ଲାଇଫ୍ ଷ୍ଟାଇଲ୍

ପାର୍ଲର ଭଳି ଚମକ ଆଣିବା ପାଇଁ ଘରେ ବନାନ୍ତୁ ପ୍ରାକୃତିକ ସ୍କ୍ରବ, ତ୍ୱଚା ଦିଶିବ ଏକଦମ୍‌ ଗୋରା

ଗରମ ଦିନରେ ଝାଳ କାରଣରୁ ଚେହେରାରୁ ସୁନ୍ଦରତା ଏବଂ ଗ୍ଲୋ ଫିକା ପଡିଯାଏ। କେବଳ ଏତିକି ନୁହେଁ ମେକଅପ୍‌ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ରହିନଥାଏ। ଏମିତିରେ ଆପଣଙ୍କୁ ଦରକାର ନିଜ ତ୍ୱଚାରେ ଗ୍ଲୋ ଆଣିବା। ଏଥିପାଇଁ ଆଜି ଆମେ ଆପଣଙ୍କୁ ପାର୍ଲର ଭଳି ଚମକ ଦେବାର ଉପାୟ ଜଣାଇବୁ। ଏହାକୁ ବ୍ୟବହାର କରିବା ଦ୍ୱାରା ନା କେବଳ ଚେହେରାରୁ ଡଷ୍ଟ ସଫା ହୋଇଥାଏ ବରଂ ତ୍ୱଚାରେ ପୂର୍ବ ଭଳି ଗ୍ଲୋ ଆସିଥାଏ। ତେବେ ଆସନ୍ତୁ ଜାଣିବା ଏହି ସ୍କ୍ରବ ବିଷୟରେ।

କମଳା ଚୋପାର ସ୍କ୍ରବ

ଆମେ ସାଧାରଣତଃ କମଳା ଖାଇ ଚୋପା ଫୋପାଡିଦିଅନ୍ତି। କିନ୍ତୁ ଚୋପାକୁ ନ ଫୋପାଡି ସୁଖାଇ ପାଉଡର ପ୍ରସ୍ତୁତ କରନ୍ତୁ। କାହିଁକିନା ଏହି ପାଉଡର ବହୁତ ଭଲ ସ୍କ୍ରବିଂର କାମ କରିଥାଏ। ଏହି ପାଉଡରରେ ମୁଲତାନି ମାଟି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହି ପେଷ୍ଟକୁ ସ୍କ୍ରବ ଭଳି ଲଗାଇ ହାଲକା ହାତରେ ମସାଜ୍‌ କରନ୍ତୁ। ଘରେ ପ୍ରସ୍ତୁତ ହୋଇଥିବା ଏହି ସ୍କ୍ରବ ଚେହେରାରେ ଚମକ ଆଣିବ।

ବେକିଙ୍ଗ୍‌ ସୋଡା ସ୍କ୍ରବ

ଚେହେରା ଇନଷ୍ଟାଣ୍ଟ ଚମକ ଆଣିବା ପାଇଁ ଦୁଇ ବଡ ଚାମଚ ବେକିଙ୍ଗ୍‌ ସୋଡା, ଏକ ଛୋଟ ଚାମଚ ଡାଲଚିନି ପାଉଡର, ଲେମ୍ବୁରସ ଅଧା ଚାମଚ ଏବଂ ମହୁ ମିଶାନ୍ତୁ। ପ୍ରସ୍ତୁତ ହୋଇଥିବା ପେଷ୍ଟକୁ ତ୍ୱଚାରେ ଲଗାଇ ପାଞ୍ଚ ମିନିଟ୍‌ ରଖନ୍ତୁ। ଧ୍ୟାନ ରଖନ୍ତୁ ଏହି ପେଷ୍ଟର ବ୍ୟବହାର ସପ୍ତାହରେ ଦୁଇ ଥରରୁ ଅଧିକ ଥର କରିବା ଅନୁଚିତ।

Pritiparna

Recent Posts

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

3 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

20 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

53 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

55 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago