିଛା ରାଶି – ପୋଲିସ, ଡିଫେନ୍ସ, ସୋସିଆଲ ସର୍ଭିସ ଏବଂ ରାଜନୀତି।

ଧନୁ ରାଶି – ବୈଜ୍ଞାନିକ, ଅନୁସନ୍ଧାନ, ଆଇନ ଏବଂ ରାଜନୀତି।

ନିଶ୍ଚିତ ପଢନ୍ତୁ :  ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ମଙ୍ଗଳବାର ଦିନ କରନ୍ତୁ ଏହି ୭ ଉପାୟ, ମିଳିବ ଭୂତ-ପ୍ରେତ ଡରରୁ ମୁକ୍ତି

ମକର ରାଶି – ଔଷଧ ବା ଫାମାସିଷ୍ଟ, ହସପିଟାଲ ବ୍ୟବସାୟ, ସର୍ଭିସ ସେକ୍ଟର ଏବଂ ଇଞ୍ଜିନିୟରିଂ।

କୁମ୍ଭ ରାଶି – ଗୁପ୍ତଚର ବିଭାଗ, ଫାୟାର ସର୍ଭିସ ଏବଂ ଜୁଡିସିଆରୀ।

ମୀନ ରାଶି – ଫାର୍ମା, ଅଧ୍ୟାପକ, ଲୁହା ବ୍ୟବସାୟ ଏବଂ ସଂଗୀତ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago