ଲାଇଫ୍ ଷ୍ଟାଇଲ୍

‘O’ ବ୍ଲଡ ଗ୍ରୁପ ବ୍ୟକ୍ତିମାନଙ୍କ ପାଖେ ଦେଖାଯାଏ ନାହିଁ କରୋନା ଲକ୍ଷଣ, ରିସର୍ଚ୍ଚରୁ ପ୍ରକାଶ

କୋଭିଡ ମହାମାରୀରେ ପ୍ରତିଦିନ କିଛି ନା କିଛି ରିସର୍ଚ୍ଚ ସାମ୍ନାକୁ ଆସୁଛି । ଏହି ସମୟରେ କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ପକ୍ଷରୁ ଏକ ରିସର୍ଚ୍ଚ କରାଯାଇଛି । ଏହି ରିସର୍ଚ୍ଚରେ ଆପଣଙ୍କ ବ୍ଲଡ ଗ୍ରୁପ ଆପଣଙ୍କୁ କରୋନାରୁ ସୁରକ୍ଷା ଦେବ । ଏହି ସର୍ଭେ ଅନୁଯାୟୀ ‘AB’ ଏବଂ ‘B’ ବ୍ଲଡ ଗ୍ରୁପ ଅନ୍ୟ ବ୍ଲଡ ଗ୍ରୁପ ତୁଳନାରେ ଅଧିକ ସଂକ୍ରମଣ ହେବାର ସମ୍ଭାବନା ରହିଛି । ‘O’ ବ୍ଲଡ ଗ୍ରୁପର ବ୍ୟକ୍ତି ବିଶେଷ ମାନେ କମ ସଂକ୍ରମଣ ହେବାର ଆଶଙ୍କା ରହିଛି ।

ରିସର୍ଚ୍ଚ ଅନୁଯାୟୀ O ବ୍ଲଡ ଗ୍ରୁପର ବ୍ୟକ୍ତିମାନେ କରୋନାରେ କମ ପ୍ରଭାବିତ ହୋଇଥାନ୍ତି । ଏହାସହ ଯେଉଁମାନେ ସଂକ୍ରମିତ ହେଉଛନ୍ତି ସେମାନଙ୍କ ମଧ୍ୟରେ ଲକ୍ଷଣ ଦେଖାଯାଉନାହିଁ । ଅର୍ଥାତ ସେମାନଙ୍କ ନମୁନାରେ କୌଣସି ଲକ୍ଷଣ ଦେଖାଯାଇ ନଥିଲା । ଏହି ସର୍ଭେ ଅନୁଯାୟୀ, ଯେଉଁମାନଙ୍କ ବ୍ଲଡ ଗ୍ରୁପ AB ଓ B ରହିଛି ସେମାନେ ଅଧିକ ମାତ୍ରାରେ କରୋନାରେ ସଂକ୍ରମିତ ହୋଇଛନ୍ତି ।

pc: www. Jagran.com

କେବଳ ବ୍ଲଡ ଗ୍ରୁପ ନୁହେଁ ବରଂ ଆମିଷ ଭୋଜନ କରୁଥିବା ବ୍ୟକ୍ତି ମାନେ ଶାକାହାରୀ ଭୋଜନ ଗ୍ରହଣ କାରୀଙ୍କ ତୁଳନାରେ ଅଧିକ ସଂକ୍ରମିତ ହେଉଛନ୍ତି । ଏହାର ଶାକାହାରୀ ଖାଦ୍ୟରେ ଥିବା ହାଇ ଫାଇବରର ପରିମାଣ ଅଧିକ ରହିଛି ଯାହା ଇମ୍ୟୁନିଟୀ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ ।

KNews Bureau

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

13 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

15 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

51 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago