ଲାଇଫ୍ ଷ୍ଟାଇଲ୍

ଅନେକ ପ୍ରକାର ବାସ୍ତୁ ଦୋଷ ଦୂର କରେ ଘରଚଟିଆ ବସା, ଏହା ଘରକୁ ଆଣିଦିଏ ସୁଖ ଓ ସୌଭାଗ୍ଯ

ଆପଣଙ୍କ ଘରେ ହେଉ ଅବା ବାଡିରେ ପକ୍ଷୀ ବସା ହୋଇଥିବା ନିଶ୍ଚିତ ଦେଖିଥିବେ। ସହରରେ ବାଲକୋନୀରେ ପାରା ବସା ହୋଇଥିବା ଦେଖିଥିବେ। କିନ୍ତୁ ଏହାକୁ ନେଇ ଅନେକ ସ୍ଥିତିରେ ଦ୍ବନ୍ଦ୍ବ ଦେଖିବାକୁ ମିଳିଛି। ଘରେ ଥିବା ପକ୍ଷୀ ବସା ପାରା, ଘରଚଟିଆ ଭଳି ଅନ୍ଯ ପକ୍ଷୀଙ୍କ ବସା ରହିବା କିମ୍ବା ରହିବା କଥାନୁହେଁ ତାହା ଅନେକ ଲୋକ ଜାଣିନଥାନ୍ତି। ଏହାକୁ ନେଇ ବାସ୍ତୁଶାସ୍ତ୍ର କ’ଣ କହୁଛି, ତାହା ହୁଏତ କେହି ଜାଣିନଥିବେ।

ଘରଚଟିଆ ବସା ଶୁଭ କି ଶୁଭ ନୁହେଁ:

ବାସ୍ତୁ ଶାସ୍ତ୍ର ଅନୁସାରେ, ଘରଚଟିଆ ବସା ଘର ପାଇଁ ବହୁତ ଶୁଭ। କେବେ ବି ଘରେ ହୋଇଥିବା ଘରଚଟିଆ ବସାକୁ ହଟାନ୍ତୁ ନାହିଁ। ଏହି ବସା ଘରେ ରହିବା ଦ୍ବାରା ସୁଖ, ଶାନ୍ତି ଏବଂ ସୌଭାଗ୍ଯ ଆସିଥାଏ। ଜ୍ଯୋତିଷ ଶାସ୍ତ୍ରରେ ଘରଚଟିଆ ବସା ଘରେ ରହିଥାଏ, ଏହାଦ୍ବାରା ୧୦ ପ୍ରକାରର ବାସ୍ତୁ ଦୋଷ ଦୂର ହୋଇଥାଏ।

ଘରର ପୂର୍ବ ଦିଗରେ ଘରଚଟିଆ ବସା ରହିଲେ ମାନ ସମ୍ମାନ ବଢିଥାଏ। ଯଦି ଘରର ଦକ୍ଷିଣ-ପୂର୍ବ ଦିଗରେ କିମ୍ବା ଅଗ୍ନି କୋଣରେ ଘରଚଟିଆ ବସା ରହିଥାଏ, ତେବେ ଘରେ ଶୁଭ କାର୍ଯ୍ଯ, ବିବାହ ଭଳି ମାଙ୍ଗଳିକ କାର୍ଯ୍ଯ ହେବାର ସମ୍ଭାବନା ରହିଥାଏ। ଦକ୍ଷିଣ ଦିଗରେ ଏହି ବସା ରହିଲେ ଧନପ୍ରାପ୍ତି ହେବା ଏବଂ ଦକ୍ଷିଣ ଦିଗରେ ବସା ରହିଲେ ପରିବାର ସଦସ୍ଯଙ୍କ ଆୟୁଷ ବଢିଥାଏ।

ପାରା ବସା ଶୁଭ କି ଶୁଭ ନୁହେଁ :

ପାରାକୁ ମା’ ଲକ୍ଷ୍ମୀଙ୍କର ଭକ୍ତ ବୋଲି କୁହାଯାଏ, ଯାହା ଘରକୁ ସୁଖ ଶାନ୍ତିର ସଂକେତ ଦେଇଥାଏ। ପ୍ରତିଦିନ ପାରାକୁ ଦାନା ଏବଂ ପାଣି ଦେବାକୁ ଚେଷ୍ଟା କରନ୍ତୁ। ଏହା ଦ୍ବାରା ଘରେ ସୁଖ, ଶାନ୍ତି ଏବଂ ସୌଭାଗ୍ଯ ରହିଥାଏ। ଘରେ ପାରା ବସା ରହିବା ସୁଖ ସମ୍‌ଦ୍ଧିର ପ୍ରତୀକ ହୋଇଥାଏ। କିଛି ଲୋକ ଘରକୁ ପାରା ଆସିବା ଶୁଭ ମାନୁଥିବା ବେଳେ ପାରା ବସାକୁ ଅଶୁଭ ବୋଲି ମାନନ୍ତି।

Swagatika

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

12 seconds ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

9 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

9 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

27 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

27 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

31 mins ago