ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ମଙ୍ଗଳବାର ଦିନ କରନ୍ତୁ ଏହି ୭ ଉପାୟ, ମିଳିବ ଭୂତ-ପ୍ରେତ ଡରରୁ ମୁକ୍ତି

ମଙ୍ଗଳବାର ଦିନ ହନୁମାନଙ୍କ ବିଶେଷ କୃପା ଦ୍ରୁଷ୍ଟି ରହିଥାଏ। ଏହି ଦିନରେ କିଛି ଏମିତି ବିଶେଷ ଉପାୟ ରହିଛି ଯାହାକୁ ଆପଣେଇ ଆପଣ ବିଫଳ କାମକୁ ସଫଳ କରିପାରିବେ। ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ ବିଷୟରେ ଜଣାଇବାକୁ ଯାଉଛୁ ତାହାଦ୍ୱାରା ହନୁମାନଜୀଙ୍କ ଅପାର କରୁଣା ପାଇବେ ଏବଂ ସୁଖ, ଦନ-ସମୃଦ୍ଧି ଲାଭ କରିବେ।

ଜାଣନ୍ତୁ ହନୁମାନଙ୍କୁ ପ୍ରସନ୍ନ କରିବାର ଉପାୟ

-ମଙ୍ଗଳବାର ଦିନ ହନୁମାନଙ୍କ ମନ୍ଦିର ଯାଆନ୍ତୁ ଏବଂ ହନୁମାନ ଚାଳିସା ପାଠ କରନ୍ତୁ।

-ଗୋଲାପ ଫୁଲର ମାଳ ଏବଂ ବସ୍ତ୍ର ଚଢ଼ାନ୍ତୁ ଏମିତି କଲେ ହନୁମାନ ବହୁତ ଖୁସି ହେବେ।

-ସମସ୍ୟାର ନିବାରଣ ପାଇଁ ରାମ ରକ୍ଷା ସ୍ତ୍ରୋତ୍ର ଜପ କରନ୍ତୁ।

-ଯେଉଁ ମନ୍ଦିରରେ ରାମ ଏବଂ ହନୁମାନଙ୍କ ମୂର୍ତ୍ତି ଥିବ ସେଠାରେ ଘିଅ ଏବଂ ତେଲର ଦୀପ ଜାଳନ୍ତୁ।

-ଯେଉଁମାନଙ୍କୁ ଖରାପ ସ୍ୱପ୍ନ ଆସୁଛି ସେମାନେ ହନୁମାନଙ୍କ ପାଦରେ ଫିଟକାରୀ ରଖନ୍ତୁ।

ଏହାସହ ପଢନ୍ତୁ : କାହିଁକି ଶନିବାର ଏବଂ ମଙ୍ଗଳବାର ଦିନ କେଶ କାଟିବାକୁ କରାଯାଏ ବାରଣ, ଏହା ପଛରେ ରହିଛି ବହୁତ ବଡ କାରଣ

-ସବୁ ମଙ୍ଗଳବାର ଦିନ ହନୁମାନଙ୍କୁ ମିଠା ପାନ ଚଢ଼ାନ୍ତୁ।

-ଯଦି ଆପଣଙ୍କର ଆର୍ଥିକ ସମସ୍ୟା ଥାଏ ତେବେ ଅଷସ୍ତ ଗଛର ୧୧ଟି ପତ୍ରରେ ଶ୍ରୀରାମଙ୍କ ନାମ ଲେଖନ୍ତୁ। ଏମିତି ପ୍ରତ୍ୟେକ ମଙ୍ଗଳବାର ଦିନ ଏବଂ ଶନିବାର ଦିନ ଅବଶ୍ୟ କରନ୍ତୁ।

Pritiparna

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

11 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

11 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

15 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

38 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

46 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

52 mins ago