ଲାଇଫ୍ ଷ୍ଟାଇଲ୍

ବହୁତ ଜଲଦି ଧନ ପ୍ରାପ୍ତି ହେବାର ସଂକେତ ଦେଇଥାଏ ଏଭଳି ସ୍ବପ୍ନ, ଜାଣନ୍ତୁ କ’ଣ

ସ୍ବପ୍ନଶାସ୍ତ୍ର ଅନୁଯାୟୀ ସ୍ବପ୍ନ ଆମକୁ ଭବିଷ୍ଯତରେ ଘଟିବାକୁ ଥିବା ଶୁଭ-ଅଶୁଭ ଘଟଣାର ପୂର୍ବ ସଂକେତ ଦେଇଥାଏ। ସେହିଭଳି କିଛି ସ୍ବପ୍ନ ଶୁଭ ଏବଂ କିଛି ଅଶୁଭ ହୋଇଥାଏ। ସ୍ବପ୍ନରେ ପଇସା ଦେଖିବା ଶୁଭ ସଂକେତ ଦେଇଥାଏ। ଯାହା ଆଗାମୀ ସମୟରେ ଆର୍ଥିକ ସ୍ଥିତି ଭଲ ରଖିବା ସହ ଲକ୍ଷ୍ମୀଙ୍କ କୃପା ଲାଗି ରହିଥାଏ। ତେବେ ଆସନ୍ତୁ ଜାଣିବା ସ୍ବପ୍ନରେ କଣ ଦେଖିବା ଶୁଭ ହୋଇଥାଏ।

ଯଦି ସ୍ବପ୍ନରେ ଆପଣଙ୍କୁ କୌଣସି ଛୋଟ ପିଲା ମସ୍ତି କରୁଥିବାର ଦେଖାଯାଏ ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ଉପରେ ବହୁତ ଜଲଦି ଧନ ବର୍ଷା ହେବାର ସମ୍ଭାବନା ରହିଛି। ଅଥବା କୌଣସି ପୁରୁଣା ନିବେଶରୁ ଲାଭ ପାଇପାରନ୍ତି। ସ୍ବପ୍ନରେ ନୋଟ୍ ଦେଖିବା ମଧ୍ଯ ଖୁବ୍ ଶୁଭ ହୋଇଥାଏ।

ଜ୍ଯୋତିଷଶାସ୍ତ୍ର ଅନୁଯାୟୀ ସ୍ବପ୍ନ ଧନ ଲାଭର ସଂକେତ। ସ୍ବପ୍ନରେ ପାଣି ଦେଖିବା ମଧ୍ଯ ଧନ ସମ୍ବନ୍ଧିୟ ମାମଲାରେ ସଫଳତା ମିଳିବାର ସୂଚନା ଦେଇଥାଏ। ଏଥିସହ ସ୍ବପ୍ନରେ ବର୍ଷା ହେବା, ନଦୀ କିମ୍ବା ସମୁଦ୍ର ଦେଖାଯିବା ଧନ ପ୍ରାପ୍ତି ହେବାର ସଂକେତ ଦେଇଥାଏ।

ଏହାବ୍ଯତୀତ ସ୍ବପ୍ନରେ ଧଳା ଡ୍ରେସ୍ ଦେଖିବା, ଧଳା ଫୁଲ, ବରଫ ଢାଙ୍କି ହୋଇଥିବା ପର୍ବତ, ଧଳା ମନ୍ଦିର, ଧଳା ଶଙ୍ଖ ଏବଂ ସୂର୍ଯ୍ଯ-ଚନ୍ଦ୍ର ଦେଖିବା ମଧ୍ଯ ସମୃଦ୍ଧିର ସଂକେତ। ସ୍ବପ୍ନରେ ଫୁଲ, ଫଳ କିମ୍ବା ଫଳ ଥିବା ଗଛ ଦେଖିଲେ ମଧ୍ଯ ଧନ ଲାଭ ହେବାର ସମ୍ଭାବନା ରହିଥାଏ।

ସ୍ବପ୍ନରେ ହାତୀ, ଗାଈ, ଘୋଡା, ବିଛା, ବଡମାଛ, କଇଁଚ ଏବଂ କସ୍ତୁରୀ ହରିଣ ଦେଖିବା ମଧ୍ଯ ଶୁଭ ହୋଇଥାଏ। ସେହିଭଳି ସ୍ବପ୍ନରେ ଚାଉଳ, ମୁଗ, ଯଅ, ସୋରିଷ ଆଦି ଦେଖାଯିବା ମଧ୍ଯ ଧନ ପ୍ରାପ୍ତିର ସଂକେତ ଦେଇଥାଏ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

1 hour ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

7 hours ago