ଲାଇଫ୍ ଷ୍ଟାଇଲ୍

ଡିନରକୁ କରିବ ବହୁତ ସ୍ପେଶାଲ, ଆଜି ବନାଇ ଖାଆନ୍ତୁ ଚିକେନ କୋରମା

ନନଭେଜ ପସନ୍ଦ କରୁଥିବା ଲୋକ ନିଜ ଖାଦ୍ୟରେ ଚିକେନକୁ ନିଶ୍ଚୟ ସାମିଲ କରନ୍ତି। ଚିକେନର ଅନେକ ପ୍ରକାର ରେସିପି ରହିଛି। ଯାହା ଅଲଗା ଅଲଗା ସ୍ୱାଦ ସହିତ ଅଲଗା ଡିସ୍‌ ବି ହୋଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ମୁଗଲାଇ ଷ୍ଟାଇଲ ଚିକେନ କୋରମା ରେସିପି ନେଇ ଆସିଛୁ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ଅଧା କେଜି ଚିକେନ
  • ୧ କପ୍‌ ତେଲ
  • ୩ ବଡ ଚାମଚ ତେଲ
  • ୮-୧୦ଟି ଅଳେଇଚ
  • ୬ଟି ଲବଙ୍ଗ
  • ୨ ଟେବୁଲ ଚାମଚ ରସୁଣ
  • ୧ ଚାମଚ ଧନିଆ ପାଉଡର
  • ଏକ ଚାମଚ ଲଙ୍କା
  • ସ୍ୱାଦାନୁସାରେ ଲୁଣ
  • ୧ ଚାମଚ ଅଦା ପେଷ୍ଟ
  • ଏକ କପ୍‌ ଦହି

ପ୍ରସ୍ତୁତି ପ୍ରଣାଳୀ

ଏକ ପ୍ୟାନରେ ତେଲ ଗରମ କରନ୍ତୁ। ଏବେ ଏଥିରେ ଅଳେଇଚ, ଲବଙ୍ଗ ପକାନ୍ତୁ ଏବଂ ଭଲଭାବେ ଫ୍ରାୟ କରନ୍ତୁ। ଏହାପରେ ଏଥିରେ ଚିକେନ ପକାନ୍ତୁ ଏବଂ ଏହାକୁ ୨ ରୁ ୩ ମିିନିଟ୍‌ ପାଇଁ ରାନ୍ଧନ୍ତୁ। ଏହାକୁ ଲଗାତର ଚଲାନ୍ତୁ। ଏହା ଯେତେବେଳେ ବ୍ରାଉନ୍‌ ହୋଇଯିବ ସେତେବେଳେ ଏଥିରେ ଲାଲ ଲଙ୍କା ପାଉଡର ପକାନ୍ତୁ। ଏହାପରେ ସ୍ୱାଦାନୁସାରେ ଲୁଣ ପକାନ୍ତୁ। ଏବେ ଏଥିରେ ଅଦା ପେଷ୍ଟ, ଦହି ଏବଂ ଫ୍ରାଏଡ୍‌ ପିଆଜର ମିଶ୍ରଣ ପକାନ୍ତୁ। ଏହାକୁ ଏକ ମିନିଟ୍‌ ପର୍ଯ୍ୟନ୍ତ ଫ୍ରାଏ କରିବାକୁ ଛାଡନ୍ତୁ। ଏହାପରେ ଗରମ ମସଲା ଏବଂ କେସର ପକାନ୍ତୁ। ଯଦି ଆପଣଙ୍କୁ ତରକାରୀର ଗ୍ରେଭୀ ଗାଢ଼ା ଲାଗେ ତାହେଲେ ଏହାକୁ ଢ଼ାଙ୍କିବା ପୂର୍ବରୁ ଅଳ୍ପ ପାଣି ଦିଅନ୍ତୁ। ଏପରି କରିବା ଦ୍ୱାରା ମସଲା ଚିକେନ ସହିତ ଭଲ ଭାବେ ମିକ୍ସ ହୋଇଯିବ। ଏହାକୁ ଧୀମା ଆଞ୍ଚରେ ୧୦ ରୁ ୧୫ ମିନିଟ ପାଇଁ ହାଲକା ଚଲାନ୍ତୁ। ମଝିରେ ମଝିରେ ଏହାକୁ ଚଲାଉଥାନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଆପଣଙ୍କ ଚିକେନ କୋରମା। ଏବେ ଏହା ଉପରେ ଧନିଆ ପାଉଡର ପକାଇ ଏହାକୁ ଗରମା ଗରମ ସର୍ଭ କରନ୍ତୁ।

 

Pritiparna

Recent Posts

କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ବ୍ରହ୍ମପୁର : ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ ।   ଅଳ୍ପକେ ବର୍ତ୍ତିଲେ ୪୦…

22 mins ago

କିସରେ ହେବ ସର୍ବବୃହତ ସାଇକେଲ ଭିଲୋ ଡ୍ରମ୍, ଖୁବ୍ ଶୀଘ୍ର ହେବ ଏହାର ଉଦଘାଟନ

ଭୁବନେଶ୍ୱର : କିଟ୍ ଓ କିସ୍ ହେଉଛି କ୍ରୀଡାର ହବ୍ । କିସରେ ଯୋଡି ହେବାକୁ ଯାଉଛି ସର୍ବବୃହତ ସାଇକେଲ…

1 hour ago

ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ : ତାରାପ୍ରସାଦ ବାହିନୀପତି

କେନ୍ୟୁଜ(ବ୍ୟୁରୋ) : ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି…

1 hour ago

ମନ୍ଦିର ପରିସରରୁ ମୟୁର, ଶାରୀ, ଶୁଆ ଉଦ୍ଧାର କଲେ ବନବିଭାଗ

ଭୁବନେଶ୍ୱର(କେନ୍ୟୁଜ୍‌): ଆଜିକାଲି ଘରେ ପକ୍ଷୀମାନଙ୍କୁ ପଞ୍ଜୁରୀରେ ରଖିବା ଏକ ପ୍ରକାର ଟ୍ରେଣ୍ଡ ପାଲଟିଗଲାଣି । ନିଜ ସଉକ ପାଇଁ କଥା…

2 hours ago

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍‌ର ତାଣ୍ଡବ, ମକ୍କାରେ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍ ମୃତ୍ୟୁର ତଣ୍ଡବ ରଚିଛି । ରିପୋର୍ଟରୁ ଜଣାପଡ଼ିଛି, ଚଳିତ ବର୍ଷ ମକ୍କାରେ ହିଟ୍‌ ୱେଭ୍‌…

2 hours ago

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

3 hours ago