ନାଚୁରାଲ ଗ୍ଲୋ ସହ କ୍ଲାନ୍ତ ଅବସ୍ଥାକୁ ଦୂର କରେ କଫି ପାଉଡର, ଜାଣନ୍ତୁ

କଫି କେବଳ ମାନସିକ ଥକାନ ବା କ୍ଲାନ୍ତ ଅବସ୍ଥାକୁ ଦୂର କରିନଥାଏ । ଏହା ତ୍ୱଚା ପାଇଁ ମଧ୍ୟ ଖୁବ ଲାଭଦାୟକ ହୋଇଥାଏ । କଫିର ଫାଇଦା ଶରୀର ପାଇଁ ବେଶ ଉପକାରୀ ହୋଇଥାଏ । ଏହା ସ୍କିନ କେୟାର ରୋଟିନ ପାଇଁ ବେଶ ଭଲ ରେଜଲ୍ଟ ଦେଇଥାଏ ।

ବ୍ଲିଚିଂ ଗୁଣ ଯୁକ୍ତ କଫିରେ ଆଣ୍ଟି ଏଜିଙ୍ଗ ଗୁଣ ରହିଥାଏ । ଯାହାପାଇଁ ବୟସ ପୂର୍ବରୁ ତ୍ୱଚାରେ ଝୁରିଆଁ, ବ୍ଲାକ ପ୍ୟାଚ ଆସିଥାଏ । କଫିର ବ୍ୟବହାର ଦ୍ୱାରା ଏହା ଶରୀରରେ ଡେଡ ସ୍କିନକୁ ହଟାଇ ତ୍ୱଚାକୁ ଗ୍ଲୋ କରିଥାଏ । ଏହାକୁ ଫେଶିଆଲ ଆକାରରେ ଆପଣ ବ୍ୟବହାର କରିପାରିବେ । ତେବେ ଚାଲନ୍ତୁ ଜାଣିବା ଏହାର ଫାଇଦା ସମ୍ପର୍କରେ ।

555
pc: skinkraft

– ଏହା ତ୍ୱଚାରେ ଫାଇନଲାଇନ ଏବଂ ରେଡନେସ କମ କରିଥାଏ ।
– ସନ ସ୍ପଟ କମ ହୋଇଥାଏ ।
– ଡାର୍କ ସର୍କଲ ମଧ୍ୟ କମିଥାଏ ।
– ଏହା ଶରୀରରେ ଓଜନ ହ୍ରାସ କରିବାରେ ସହାୟକ ହୁଏ ।

ତେବେ ଏହାକୁ ତ୍ୱଚାରେ ଲଗାଇବା ପାଇଁ ଏଥିରେ ଚାଉଳ ଅଟା, କଞ୍ଚା କ୍ଷୀର, ଲେମ୍ବୁ ରସ ଏବଂ ମହୁ ପକାଇଏହି ମିଶ୍ରଣକୁ ବ୍ୟବହାର କରିପାରିବେ। ତେବେ ଏହାକୁ ଆଖି କିମ୍ବା ପାଟି ଚାରିପଟେ ଲଗାଇବେ ନାହିଁ । ସେନସିଟିଭ ସ୍ଥାନକୁ ଛାଡି ଆପଣ ଏହାକୁ ବ୍ୟବହାର କରିପାରିବେ ।

Leave A Reply

Your email address will not be published.