ଦିନର ଆରମ୍ଭରେ ଜଳଖିଆ ଖାଇବା ସବୁଠାରୁ ମହତ୍ତ୍ବପୂର୍ଣ୍ଣ ହୋଇଥାଏ। ଖାଦ୍ୟ ଆମ ଶରୀରକୁ ଗ୍ଳୁକୋଜ୍ ଭଳି ଅନେକ ପୋଷକ ତତ୍ତ୍ବ ଦେଇଥାଏ। ଗ୍ଳୁକୋଜ୍ ଏବଂ ପୋଷକ ତତ୍ତ୍ବ ଶରୀରରେ ସର୍ବଦା ଶକ୍ତି ଜାଗ୍ରତ କରିଥାଏ। ଏହି କାରଣରୁ ପ୍ରୋଟିନ ସହିତ ପୋଷକ ତତ୍ତ୍ବଯୁକ୍ତ ଖାଦ୍ୟ ପଦାର୍ଥ ଖାଇବା ମହତ୍ତ୍ବପୂର୍ଣ୍ଣ ହୋଇଥାଏ। କିନ୍ତୁ କିଛି ଲୋକ ଜଳଖିଆରେ କଣ ଖାଇବା ନେଇ ଦ୍ବନ୍ଦରେ ପଡିଥାନ୍ତି। ତେବେ ଏପରି କିଛି ପ୍ରୋଟିନ ଯୁକ୍ତ ଖାଦ୍ୟ ଯାହା ଆପଣ ଜଳଖିଆରେ ସାମିଲ କରିବା ଉଚିତ। ଏହି ଖାଦ୍ୟ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ବ ପ୍ରଦାନ କରିଥାଏ। ପୋଷକ ତତ୍ତ୍ବ ଏବଂ ପ୍ରୋଟିନ ପ୍ରଦାନ କରିବା ସହ ଏହା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ।
ରାସ୍ପବେରୀ :
ସୁସ୍ଥ ବା ଫିଟ ରହିବା ପାଇଁ ଦଲିଆ ବହୁତ ଉପକାରୀ ହୋଇଥାଏ। ଦଲିଆ ସେବନ କଲେ ଶରୀରରେ ପ୍ରଚୁର ମାତ୍ରରେ ପୋଷକ ତତ୍ତ୍ବ ମିଳଥାଏ। ଦଲିଆ ଓଜନ କମାଇଥାଏ ଏହା ସହିତ ଏଥିରେ ଫାଇବର ଏବଂ ଲୋଗ୍ଲାଇସୋମିକ ଇଂଣ୍ଡେକ୍ସ ରହିଥାଏ।
ଓଟସ୍ ଇଡ଼ିଲି :
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…
ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାକୟଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି…
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…
ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…