ଯଦି ପ୍ରତ୍ୟେକ ଦିନ ପୁରୁଷ ମାନେ ଖାଇବେ ଏହି ଗୋଟିଏ ଜିନିଷ, ତେବେ ବଢ଼ିବ ଶକ୍ତି

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ହେଙ୍ଗୁ। ଏହାକୁ ପ୍ରତ୍ୟେକ ଦିନ ବ୍ୟବହାର କରିବା ଦ୍ବାରା ଅନେକ ରୋଗରୁ ମୁକ୍ତି ପାଇପାରିବେ। ଖାସ କରି ଏହା ପୁରୁଷ ମାନଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଯଦି ପୁରୁଷ ମାନେ ଏହାକୁ ପ୍ରତ୍ୟେକ ଦିନ ସେବନ କରନ୍ତି ତେବେ ଅନ୍ତନିର୍ହିତ ଶକ୍ତି ବଢ଼ିଥାଏ। ଛୋଟ ହେଙ୍ଗୁ ଡବା ଆପଣଙ୍କ ଖାଦ୍ୟର ସ୍ବାଦକୁ ଦ୍ବିଗୁଣିତ କରିଦିଏ। କଣ ଆପଣଙ୍କୁ ଜଣା ଅଛି କେବଳ ସ୍ବାଦ ନୁହେଁ ବରଂ ବହୁତ ସମସ୍ୟା ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ। ଜାଣନ୍ତୁ କଣ କର ଫାଇଦା ହୋଇଥାଏ।

ଦାନ୍ତ ସମସ୍ୟା ଦୂର ହୋଇଥାଏ

ଦାନ୍ତ ସମସ୍ୟା ପାଇଁ ହେଙ୍ଗୁ ବହୁତ ଲାଭଦାୟକ ହୋଇଥାଏ। ଦାନ୍ତରେ ପୋକ ଲାଗି ଗଲେ ଶୋଇବା ସମୟରେ ଦାନ୍ତରେ ହେଙ୍ଗୁ ଦବାଇ ଶୁଅନ୍ତୁ କିମ୍ବା ହେଙ୍ଗୁ ପାଣିରେ କୁଳି କରନ୍ତୁ ।

ତ୍ବଚା ପାଇଁ ଲାଭଦାୟକ

କାଛୁ କୁଣ୍ଡିଆ ଭଳି ଚର୍ମ ରୋଗ ଭଳି ସମସ୍ୟା ପାଇଁ ହେଙ୍ଗୁ ବହୁତ ଲାଭଦାୟକ ହୋଇଥାଏ। ଚର୍ମ ରୋଗ ହେଲେ ହେଙ୍ଗୁକୁ ପାଣିରେ ମିଶାଇ ସେହି ସ୍ଥାନରେ ଲଗାନ୍ତୁ।

ଏହା ମଧ୍ୟ ପଢ଼ନ୍ତୁ : କିଡନୀକୁ ଫମ୍ପା କରୁଛି ଏହି ତିନି ଖାଦ୍ୟ, ଆଜି ବନ୍ଦ କରନ୍ତୁ ନଚେତ୍ ପରେ କରିବେ ଅନୁତାପ

କବ୍ଜ ହେବ ଦୂର

କବ୍ଜ ସମସ୍ୟା ହେବାରୁ ହେଙ୍ଗୁ ପାଉଡରରେ ମିଠା ସୋଢ଼ା ମିଶାଇ ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ। ଏହା ଦ୍ବାରା ପେଟ ସଫା ହୋଇଯିବ ଏବଂ କବ୍ଜ ସମସ୍ୟା କମ୍ ହୋଇଯିବ।

କଫ ସମସ୍ୟା ହେବ ଦୂର

ଯେଉଁ ମାନଙ୍କୁ କଫ କିମ୍ବା ଛାତିରେ ଯନ୍ତ୍ରଣା ହେଉଥାଏ ସେହି ମାନଙ୍କୁ ହେଙ୍ଗୁର ପ୍ରୟୋଗ କରିବା ଉଚିତ। ହେଙ୍ଗୁର ବ୍ୟବହାର ଶ୍ବାସ ସମ୍ବଦ୍ଧୀୟ ସମସ୍ୟା ଦୂର କରିହେବ।

ପେଟ ପାଇଁ ଲାଭଦାୟକ

ପେଟରେ ଯନ୍ତ୍ରଣା ହେଲେ ଜୁଆଣି ଏବଂ ଲୁଣ ସହିତ ହେଙ୍ଗୁ ସେବନ କରିବା ଦ୍ବାର ଫାଇଦା ମିଳିଥାଏ।

KNews Bureau

Recent Posts

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

46 seconds ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

16 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

51 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

53 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

57 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

1 hour ago