ଲାଇଫ୍ ଷ୍ଟାଇଲ୍

ପିରିୟଡସ୍‌ ରୋକିବାକୁ ଖାଉଛନ୍ତି କି ମେଡିସିନ୍‌, ତାହାଲେ ଏହି ଖବର ଆପଣଙ୍କ ପାଇଁ

ଅନେକ ମହିଳାମାନେ କୌଣସି ଜରୁରୀ ମିଟିଙ୍ଗ କିମ୍ବା କୌଣସି ପ୍ରୋଗ୍ରାମ ଚକ୍କରରେ ପିରିୟଡସ୍‌କୁ ଘୁଞ୍ଚାଇବା ଭଳି ଔଷଧ ଖାଇଥାନ୍ତି। ବର୍ଷରେ ଥରେ କିମ୍ବା ଦୁଇଥର ଏହି ଔଷଧ ସେବନ କରିବା ଠିକ୍‌ ହୋଇଥାଏ କିନ୍ତୁ ଯଦି ଆଦପଣ ଏହାକୁ ବର୍ଷକରେ ଦୁଇ ଥରରୁ ଅଧିକା ବ୍ୟବହାର କରିଥାନ୍ତି ତେେବେ ସେହି ମହିଳାମାନଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ତେବେ ଜାଣନ୍ତୁ ପିରିୟଡସ୍‌କୁ ଘୁଞ୍ଚାଇବା ଭଳି ଔଷଧ ଖାଇବେ ଏହା ଶରୀରରେ କି ପ୍ରକାର କାମ କରିଥାଏ ଏବଂ ଶରୀର ଉପରେ କି ପ୍ରଭାବ ପଡିଥାଏ।

-ପିରିୟଡସ୍‌କୁ ଆଗକୁ ବଢାଇବା ଭଳି ଔଷଧ ବାରମ୍ବାର ଖାଇବା ଦ୍ୱାରା ଆପଣଙ୍କ ମାସିକ ଧର୍ମର ତାରିଖ ବଦଳିଯାଇଥାଏ। ବୋଧ ହୁଏ ମହିଳାମାନେ ଏଥିପ୍ରତି ଧ୍ୟାନ ଦେଇନଥାନ୍ତି କିନ୍ତୁ ଭବିଷ୍ୟତରେ ବେବି ପ୍ଲାନିଂ କରିବା ସମୟରେ ସମସ୍ୟାର ସାମ୍ନା କରିବାକୁ ପଡିପାରେ।

-ପ୍ରତ୍ୟେକ ମହିଳାଙ୍କର ବଡି ସିଷ୍ଟମ ଭିନ୍ନ ଭିନ୍ନ ହୋଇଥାଏ। କିଛି ମହିଳାଙ୍କର ମାସିକ ଧର୍ମରେ ଅନିୟମିତା ହୋଇଥିବା ବେଳେ ଅନ୍ୟ ମହିଳାଙ୍କର ମାସିକଧର୍ମରେ ଅଧିକ ବ୍ଲିଡିଂ ହୋଇଥାଏ।

-ପିରିୟଡସ୍‌ ସଠିକ୍‌ ଭାବେ ନହେବା ଦ୍ୱାରା ମଧ୍ୟ ପେଟରେ ଚର୍ବି ଜମା ହୋଇଥାଏ। ଏହି ଚର୍ବିକୁ ଏକ୍ସରସାଇଜ୍‌ କିମ୍ବା ଅନ୍ୟ କୌଣସି ଆାକ୍ଟିଭିଟି ଦ୍ୱାରା ହ୍ରାସ କରାଯାଇପାରିବ।

-ଏହାବ୍ୟତୀତ ପିରିୟଡସ୍‌ ଘୁଞ୍ଚିବା ଦ୍ୱାରା ଦୁର୍ବଳ ଅନୁଭବ ହେବା ସହ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ।

KNews Bureau

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

8 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

22 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

35 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

36 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago