ଲକଡାଉନ କାରଣରୁ ଲୋକମାନେ ବହୁତ ମାତ୍ରାରେ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି। ଏହି ସମୟରେ ଅନେକ ଲୋକ ଆର୍ଥିକ ସମସ୍ୟାକୁ ସାମ୍ନା କରୁଛନ୍ତି। ଆଉଏଥିପାଇଁ ଅନେକ ଲୋକ ଚିନ୍ତାରେ ବି ଅଛନ୍ତି। ଯଦି ଆପଣ ମଧ୍ୟ ଏହି କରୋନା ଲକଡାଉନରେ ଆର୍ଥିକ ସମସ୍ୟା ଦେଇ ଗତି କରୁଥାନ୍ତି ତେବେ ଆପଣଙ୍କ ପାଇଁ ଆଜି ଆମେ ଆଣିଛୁ କିଛି ବାସ୍ତୁ ଟିପ୍ସ। ତାହେଲେ ଆସନ୍ତୁ ଜାଣିବା କଣ ଏହି ଉପାୟ।
ଘରେ ଯଦି ଟଙ୍କା ପଇସାର ଅଭାବ ଥାଏ ତେବେ ଆପଣ ରୂପା, ମାଟି କିମ୍ବା କାଚର ଏକ ପାତ୍ର ନିଅନ୍ତୁ। ସେହି ପାତ୍ରରେ ଏକ ମୁଦ୍ରା ରଖନ୍ତୁ। ଏହାପରେ ଏହି ପାତ୍ର ଉପରେ ପାଣି ଭରିଦିଅନ୍ତୁ। ପାଣି ଭରିବା ପରେ ଘରର ଉତ୍ତର ଦିଗରେ ଏହାକୁ ରଖିଦିଅନ୍ତୁ। ପାତ୍ରରେ ଥିବା ପାଣିକୁ ପ୍ରତିଦିନ ଯେମିତି ପରିବର୍ତ୍ତନ କରିବେ। ଏମିତି ପ୍ରତିଦିନ କରିବା ଦ୍ୱାରା ଧୀରେ ଧୀରେ ଆପଣଙ୍କୁ ଅର୍ଥ ଅଭାବ ସମସ୍ୟା ଦୂର ହେବ।
ପ୍ରତ୍ୟେକ ଦିନ ଖାଦ୍ୟ ବନାଇବା ସମୟରେ ପ୍ରଥମ ରୁଟିକୁ ଗାଈ କିମ୍ବା ରାତିର ଶେଷ ରୁଟି କୁକୁରରକୁ ଖାଇବାକୁ ଦେବା ଦ୍ୱାରା ଟଙ୍କା ଅଭାବ ରହେନାହିଁ।
ଘରେ ଧନ ସମୃଦ୍ଧି ପାଇଁ ପ୍ରତି ଗୁରୁବାର ଛିଟା ମାରିବା ଉଚିତ। ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀ ଖୁସି ହୁଅନ୍ତି ଏବଂ ତାଙ୍କର ଆର୍ଶିବାଦ ସବୁବେେ, ରହିଥାଏ।
ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…
ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ, ଆଠମଲ୍ଲିକ କିଆକଟା…
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…