ଲାଇଫ୍ ଷ୍ଟାଇଲ୍

ସନ୍ଧ୍ୟାରେ ପ୍ରସ୍ତୁତ କରନ୍ତୁ ଆଳୁ ବ୍ରେଡ ରୋଲ୍‌, ଚାର ଆସିଯିବ ମଜା

ଚାର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ କିଛି ସ୍ନାକ୍ସ। ସେଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ଚଟପଟା ସ୍ୱାଦର ରେସିପି ଆଳୁ ବ୍ରେଡ୍‌ ରୋଲ। ଏହି ରେସିପି ବନାଇବା ବହୁତ ସହଜ। ତେବେ ଜାଣନ୍ତୁ ଏହାକୁ କେମିତି ପ୍ରସ୍ତୁତ କରିବେ।

ଆବଶ୍ୟକ ସାମଗ୍ରୀ

ବ୍ରେଡ – ୧୧ଟି
ଆଳୁ – ୬ଟି (ସିଝା ହୋଇଥିବା)
ଧନିଆ ପତ୍ର – ୨ ବଡ ଚାମଚ
ଧନିଆ ପାଉଡର – ଏକ ଛୋଟ ଚାମଚ
ଆମଚୁର ପାଉଡର – ୧/୪ ଛୋଟ ଚାମଚ
ଲାଲ ଲଙ୍କା ପାଉଡର – ୧/୪ ଛୋଟ ଚାମଚ
ଗରମ ମସଲା – ୧/୪ ଛୋଟ ଚାମଚ
ଲୁଣ – ସ୍ୱାଦାନୁସାରେ
ତେଲ – ଛାଣିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

  • ପ୍ୟାନରେ ତେଲ ଗରମ କରି ଆଳୁ ଏବଂ ସମସ୍ତ ମସଲାକୁ ପକାଇ ଭାଜି ଦିଅନ୍ତୁ।
  • ମିଶ୍ରଣକୁ ହାଲକା ଥଣ୍ଡା କରି ଛୋଟ ଛୋଟ ବଲ୍‌ ବା ଗୋଲା କରିଦିଅନ୍ତୁ।
  • ଏବେ ବ୍ରେଡର ସାଇଡ୍‌ ଭାଗକୁ କାଟି ପାଣିରେ ବୁଡାଇ ତୁରନ୍ତ ବାହାର କରିଦିଅନ୍ତୁ।
  • ଏବେ ଏହାକୁ ହାତରେ ଦବାଇ ବ୍ରେଡରୁ ଏକ୍ସଟ୍ରା ପାଣି ବାହାର କରିଦିଅନ୍ତୁ।
  • ଏବେ ଏଥିରେ ଆଳୁର ମିଶ୍ରଣକୁ ରଖି ରୋଲ କରିଦିଅନ୍ତୁ।
  • ଏହିପରି ଭାବେ ସମସ୍ତ ବ୍ରେଡ ରୋଲ୍‌ କୁ ପ୍ରସ୍ତୁତ କରିଦିଅନ୍ତୁ।
  • ଅଲଗା ପ୍ୟାନରେ ତେଲ ଗରମ କରି ବ୍ରେଡ୍‌ ରୋଲକୁ ସୁନେଲୀ ରଙ୍ଗ ହେବା ଯାଏଁ ଫ୍ରାଏ କରନ୍ତୁ।
  • ଏହାକୁ ପ୍ଲେଟରେ ରଖି ଟମାଟୋ ସସ୍‌ ଏବଂ ଧନିଆ ଚଟଣୀରେ ସଜାଇ ସର୍ଭ କରନ୍ତୁ।
Pritiparna

Recent Posts

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

4 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

7 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

14 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

40 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

49 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago