ଗଙ୍ଗା ସମାନ ପବିତ୍ର ହୋଇଥାନ୍ତି ଏହି ୩ ରାଶିର ଝିଅ, ବଡ ଭାଗ୍ୟରେ ମିଳିଥାଏ ଏମାନଙ୍କ ସାଥ୍

ଭାରତୀୟ ସଂସ୍କ୍ରୁତିରେ ସବୁ ଝିଅମାନଙ୍କୁ ମାତା ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ। ଦେବୀଙ୍କ ଭଳି ପୂଜା କରାଯାଉଥିବା ମହିଳାଙ୍କୁ ନିଜର ପବିତ୍ରତା ଦେଖାଇବା ପାଇଁ ଅନେକ ଥର କଡା ତପସ୍ୟା ମଧ୍ୟ ଦେବାକୁ ପଡିଥାଏ। ଆଜି ଆମେ ଆପଣଙ୍କୁ କିଛି ଏମିତି ରାଶିର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କୁ ଆପଣ ଗଙ୍ଗା ମାତାଙ୍କ ଭଳି ପବିତ୍ରତା କହିଲେ ଭୁଲ ହେବ ନାହିଁ। ଯେଉଁପରି ଭାବେ ଏମାନଙ୍କର ସୁନ୍ଦରତା ପାଇଁ ସମସ୍ତଙ୍କୁ ନିଜର କରିପାରନ୍ତି ସେହିପରି ଭାବେ ସେମାନଙ୍କର ଭଲ ସ୍ବଭାବ ମଧ୍ୟ ଲୋକଙ୍କୁ ଆାକର୍ଷଣ କରିଥାଏ। ତେବେ ଆପଣଙ୍କୁ ଜଣାଇବୁ ସେହି ୩ ରାଶିର ଝିଅଙ୍କ ବିଷୟରେ ଯେଉଁମାନେ ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି।

ମିଥୁନ ରାଶି

ଏହି ରାଶିର ଝିଅ ନିଜ ସାଥିଙ୍କ ପ୍ରତି ବହୁତ ବିଶ୍ବସ୍ଥ ହୋଇଥାନ୍ତି। ଏମାନେ ଥରେ ଯାହାକୁ ପ୍ରେମ କରନ୍ତି ଜୀବନ ସାରା ସେମାନଙ୍କର ହାତ ଛାଡନ୍ତି ନାହିଁ। ଏହାଛଡା ଏହି ରାଶିର ଝିଅ କେବେବି ନିଜ ସାଥିଙ୍କୁ ଧୋକା ଦିଅନ୍ତି ନାହିଁ। ଏହାସହିତ ସେମାନଙ୍କର ହ୍ରୁଦୟ ମଧ୍ୟ ସଫା ହୋଇଥାଏ। ଏହି ରାଶିର ଝିଅମାନେ କେବେ କାହାକୁ ଦୁଃଖ ଦିଅନ୍ତି ନାହିଁ ଏବଂ ସମସ୍ତଙ୍କୁ ଖୁସିରେ ରଖିବାକୁ ଚାହିଁଥାନ୍ତି।

ମକର ରାଶି

ମକର ରାଶିର ଝିଅ ହ୍ରୁଦୟରୁ ବହୁତ ସଫା ହୋଇଥାନ୍ତି। ଏମାନେ କାହାକୁ ବି ନିଜ ହ୍ରୁଦୟର କଥା ଲୁଚାନ୍ତି ନାହିଁ, ଏମାନେ ଯେମିତି ପଛରେ ବି ସେମିତି। ଏହାଛଡା ଏମାନେ ପଛରେ କାହା ବିଷୟରେ ଗପନ୍ତି ନାହିଁ। କାହା ମନରେ ଏମାନେ କଷ୍ଟ ଦେବା ଭଳି କଥା କୁହନ୍ତି ନାର୍ହି। ଏମାନେ ନିଜ ସାଥିଙ୍କୁ ଖୁସିରେ ରଖିବା ପାଇଁ ସେହି ସବୁ କରିଥାନ୍ତି ଯେଉଁଥିରେ ସେ କେବେ ରାଗିବେ ନାହିଁ।

କୁମ୍ଭ ରାଶି

କୁମ୍ଭ ରାଶିର ଝିଅ ବହୁତ ପାରିଶ୍ରମୀ ହୋଇଥାନ୍ତି। ଏହାସହିତ ସେମାନେ ହ୍ରୁଦୟରୁ ବହୁତ ଭଲ ହୋଇଥାନ୍ତି। କେବେବି କାହାର ଖରାପ ଚିନ୍ତା କରନ୍ତି ନାହିଁ। ଏମାନେ ବହୁତ ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି। ଏଥିପାଇଁ ଏହି ରାଶିର ଝିଅଙ୍କ ସାଥି ମଧ୍ୟ ବହୁତ ଖୁସିରେ ରହିଥାନ୍ତି। ଏମାନଙ୍କର ପ୍ରେମ ବାସ୍ତବ ଏବଂ ପବିତ୍ର ହୋଇଥାଏ।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

6 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

8 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

14 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

23 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

23 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

41 mins ago