ଲାଇଫ୍ ଷ୍ଟାଇଲ୍

ସକାଳୁ ଉଠିବା ମାତ୍ରକେ ହିଁ କରନ୍ତୁ ବାସ୍ତୁର ଏହି ଉପାୟ, କେବେବି ଘରେ ରହିବ ନାହିଁ ଆର୍ଥିକ ସଂକଟ

ବାସ୍ତୁରେ ଏମିତି ଅନେକ ଉପାୟ ରହିଛି ଯାହାକୁ ଆପଣେଇବା ଦ୍ୱାରା ଆପଣ କେବେି ଧନର ଅଭାବକୁ ସାମ୍ନା କରିବେନାହିଁ। ଯଦି ଆପଣଙ୍କ ଆର୍ଥିକ ସ୍ଥିତି ଠିକ୍‌ ନାହିଁ କିମ୍ବା ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତାହେଲେ ବାସ୍ତୁର ଏହି ଉପାୟକୁ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ହେବ ଏବଂ ଆର୍ଥିକ ସଂକଟ ଦୂର ହୋଇଯିବ। ତାହେଲେ ଆସନ୍ତୁ ଜାଣିବା ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ଏହି ସହଜ ବାସ୍ତୁ ଟିପ୍ସ।

ଘରର ଦ୍ୱାର ଏମିତି ଏକ ସ୍ଥାନ ଅଟେ ଯାହା ଆବଗମନର ସ୍ଥାନ ହୋଇଥାଏ। ଏହାସହିତ ସକାରାତ୍ମକ ଏବଂ ନକାରାତ୍ମକ ଶକ୍ତିର ପ୍ରବେଶ ମଧ୍ୟ ଏହିଠାରେ ହୋଇଥାଏ। ଏହିପରି ଭାବରେ ଧନ ବୃଦ୍ଧିରେ ମଧ୍ୟ ମୁଖ୍ୟ ଦ୍ୱାରର ବହୁତ ମହତ୍ତ୍ୱ ରହିଛି। ଏଥିପାଇଁ ସକାଳୁ ଉଠି ଦ୍ୱାର ଖୋଲିବା ସମୟରେ ସର୍ବପ୍ରଥମେ ମାତା ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ ଆଉ ତାପରେ ଯାଇ ଦ୍ୱାର ଖୋଲନ୍ତୁ।

ଘରର ଦ୍ୱାରକୁ କଳା ରଙ୍ଗର ଛାଡି ଅନ୍ୟ ସବୁ ରଙ୍ଗ ଦେଇପାରିବେ। ଆପଣ ଚାହିଁଲେ ନିଜ ଘରର ଦ୍ୱାରକୁ ଲାଲ କିମ୍ବା ମେରୁନ୍‌ ରଙ୍ଗ କରିପାରିବେ। ଏହି ରଙ୍ଗକୁ ବହୁତ ଶୁଭ ବୋଲି ଧରାଯାଏ। ଏମିତି କରିବା ଦ୍ୱାରା ଘରେ ଆର୍ଥିକ ସମ୍ପନ୍ନତା ରହିଥାଏ।
ଯଦି ଆପଣଙ୍କ ଘରର ଦ୍ୱାର ଲାଲ କିମ୍ବା ମେରୁନ ରଙ୍ଗର ନୁହେଁ ତାହେଲେ ଆପଣ ଘରର ଦ୍ୱାରକୁ ଡିଜାଇନ ମଧ୍ୟ କରିପାରିବେ। ସକାଳୁ ଦ୍ୱାର ଖୋଲିବା ସମୟରେ ଡିଜାଇନ ଆଡକୁ ଦେଖି ମାତା ଲକ୍ଷ୍ମୀଙ୍କୁ ଧ୍ୟାନ କରନ୍ତୁ। ଏହାଦ୍ୱାରା ମଧ୍ୟ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରେ ଟଙ୍କାର ଅଭାବ ରହେନାହିଁ।

ଦ୍ୱାରରେ ଶୁଭ-ଲାଭ, ସ୍ୱସ୍ତିକ, ଓଁ ଆଦି ଚିହ୍ନର ପ୍ରୟୋଗ କରିବା ଉଚିତ। ଏହି ପ୍ରତିକ ଅତି ଶୁଭ ହୋଇଥାଏ। ଘରର ଦ୍ୱାରରେ ଗଣେଶଙ୍କ ପ୍ରତିମା ଲଗାନ୍ତୁ। ସକାଳର ଦ୍ୱାରକୁ ଖୋଲିବା ସମସୟରେ ଏହି ଚିହ୍ନକୁ ପ୍ରଣାମ କରନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ। ନିୟମିତ ଭାବରେ ଏମିତି କରିବା ଦ୍ୱାରା ଘରେ ସୁଖ-ସମୃଦ୍ଧି ଆସିଥାଏ। ମାତା ଲକ୍ଷ୍ମୀଙ୍କ କୃପା ହୋଇଥାଏ।

Pritiparna

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

9 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

11 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

52 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago