ଲାଇଫ୍ ଷ୍ଟାଇଲ୍

ଏହି ୫ ରାଶିରେ ରହିଥାଏ ଲଭ୍‌ ମ୍ୟାରେଜ୍‌ ଯୋଗ, ନିଜ ପସନ୍ଦରେ କରନ୍ତି ବିବାହ

ହିନ୍ଦୁ ଧର୍ମରେ ବିବାହ ସମୟରେ ବର-କନ୍ୟାଙ୍କର ଜାତକ ମେଳାପର ପରମ୍ପରା ରହିଛି। ଅବଶ୍ୟ କିଛି ଲୋକ ଏହି ପରମ୍ପରାକୁ ମାନନ୍ତିନାହିଁ। ଖାସ୍‌ କରି ପ୍ରେମ ବିବାହରେ। ଜ୍ୟୋତିଷ ଶାସ୍ତ୍ରରେ ଜାତକର ଖାସ୍‌ ମହତ୍ତ୍ୱ ରହିଛି। ଜାତକରେ ବ୍ୟକ୍ତିଙ୍କ ବିଷୟରେ ବହୁତ କିଛି ଜାଣିହୁଏ। ଆସନ୍ତୁ ଜାଣିବା କେଉଁ ଲୋକଙ୍କ ଜାତକରେ ପ୍ରେମ ବିବାହର ଯୋଗ ସବଠାରୁ ଅଧିକ ହୋଇଥାଏ।

ମେଷ ରାଶି

ମେଷ ରାଶିର ଲୋକ ବହୁତ ଭାବୁକ ହୋଇଥାନ୍ତି ଏବଂ ଯେଉଁ ଲୋକଙ୍କୁ ସେ ଭଲପାଆନ୍ତି, ତାଙ୍କ ଉପରେ ପୂରା ଭରଷା କରିଥାନ୍ତି। ଏମାନେ ନିଜର ସବୁ ସମ୍ପର୍କକୁ ମହତ୍ତ୍ୱ ଦେଇଥାନ୍ତି ଏବଂ ଏହାକୁ ବଜାୟ ରଖିବା ପାଇଁ ବହୁତ ପରିଶ୍ରମ ଏବଂ ଚେଷ୍ଟା କରିଥାନ୍ତି। ମେଷ ରାଶିର ଅଧିକାଂଶ ଲୋକ ସବୁଠୁ ଭଲ ବନ୍ଧୁ କିମ୍ବା ନିଜ ଗ୍ରୁପରେ ହିଁ କାହାକୁ ପ୍ରେମ କରିବସନ୍ତି ଏବଂ ତାଙ୍କୁ ହିଁ ବିବାହ ମଧ୍ୟ କରନ୍ତି।

ବୃଷ ରାଶି

ଏହି ଲୋକ ବହୁତ ଦୃଢ଼ ନିଶ୍ଚୟୀ ଏବଂ ପରିଶ୍ରମୀ ହୋଇଥାନ୍ତି। ଏହି ଲୋକଙ୍କୁ ବହୁତ କମ୍‌ ଜିନିଷ ପସନ୍ଦ ଆସିଥାଏ। ସ୍ୱଭାବରେ ଏହି ଲୋକ ବହୁତ ଜିଦ୍ଦି ହୋଇଥାନ୍ତି। ଯଦି ଏମାନେ ଥରେ ବାଛିନେଲେ ନିଜ ପାର୍ଟନରକୁ ବିବାହ କରିବେ ତାହେଲେ କେବେବି ନିଜ ନିଷ୍ପତ୍ତିକୁ ପରିବର୍ତ୍ତନ କରିବେନାହିଁ। ଏମାନେ ନିଜ ମାମଲାକୁ ନିଜେ ହ୍ୟାଣ୍ଡେଲ କରିଥାନ୍ତି।

ମିଥୁନ ରାଶି

ନିଜର ମଜାଳିଆ ଏବଂ ସାମାଜିକ ସ୍ୱଭାବରେ ଅନେକ ଲୋକଙ୍କୁ ଆକର୍ଷିତ କରିଥାନ୍ତି। ଏମାନେ ନିଜ କାମ ଏବଂ ବନ୍ଧୁଙ୍କୁ ନେଇ ସିରିୟସ୍‌ ନଥାନ୍ତି। କିନ୍ତୁ ପାର୍ଟନର ଚୟନ କଲାବେଳେ ନିଜ ଇଚ୍ଛାରେ କରିଥାନ୍ତି। ଏମାନେ ସେହି ଲୋକଙ୍କୁ ବିବାହ କରନ୍ତି ଯେଉଁମାନେ ଏମାନଙ୍କ ଦୁଷ୍ଟାମୀକୁ ସମ୍ଭାଳିପାରିବାରେ ସକ୍ଷମ ହୋଇଥାନ୍ତି। ଏଥିପାଇଁ ଏମାନେ ସେହି ବ୍ୟକ୍ତିଙ୍କୁ ବିବାହ କରନ୍ତି ଯେଉଁମାନଙ୍କୁ ପୂର୍ବରୁ ଜାଣିଥାନ୍ତି।

ଧନୁ ରାଶି

ଏହି ରାଶିର ଲୋକବହୁତ ବ୍ୟବସ୍ଥିତ ହୋଇଥାନ୍ତି ଏବଂ ଯେଉଁଭଳି ଚାହାଁନ୍ତି ନିଜ ଜୀବନକୁ ଜିଇଁଥାନ୍ତି। ଧନୁ ରାଶିର ଲୋକ ନିଜ ଇଚ୍ଛାରେ ବିବାହ କରିଥାନ୍ତି। ଏମାନେ ଆରେଞ୍ଜ ମ୍ୟାରେଜକୁ ପସନ୍ଦ କରନ୍ତିନି ଏବଂ ନିଜ ପସନ୍ଦର ପାର୍ଟନର ଚୟନ କରିଥାନ୍ତି। ଏମାନେ ନିଜ ପାର୍ଟନରଙ୍କ ସହିତ ସବୁ ପରିସ୍ଥିତିରେ ଛିଡା ହୋଇଥାନ୍ତି।

ମକର ରାଶି

ମକର ରାଶିର ଲୋକ ଯାହାକୁ ପ୍ରେମ କରନ୍ତି, ସେମାନଙ୍କୁ କୌଣସି ବି ପରିସ୍ଥିତିରେ ଛାଡନ୍ତିନାହିଁ। ଏମାନେ ପିଲାବେଳେ ଯାହାକୁ ଭଲ ପାଆନ୍ତି ତାଙ୍କୁ ହିଁ ପ୍ରେମ କରି ବିବାହ କରନ୍ତି। ଏହି ରାଶିର ବ୍ୟକ୍ତି ନିଜ ପସନ୍ଦ ସହିତ କୌଣସି ବି ବୁଝାମଣା କରନ୍ତିନାହିଁ। ଏଥିପାଇଁ ଏମାନଙ୍କର ଅଧିକାଂଶ ମାମଲାରେ ଲଭ୍‌ ମ୍ୟାରେଜ୍‌ ହିଁ ହୋଇଥାଏ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago