ଲାଇଫ୍ ଷ୍ଟାଇଲ୍

ଆପଣଙ୍କ ଦାନ୍ତକୁ ସୁସ୍ଥ ରଖିବ ଏହି ଛୋଟ ଛୋଟ ଘରୋଇ ଟିପ୍ସ, ଜାଣନ୍ତୁ କ’ଣ କରିବେ

ଆପଣ ନିଜ ଡେଣ୍ଟାଲ ହେଲଥକୁ ନେଇ ଯଦି ଚିନ୍ତିତ, ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ବିଷୟରେ କହିବୁ, ଯାହା ଆପଣଙ୍କ ଡେଣ୍ଟାଲ ହେଲଥକୁ ମେଣ୍ଟେନ କରିବ। ଏହି ଟିପ୍ସ ଡେଣ୍ଟାଲ ହେଲଥ ସହିତ ମାଢିକୁ ବି ସୁସ୍ଥ ରଖିବାରେ ସାହାଯ୍ୟ କରିବ।

୧. ଗୋଲାପ ପାଖୁଡ଼ାର ଜୁସ୍ ବାହାର କରି ଦାନ୍ତ ମାଢିରେ ଲଗାନ୍ତୁ। ଏହାଦ୍ୱାରା ମାଢି ସୁସ୍ଥ ରହିବା ସହ ଏଥିରେ ସଂକ୍ରମଣ ହେବନି।

୨. ଯଦି ଆପଣ ନିଜ ଡେଣ୍ଟାଲ ହେଲଥକୁ ମେଣ୍ଟେନ କରିବାକୁ ଚାହାଁନ୍ତି ଏବଂ ମୁଖ ସୁଗନ୍ଧ କରିବାକୁ ଚାହାଁନ୍ତି, ତେବେ ଲବଙ୍ଗ, ପୁଦିନା ଏବଂ ଗୁଜୁରାତି ଚୋବାଇ ଖାଆନ୍ତୁ। ଏହାଦ୍ୱାରା ମୁଖ ଦୁର୍ଗନ୍ଧ ସମସ୍ୟା ଦୂର ହୋଇଯିବ।

୩. ସେଓ, ଗାଜର, ମୂଳା ଏବଂ ସାଲାଡ ଭଳି ଜିନିଷ ଖାଇବା ଦ୍ୱାରା ଆପଣଙ୍କୁ ଦାନ୍ତର ଗହ୍ୱର କିମ୍ବା ଡେଣ୍ଟାଲ ପ୍ଲଗ ହେବନାହିଁ।

୪. ଏହା ବହୁତ ଜରୁରୀ କି, ଆମେ ନିୟମିତ ରୂପେ ଗର୍ଗଲ କରିବା ଉଚିତ। ନିମ୍ବ କିମ୍ବା ନିମ୍ବ ତେଲରେ ଲୁଣ ଏବଂ ସୋରିଷ ତେଲ ମିଶାଇ ଗର୍ଗଲ କରନ୍ତୁ। ନହେଲେ ଦାନ୍ତ ମସାଜ କରନ୍ତୁ। ଏହାଦ୍ୱାରା କ୍ୟାଭିଟି, ପ୍ଲଗ, ଦାନ୍ତ ମାଢି ଫୁଲା ଏବଂ ମୁଁହର ସମସ୍ତ ସମସ୍ୟା ଦୂର ହୋଇଯିବ।

୫. ଡେଣ୍ଟାଲ ହାଇଜିନ ମେଣ୍ଟେନ କରନ୍ତୁ। ଦିନକୁ ଦୁଇଥର ବ୍ରଶ କରନ୍ତୁ। ଏମିତି କଲେ ଆପଣ ସଙ୍କୋଚ ନ କରି ଖୋଲିକି ହସିପାରିବେ।

Roshni

Recent Posts

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

3 seconds ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

8 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

26 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

28 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

1 hour ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago