ଲାଇଫ୍ ଷ୍ଟାଇଲ୍

ଆପଣଙ୍କର ହେଉଛି କି କମ ନିଦ? ତେବେ ଆପଣ ବି ଶିକାର ହୋଇପାରନ୍ତି ହୃଦରୋଗର

କେନ୍ୟୁଜ୍(ବ୍ୟୁରୋ): କମ ନିଦ୍ରା ପାଇଁ ହୋଇପାରେ ହୃଦରୋଗ। ହୃଦରୋଗ ପାଇଁ କମ ନିଦ୍ରା ଅନ୍ୟତମ କାରଣ ହୋଇପାରେ ବୋଲି କହିଛି ଆମେରିକାନ ହାର୍ଟ ଆସୋସିଏସନ । ପୂର୍ବରୁ ୭ଟି କାରଣ ପାଇଁ ହେଉଥିଲା ହୃଦରୋଗ। ନିକୋଟିନ ସେବନ, ଶାରିରୀକ ପରିଶ୍ରମ, ଡାଏଟ, ଓଜନ ବୃଦ୍ଧି , ରକ୍ତ ସର୍କରା, କୋଲେଷ୍ଟ୍ରଲ ଓ ରକ୍ତ ଚାପ ହୃଦରୋଗର ମୁଖ୍ୟ କାରଣ ଥିଲା। ଏବେ କମ ନିଦ୍ରା ହୃଦରୋଗର ଏକ ନୂଆ କାରଣ ବୋଲି ଆମେରିକାନ ହାର୍ଟ ଆସୋସିଏସନ କହିଛି। କେବଳ ଧୂମ୍ରପାନ ଓ ହାଇ କ୍ୟାଲୋରୀ ଖାଦ୍ୟ ନୁହେଁ ନିଦ୍ରା ମଧ୍ୟ ହାର୍ଟ ସମସ୍ୟା ସୃଷ୍ଟି କରିପାରେ।

ବୟସ୍କମାନେ ଭଲ ହୃଦୟ ପାଇଁ ୭ରୁ ୯ ଘଣ୍ଟା ଓ ଶିଶୁମାନେ ତା’ଠାରୁ ଅଧିକ ସମୟ ଶୋଇବା ଆବଶ୍ୟକ। ୬ ଘଣ୍ଟାରୁ କମ ଶୋଉଥିବା ଲୋକମାନଙ୍କ ପାଖରେ ମେଦବହୁଳତା, ରକ୍ତଚାପ, ଟାଇପ ୨ ଡାଇବେଟିସ ଓ ଖରାପ ମାନସିକ ସ୍ୱାସ୍ଥ୍ୟ ପରି ସମସ୍ୟା ଦେଖାଯାଏ। ବିଶ୍ୱର ବହୁ ଦେଶରେ ହୃଦରୋଗ ମୃତ୍ୟୁର ମୁଖ୍ୟ କାରଣ ହୋଇଥାଏ। ଭାରତରେ ହୃଦରୋଗରେ ଲକ୍ଷେରେ ୨୭୨ ଜଣ ଲୋକଙ୍କ ମୃତ୍ୟୁ ହେଉଛି।

 

KNews Bureau

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

13 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

22 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

25 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

59 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago