ଲାଇଫ୍ ଷ୍ଟାଇଲ୍

ଲେଟ୍‌ ନାଇଟ୍‌ରେ ଶୋଉଛନ୍ତି କି ? ସାବଧାନ, ହୋଇପାରେ ଏହି ସବୁ ସମସ୍ୟା

ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ, ଆଜିକାଲି ଅନେକ ଲୋକ ଲେଟ୍‌ ନାଇଟ୍‌ ପର୍ଯ୍ୟନ୍ତ ଜାଗ୍ରତ ରହିବା ଆରମ୍ଭ କରିଛନ୍ତି । ଯଦି ଆପଣ କିମ୍ବା ଆପଣଙ୍କ ପିଲା ରାତିରେ ଠିକ୍ ସମୟରେ ଶୋଇପାରୁ ନାହାଁନ୍ତି, ତେବେ ଆପଣଙ୍କୁ ସତର୍କ ହେବା ଆବଶ୍ୟକ । ବାସ୍ତବରେ, ଲେଟ୍‌ ନାଇଟ୍‌ ପର୍ଯ୍ୟନ୍ତ ଜାଗ୍ରତ ରହିବା ପିଲାମାନଙ୍କ ପାଇଁ ଅଧିକ କ୍ଷତିକାରକ ହୋଇପାରେ । ତେଣୁ ବାପା ଏବଂ ମା’ମାନେ ରାତିରେ ଶୋଇବାର ନିୟମ ସ୍ଥିର କରିବା ଉଚିତ । ଯାହାଫଳରେ ପିଲାମାନଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ ଏବଂ କୌଣସି ପ୍ରକାରର ସମସ୍ୟା ହେବ ନାହିଁ । ତାହେଲେ ଆସନ୍ତୁ ଜାଣିବା ଯେ ଲେଟ୍‌ ନାଇଟ୍‌ ପର୍ଯ୍ୟନ୍ତ ଜାଗ୍ରତ ରହିବା ଦ୍ୱାରା କ’ଣ ସବୁ ହୋଇଥାଏ ।

ସମସ୍ତ ମା ଓ ବାପା ପିଲାମାନଙ୍କୁ ଶୀଘ୍ର ଶୋଇବା ଏବଂ ଶୀଘ୍ର ଉଠିବାର ଉପକାର ବିଷୟରେ କହିବା ଉଚିତ୍ । ଯଦି ଆପଣ ନିଜ ପିଲାଙ୍କ ଲେଟ୍‌ ନାଇଟ୍‌ ପର୍ଯ୍ୟନ୍ତ ଜାଗ୍ରତ ରହିବାର ଅଭ୍ୟାସକୁ ଠିକ୍‌ କରିବାରେ ସକ୍ଷମ ନୁହଁନ୍ତି, ତେବେ ଆପଣଙ୍କ ପିଲାଙ୍କୁ ଏପରି ସମସ୍ୟାର ସାମ୍ନା କରିବାକୁ ପଡିପାରେ । ତାହେଲେ ଆସନ୍ତୁ ଏହି ବିଷୟରେ ବିଶେଷ ଭାବେ ଜାଣିବା ।

ମୁଡ୍ ସୁଇଙ୍ଗ୍ : ରାତିରେ ଶୀଘ୍ର ନ ଶୋଇବାରୁ ପିଲାମାନେ ମୁଡ୍ ସୁଇଙ୍ଗ୍ ର ଶିକାର ହୋଇପାରନ୍ତି । ପିଲାମାନେ ଅଧିକ କ୍ରୋଧ ଏବଂ ଚିଡ୍‌ଚିଡା ହେବାକୁ ଆରମ୍ଭ କରିଥାନ୍ତି । ଯାହା ଭବିଷ୍ୟତରେ ସେମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ଲେଟ୍‌ ନାଇଟ୍‌ରେ ଶୋଇବା ହେତୁ ଆପଣଙ୍କ ପିଲା ଡିପ୍ରେସନ୍‌ କିମ୍ବା ଷ୍ଟ୍ରେସ୍‌ର ଶିକାର ହୋଇପାରନ୍ତି ।

ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପାରେ : ଏହିପରି ଖରାପ ରୁଟିନ୍ ଫଲୋ କରିବା ଆପଣଙ୍କ ପିଲାଙ୍କ ପ୍ରତିରକ୍ଷା ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ଯାହାଫଳରେ ସେମାନେ ଆଗକୁ ଯାଇ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ମୋଟାପଣ : ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଲେଟ୍‌ ନାଇଟ୍‌ରେ ଶୋଇବା କାରଣରୁ ପିଲାମାନେ ମଧ୍ୟ ମୋଟାପଣର ଶିକାର ହୋଇପାରନ୍ତି । ଯେପରି ଓଜନ ବଢି ଭଳି ଅନେକ ଗମ୍ଭୀର ଏବଂ ସାଂଘାତିକ ରୋଗ ହୋଇପାରେ ।

ନିଦ ଅଭାବ : ଆପଣଙ୍କ ପିଲାଙ୍କ ଏହି ଅଭ୍ୟାସକୁ ଠିକ୍ ସମୟରେ ଠିକ କରନ୍ତୁ, ନଚେତ୍ ନିଦ ଅଭାବ ଶିଶୁର ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ସେଥିପାଇଁ ବାପା ଓ ମା’ଙ୍କୁ ଏଥିପାଇଁ ଅଧିକ ଧ୍ୟାନ ଦେବା ଉଚିତ ।

ସ୍ମୃତିଶକ୍ତି ଦୁର୍ବଳ ହୋଇପାରେ : ବାରମ୍ବାର ଲେଟ୍‌ ନାଇଟ୍‌ରେ ଶୋଇବା ଦ୍ୱାରା ପିଲାଙ୍କ ସ୍ମୃତିଶକ୍ତି ମଧ୍ୟ ଦୁର୍ବଳ ହୋଇପାରେ । ଯାହା ଫଳରେ ପିଲାମାନେ ଅନେକ ରୋଗର ଶିକାର ହେବା ସହ ଦୁର୍ବଳ ମଧ୍ୟ ହୋଇପାରନ୍ତି ।

D Sonali

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago