ଲାଇଫ୍ ଷ୍ଟାଇଲ୍

ବିବାହିତା ନାରୀ ଭୁଲରେ ବି ଏହି ଦିଗକୁ ମୁଁହ କରି ସିନ୍ଦୂର ଲଗାଇବା ଉଚିତ ନୁହେଁ, ନଚେତ ଆସି ପାରେ ମହାବିପଦ

‘ନବ ରସ’ ମଧ୍ୟରୁ ଶୃଙ୍ଗାର ଅନ୍ୟତମ। ଶୃଙ୍ଗାର କରିବାକୁ କେଉଁ ନାରୀକୁ ବା ଭଲ ନ ଲାଗେ। ଏହା ଜଣେ ନାରୀର କେବଳ ସୌନ୍ଦର୍ଯ୍ୟକୁ ବଖାଣେ ନାହିଁ, ବରଂ ଜଣେ ନାରୀ ବିବାହିତା ବୋଲି ପ୍ରମାଣ ଦେଇଥାଏ। ତେବେ ଏହି ଶୃଙ୍ଗାରରେ ସିନ୍ଦୂରର ବହୁତ ମହତ୍ତ୍ୱ ରହିଥାଏ। ବିଶ୍ୱାସ ରହିଛି ଯେ ଯେଉଁ ନାରୀ ନିଜ ମଥାରେ ସିନ୍ଦୂର ଭରିଥାଏ, ତା’ ସ୍ୱାମୀର ଲମ୍ବା ଆୟୁଷ ହୋଇଥାଏ।

କିନ୍ତୁ ଆପଣ ଜାଣିଛନ୍ତି କି, ଶୃଙ୍ଗାର କରିବା ସମୟରେ ବି କିଛି କଥାକୁ ଧ୍ୟାନ ରଖିବା ଉଚିତ। ନଚେତ ଏହା ସ୍ୱାମୀଙ୍କ ପାଇଁ ବହୁତ ଅଶୁଭ ହୋଇଥାଏ। ପ୍ରଥମତଃ ଶୃଙ୍ଗାର କରିବା ସମୟରେ ସ୍ତ୍ରୀକୁ କେବେ ବି ଦକ୍ଷିଣ ଦିଗକୁ ମୁଁହ କରି ସିନ୍ଦୂର ଲଗାଇବା ଉଚିତ ନୁହେଁ। ଏମିତି କରିବାରେ ସ୍ୱାମୀଙ୍କ ଆୟୁଷ କମିଯାଇଥାଏ।

ଦ୍ୱିତୀୟରେ ସିନ୍ଦୂର ଲଗାଇବା ବେଳେ ଭଙ୍ଗାରୁଜା ଜିନିଷ ବ୍ୟବହାର କରିବା ଉଚିତ ନୁହେଁ। ଏହା ମଧ୍ୟ ସ୍ୱାମୀଙ୍କ ପାଇଁ ଅଶୁଭ ହୋଇଥାଏ ଏବଂ ଆର୍ଥିକ ସମସ୍ୟା ଆସିପାରେ। ତେଣୁ ଯେତେବେଳେ ବି ଆପଣ ସିନ୍ଦୂର ଲଗାଉଛନ୍ତି, ଏହି ଦୁଇଟି କଥା ଉପରେ ନିଶ୍ଚୟ ଧ୍ୟାନ ଦେବେ।

Roshni

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

1 hour ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

3 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

3 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

5 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

6 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

7 hours ago