ଭୁଲରେ ମଧ୍ୟ ଫ୍ରୀଜରେ ରଖନ୍ତୁ ନାହିଁ ଅଟା ଚକଟା, ହୋଇପାରେ ଏହି କ୍ଷତି

ପ୍ରାୟ ଅଧିକାଂଶ ସମୟରେ ମହିଳା ମାନେ ରୁଟି ତିଆରି କରିବା ସମୟରେ ବାକି ରହି ଯାଇଥିବା ଅଟାକୁ ଫ୍ରୀଜରେ ରଖିଦିଅନ୍ତି। କଣ ଆପଣ ଜାଣନ୍ତି ଆପଣଙ୍କ ଏହି ଅଭ୍ୟାସ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏହା ଶୁଣି ସାରିଲା ପରେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ଯ ହେବେ କାରଣ ଏହି ଅଭ୍ୟାସ ଆପଣଙ୍କର ବର୍ଷ ବର୍ଷ ଧରି କରୁଛନ୍ତି। ଆସନ୍ତୁ ଜାଣିବା ଫ୍ରୀଜରେ ରଖାଯାଇଥିବା ଅଟାକୁ ବ୍ୟବହାର କରି ଆପଣଙ୍କୁ ହେଉଥିବା କ୍ଷତି ବିଷୟରେ।

ବୈଜ୍ଞାନିକ ତଥ୍ୟ

ବିଶେଷଜ୍ଞଙ୍କ ମତରେ ଅଟା ଚକଟିଲା ପରେ ଶୀଘ୍ର ଏହାକୁ ବ୍ୟବହାର କରିବା ଆବଶ୍ୟକ ନଚେତ ଏଥିରେ ଥିବା କେତେକ ରାସାୟନିକ ପରିବର୍ତ୍ତନ ଆସିଥାଏ ଯାହା ସ୍ବାସ୍ଥ୍ୟ ପାଇଁ ବହୁତ ହାନିକାରକ ବୋଲି ଧରାଯାଏ। ଅଟା ଚକଟାରେ ଫ୍ରୀଜରେ ଥିବା ହାନିକାରକ କିରଣ  ପ୍ରବେଶ କରିଯାଏ ଏବଂ ତାହାକୁ ଖରାପ କରିଦିଏ। ଏହି ଅଟା ଚକଟାରେ ରୁଟି କରି ଖାଇବା ଦ୍ବାରା ରୋଗ ହେବାର ବହୁତ ସମ୍ଭାବନା ଥାଏ।

ଏହା ସହ ପଢ଼ନ୍ତୁ : ଉପବାସ କଲେ ବି ଲାଗିବନି ହାଲିଆ, ନବରାତ୍ରୀର ନଅ ଦିନରେ ପିଅନ୍ତୁ ଏହି ୬ ଡ୍ରିଙ୍କ୍ସ

ଆୟୁର୍ବେଦିକ ତଥ୍ୟ

ଜଣାଇବାକୁ ଚାହିଁବୁ ଯେ ଆୟୁର୍ବେଦରେ ମଧ୍ୟ ସ୍ପଷ୍ଟ କୁହାଯାଇଛି ଯେ ଫ୍ରୀଜରେ ଅଟା ଚକଟି ରଖିବା ଆଦୌ ଉଚିତ ନୁହେଁ। ବାସି ଅଟାରେ ପ୍ରସ୍ତୁତ ରୁଟିର ସ୍ବାଦ ତାଜା ଅଟା ଚକଟା ରୁଟିର ସ୍ବାଦ ଭଳି ହୋଇନଥାଏ।

ଧାର୍ମିକ କାରଣ

ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେ ବାସି ଭୋଜନ ଭୂତଙ୍କର ଭୋଜନ ହୋଇଥାଏ। କୁହାଯାଏ ଯେ ଯେତେବେଳେ ଘରେ ବଳକା ଅଟାକୁ ଫ୍ରୀଜରେ ରଖିଦିଆଯାଏ ତେବେ ଏହା ପିଣ୍ଡ ସହିତ ସମାନ ହୋଇଯାଇଥାଏ। ତେବେ ଭୂତପ୍ରେତ ଏହି ପିଣ୍ଡର ଭକ୍ଷଣ କରିବା ପାଇଁ ଘରକୁ ଆସିବା ଆରମ୍ଭ ହୋଇଯାଇଥାଏ। ଯେଉଁ ପରିବାରରେ ଏହି ପ୍ରକାରର ଅଭ୍ୟାସ ରହିଥାଏ ସେହିଠାରେ କୌଣସି ନା କୌଣସି ପ୍ରକାରର ରୋଗ ଏବଂ ଆଳସ୍ୟ ସର୍ବଦା ଲାଗିକି ରହିଥାଏ।

ଗ୍ୟାସ ସମସ୍ୟା

ବାସି ଅଟାର ରୁଟିକୁ ଖାଇବା ଦ୍ବାରା ବ୍ୟକ୍ତିଙ୍କୁ ଗ୍ୟାସର ସମସ୍ୟା ମଧ୍ୟ ହୋଇଥାଏ।

KNews Bureau

Recent Posts

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

2 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

5 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

11 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

26 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

1 hour ago