ସ୍ବସ୍ତିକ କରିବା ପୂର୍ବରୁ ଜାଣନ୍ତୁ ଏହି କଥା, ନଚେତ୍ ପରିଣାମ ହେବ ଖରାପ

ଯେକୌଣସି କାମର ପ୍ରାରମ୍ଭରେ ଭଗବାନ ଶ୍ରୀ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। କାମକୁ ସଠିକ୍ ଆରମ୍ଭ ପାଇଁ ଗଣେଶଙ୍କ ପ୍ରତୀକ ସ୍ବସ୍ତିକ ଚିହ୍ନ କରାଯାଇଥାଏ। ମାନ୍ୟତା ଅନୁଯାୟୀ, ସ୍ବାସ୍ତିକ ଚିହ୍ନ କରିବା ଦ୍ବାରା ନକାରତ୍ମକ ଉର୍ଜା ଦୂର ହୋଇଥାଏ। ତେବେ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ସ୍ବସ୍ତିକ କରିବା ସମୟରେ କିଛି ଖାସ ଦିଗ ପ୍ରତି ଧ୍ୟାନ ରଖିବା ଉଚିତ୍। ଅଥବା ଏହା ହେବାକୁ ଥିବା କାମକୁ ଖରାପ କରିବାର ମଧ୍ୟ ସମ୍ଭାବନା ରହିଥାଏ।

-ଭୁଲରେ ମଧ୍ୟ ଓଲଟା ସ୍ବସ୍ତିକ ପ୍ରସ୍ତୁତ କରନ୍ତୁ ନାହିଁ। ମନ୍ଦିରରେ ଓଲଟା ସ୍ବସ୍ତିକ ମନସ୍କାମନା ପୂରଣ ପାଇଁ ପ୍ରସ୍ତୁତ କରାଯାଇଥାଏ। କିନ୍ତୁ ଦୋକାନ କିମ୍ବା ଘରେ ଓଲଟା ସ୍ବସ୍ତିକ କରିବା ଅଶୁଭ କୁହାଯାଇଥାଏ। ଏପରି କରିବା ଦ୍ବାରା ପୂଜାପାଠର ସଠିକ୍ ଫଳ ମିଳିନଥାଏ।

-ସ୍ବସ୍ତିକ ପ୍ରସ୍ତୁତ ସମୟରେ ଏହା ଯେପରି ଅଙ୍କାବଙ୍କା ହୋଇନଥିବ ତାହା ପ୍ରତି ଧ୍ୟାନ ଦେବା ଦରକାର। କାରଣ ଏହାର ପ୍ରଭାବ ଆପଣଙ୍କ ମନସ୍କାମନା ସହ ଘରେ ଉପରେ ପଡିଥାଏ। ଏଣୁ ସ୍ବସ୍ତିକ ସବୁବେଳେ ସିଧା, ସୁନ୍ଦର ଏବଂ ସଫା ହେବା ଉଚିତ୍।

-ସ୍ବସ୍ତିକ ପ୍ରସ୍ତୁତ ହୋଇଥିବା ଆଖପାଖ ଯେପରି ଅପରିସ୍କାର ହୋଇନଥିବ। ଏହା ଅମଙ୍ଗଳ ଏବଂ ଅଶୁଭର ସଙ୍କେତ ହୋଇଥାଏ।

ସ୍ବସ୍ତିକ ସହ ଜଡିତ କିଛି ଅନ୍ୟାନ୍ୟ ଜରୁରୀ କଥା :

-ବିବାହ ସମୟରେ କୌଣସି ପ୍ରକାରର ଅମଙ୍ଗଳ ଦୂର କରିବା ପାଇଁ ପୂଜା ସମୟରେ ହଳଦୀରେ ସ୍ବସ୍ତିକ କରନ୍ତୁ।

-ସାଧାରଣ ପୂଜା ସମୟରେ କୁଙ୍କୁମରେ ସ୍ବସ୍ତିକ ପ୍ରସ୍ତୁତ କରନ୍ତୁ।

-ଘରକୁ ଖରାପ ନଜରରୁ ବଞ୍ଚାଇବା ପାଇଁ ଘର ବାହାରେ ଗୋବରରେ ସ୍ବସ୍ତିକ କରନ୍ତୁ।

-ଘର ବାହାରେ ସ୍ବସ୍ତିକ ବନାଇବା ଦ୍ବାରା ସମସ୍ତ ପ୍ରକାରର ବାସ୍ତୁଦୋଷ ଦୂର ହୋଇଥାଏ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

11 seconds ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

9 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

18 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

18 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

35 mins ago