ଲାଇଫ୍ ଷ୍ଟାଇଲ୍

ଦୀପାବଳି ପୂର୍ବରୁ ଆପଣ ଦେଖୁଛନ୍ତି କି ଏମିତି ସ୍ୱପ୍ନ? ତେବେ ବର୍ଷସାରା ହେବ ଧନ ଲାଭ

ଆଲୋକର ପର୍ବ ଦୀପାବଳି ପାଇଁ ଆଉ ବାକି ଅଛି କିଛି ଦିନ। ଏହି ପର୍ବ କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ପାଳନ କରାଯାଇଥାଏ। ଏହି ଦିନ ମାଁ ଲକ୍ଷ୍ମୀ ନିଜ ଭକ୍ତଙ୍କ ଘରକୁ ଆସିଥାନ୍ତି ଏବଂ ଘରକୁ ଧନ-ଧ୍ୟାନ୍ୟରେ ଭରି ଦେଇଥାନ୍ତି। କୁହାଯାଇଥାଏ ଭଗବାନଙ୍କ କୃପା ରହିବା ଦ୍ୱାରା ଆପଣଙ୍କୁ ଅନେକ ପ୍ରକାର ଶୁଭ ସଂକେତ ମିଳିଥାଏ, ଯାହା ଶୁଭ ସଂକେତ ହୋଇଥାଏ। ଏସବୁ ମଧ୍ୟରେ ଦୀପାବଳିରେ ଦେଖାଯିବା ଭଳି କିଛି ସ୍ୱପ୍ନ ରହିଛି, ଯାହା ଅତ୍ୟନ୍ତ ଶୁଭ ହୋଇଥାଏ।

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ଯଦି ଦୀପାବଳିରେ ରାତିରେ ଶୋଇବା ସମୟରେ ସ୍ୱସ୍ତିକ ଚିହ୍ନ ଦେଖାଯାଇଥାଏ ତେବେ ଏହି ସ୍ୱପ୍ନ ଅତ୍ୟନ୍ତ ଶୁଭ ହୋଇଥାଏ। ସ୍ୱପ୍ନରେ ସ୍ୱସ୍ତିକ ଚିହ୍ନ ଦେଖିବା ଦ୍ୱାରା ଘରେ ଶୁଭତା ଆସିଥାଏ, ଯାହାଦ୍ୱାରା ଆପଣଙ୍କ ପରିବାରରେ ଖୁସି ଏବଂ ସମୃଦ୍ଧି ଆଣିବାର ସଂକେତ ମିଳିଥାଏ।

ସେହିଭଳି ଯଦି ଏହି ଦିନ ଆପଣ ସ୍ୱପ୍ନରେ ଗହମ ଏବଂ ଧାନର ଫସଲ ଦେଖିଥାନ୍ତି ତେବେ ଏହାର ଅର୍ଥ ହେଉଛି ଆପଣଙ୍କର କେବେ ବି ଧନର ଅଭାବ ରହିବ ନାହିଁ। ଏହି ସ୍ୱପ୍ନର ଅର୍ଥ ହେଉଛି ଆଗାମୀ ସମୟରେ ଆପଣଙ୍କୁ ବହୁତ ଜଲଦି ଧନ ପ୍ରାପ୍ତି ହେବ। ଏହାବ୍ୟତୀତ ଅଟକି ରହିଥିବା ଟଙ୍କା ମଧ୍ୟ ମିଳିଯାଇଥାଏ।

ଯଦି ଆପଣ ସ୍ୱପ୍ନରେ ପଦ୍ମଫୁଲ ହାତରେ ଦେଖିଥାନ୍ତି ତେବେ ଏହାର ଅର୍ଥ ହେଉଛି ଆପଣଙ୍କୁ ଟଙ୍କାର ଲାଭ ମିଳିପାରେ। ପଦ୍ମ ଫୁଲ ଦେଖିବାର ଅର୍ଥ ହେଉଛି ମାଁ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିଥାଏ। ଏହି ସ୍ୱପ୍ନ ବ୍ୟବସାୟୀ ଏବଂ ଚାକିରିଆଙ୍କ ପାଇଁ ବହୁତ ଭଲ ହୋଇଥାଏ।

ଏହାବ୍ୟତୀତ ସ୍ୱପ୍ନରେ ଗୋଲାପ ଫୁଲ ଦେଖିବା ମଧ୍ୟ ଶୁଭ ହୋଇଥାଏ। ଏହି ସ୍ୱପ୍ନର ଅର୍ଥ ହେଉଛି ବହୁତ ଜଲଦି ଆପଣଙ୍କ ଇଛା ପୂରଣ ହୋଇପାରେ। ସେହିଭଳି ଯଦି ଆପଣ ସ୍ୱପ୍ନରେ ଗାଈ କ୍ଷୀର ଦୁହୁଁଥିବାର ଦେଖିଥାନ୍ତି ତେବେ ଏହି ସ୍ୱପ୍ନ ମଧ୍ୟ ବହୁତ ଭଲ ହୋଇଥାଏ। ଏଥିସହ ଘରେ ଧନର ବର୍ଷା ହେବ ବୋଲି ବୁଝିନିଅନ୍ତୁ। ସ୍ୱପ୍ନରେ ଗାଈ ଦେଖିବାର ଅର୍ଥ ହେଉଛି ଆପଣଙ୍କ ସୁଖ-ସମୃଦ୍ଧି ଏବଂ ଧନରେ ବୃଦ୍ଧି ହୋବର ସଂକେତ ଦେଇଥାଏ।

KNews Bureau

Recent Posts

ନିର୍ବାଚନୀ ପରବର୍ତ୍ତୀ ହିଂସା: ଇଭିଏମ ହେରଫେର ସନ୍ଦେହରେ ଗଣ୍ଡଗୋଳ ଅଭିଯୋଗ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳାରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ସ୍ୱାଧୀନ ପ୍ରାର୍ଥୀ ସମର୍ଥକଙ୍କ ଲଙ୍କାକାଣ୍ଡ ଅଭିଯୋଗ । …

4 mins ago

Realme ଲଞ୍ଚ କଲା ବଢ଼ିଆ ଫୋନ, ଦାମ ସହ ଫିଚର୍ସ ରହିଛି ଦମଦାର

Realme ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । Realmeର ଏହି ବଜେଟ୍ ସ୍ମାର୍ଟଫୋନ୍ ସି ସିରିଜରେ ଲଞ୍ଚ…

30 mins ago

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

1 hour ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

1 hour ago

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

2 hours ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

2 hours ago