ଏହି ବ୍ଲଡ ଗ୍ରୁପ ଥିବା ବ୍ୟକ୍ତିଙ୍କୁ ଏସବୁ ଖାଦ୍ୟ ଖାଇବା ମନା, ଜାଣନ୍ତୁ

ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସମସ୍ତେ ପୃଷ୍ଟିକର ଖାଦ୍ୟ ଖାଇବାକୁ ଚାହିଥାନ୍ତି । ଏଥିପାଇଁ ଅନେକ ଭୁଲ ମଧ୍ୟ କରି ଦିଅନ୍ତି । ଖାଦ୍ୟ ଖାଇବା ପରେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ଠିକ ରହିନଥାଏ । ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ବକ୍ତି ଯଦି ଡାଏଟରେ ନିଜ ବ୍ଲଡ ଗ୍ରୁପ ହିସାବରେ ଖାଦ୍ୟ ସେବନ
କରନ୍ତି ତେବେ ତାହା ଶରୀରକୁ ବହୁତ ଲାଭ ପ୍ରଦାନ କରିଥାଏ ।

ବ୍ଲଡ ଗ୍ରୁପ ଆଧାରରେ ଖାଦ୍ୟ ଗ୍ରହଣ କଲେ ଶରୀରକୁ ଉତ୍ତମ ଭାବେ ପୋଷଣ ମିଳିପାରେ । ରିପୋର୍ଟ ଅନୁଯାୟୀ, ବ୍ଲଡ ଗ୍ରୁପର ବିଭିନ୍ନ ପ୍ରକାରର ସ୍ୱଭାବ ଓ ଲକ୍ଷଣ ରହିଥାଏ । ତେଣୁ ଆମେ ଯାହା ସେବନ କରୁଛୁ ତାହା ମଧ୍ୟ ବ୍ଲଡ ଗ୍ରୁପ ସହ କନେକ୍ସନ ରହିଥାଏ । ସାଧାରଣତଃ ୪ପ୍ରକାରର ବ୍ଲଡ ଗ୍ରୁପ ରହିଛି । ଯଥା: O,A,B ଓ AB+ । ତେବେ ଏସବୁର ଡାଏଟ ଚାଟ ମଧ୍ୟ ଅଲଗା ।

O ବ୍ଲଡ ଗ୍ରୁପ:

ଏହି ଗ୍ରୁପର ଲୋକମାନେ ହାଇ ପ୍ରୋଟିନ ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ । ଏହି ଲିଷ୍ଟରେ ଡାଲି, ମାଂସ, ମାଛ, ଫଳ ଆଦି ରହିଛି । ଏହାସହ ଗହମ ଭଳି ଖାଦ୍ୟ ଏବଂ ବିନ୍ସ ମଧ୍ୟ ସାମିଲ କରିପାରିବେ ।

32534656

A ବ୍ଲଡ ଗ୍ରୁପ:

ଏହି ଗ୍ରୁପର ଲୋକମାନେ ଖାଦ୍ୟରେ ସବୁଜ ପନିପରିବା ସାମିଲ କରିବା ଜରୁରୀ । ଏହାବ୍ୟତିତ ଟୋଫୁ, ସୀ ଫୁଡ ଏବଂ ସବୁ ପ୍ରକାରର ଡାଲି ଖାଇବା ଆବଶ୍ୟକ । ଡାଏଟରେ ଏମାନେ ଅଲିଭ ଅଏଲ, ଡାୟରୀ ଫୁଡ୍ସ, ମକ୍କା ଏବଂ ସି ଫୁଡ ସାମିଲ କରିପାରିବେ । ତେବେ ଏମାନେ ବେଶି ମାଂସ ଖାଇବା ମନା । କାରଣ ଏହା ତାଙ୍କ ସ୍ୱାସ୍ଥ୍ୟକୁ ଖରାପ କରିପାରେ ।

B ବ୍ଲଡ ଗ୍ରୁପ:

ଏହି ଲିଷ୍ଟରେ B ବ୍ଲଡ ଗ୍ରୁପ ସବୁଠୁ ଫାଇଦାରେ ରୁହନ୍ତି । ଏହି ଗ୍ରୁପର ଲୋକମାନଙ୍କୁ ଅଧିକ କଷ୍ଟ କରିବାକୁ ପଡେ ନାହିଁ । ଏମାନେ ନିଜ ମନ ପସନ୍ଦର ସବୁ ଖାଦ୍ୟ ଗ୍ରହଣ କରିପାରିବେ । ଭେଜ ଠୁ ଆରମ୍ଭ କରି ନନ ଭେଜ ପର୍ଯ୍ୟନ୍ତ ସବୁକିଛି ଖାଇପାରିବେ ।

Leave A Reply

Your email address will not be published.