ଲାଇଫ୍ ଷ୍ଟାଇଲ୍

ବାସ୍ତୁ: ଘରର ଏହି ଦିଗରେ ସର୍ବଦା ଜଳାନ୍ତୁ ଅଗରବତି, ସୁସ୍ଥ ରହିବେ ପରିବାର ସଦସ୍ୟ

ବାସ୍ତୁଶାସ୍ତ୍ର ହିସାବରେ ଘରେ କୌଣସି ଭଙ୍ଗାରୁଜା ଜିନିଷ କିମ୍ବା ଖରାପ ବସ୍ତୁ ରଖିବା ଉଚିତ ନୁହେଁ। କାରଣ, ଏହାକୁ ଅଶୁଭ ବୋଲି ଗଣାଯାଏ। ଘରର ଖରାପ ବସ୍ତୁ ଆପଣଙ୍କଠାରୁ ଆପଣଙ୍କ ଖୁସି ଛଡ଼ାଇ ନେଇଥାଏ। ଏଥିପାଇଁ ଯଦି ଆପଣ ଚାହାଁନ୍ତି କି, ଆପଣଙ୍କ ଖୁସିକୁ କାହାର ନଜର ନ ଲାଗୁ, ତା’ହେଲେ ସବୁବେଳେ ବାସ୍ତୁ ସହ ଜଡ଼ିତ କିଛି କଥା ଉପରେ ଧ୍ୟାନ ରଖିବାକୁ ହେବ।

ବିଶେଷ କରି ଘରର ୪ ଦିଗ ଏବଂ ୪ କୋଣକୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବା ଉଚିତ। କାରଣ, ଏହାସହିତ କିଛି ବାସ୍ତୁ ଜଡ଼ିତ ଥାଏ। ତେଣୁ ଏହି ଦିଗ ବା କୋଣକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବା ଉଚିତ। ଏହାଦ୍ୱାରା ଘର ସୁଖ, ସମୃଦ୍ଧିରେ ପୂରି ଉଠିଥାଏ।

୧. ବାସ୍ତୁଶାସ୍ତ୍ରରେ କୁହାଯାଇଛି କି, ଘରର ଦକ୍ଷିଣ-ପଶ୍ଚିମ ଦିଗ ପୃଥିବୀ ସହ ସମ୍ବନ୍ଧିତ ହୋଇଥାଏ। ଏହି ଦିଗ ଦୂଷିତ ହେଲେ ଆପଣଙ୍କୁ ଦୁର୍ଘଟଣାର ସାମ୍ନା କରିବାକୁ ପଡ଼ିପାରେ।

୨. ବାସ୍ତୁରେ ଘରର ଉତ୍ତର-ପୂର୍ବ ଦିଗକୁ ଜଳ ସହିତ ସମ୍ବନ୍ଧିତ କୁହାଯାଏ। ଏଥିପାଇଁ ଏହି ଦିଗକୁ ସବୁବେଳେ ସଫା ସୁତରା ଏବଂ ପବିତ୍ର ରଖିବା ଉଚିତ।

୩. ଘରର ଦକ୍ଷିଣ-ପୂର୍ବ ଦିଗ ଅଗ୍ନି ସହ ସମ୍ବନ୍ଧ ରଖିଥାଏ। ତେଣୁ ଏହି ଦିଗରେ ସବୁବେଳେ ବିଜୁଳି ସହ ଜଡ଼ିତ ଜିନିଷ ଯେପରି ମିଟର, ବୈଦ୍ୟୁତିକ ଉପକରଣ ଆଦି ରଖିବା ଉଚିତ।

୪. ଘରର ଉତ୍ତର-ପଶ୍ଚିମ ଦିଗ ବାୟୁ ସହ ସମ୍ବନ୍ଧିତ ହୋଇଥାଏ। ଏହି ଦିଗ ଘର ଲୋକଙ୍କ ସ୍ୱାସ୍ଥ୍ୟ ସହ ଜଡ଼ିତ ଥାଏ। ଏହି ସ୍ଥାନରେ ସବୁବେଳେ ଅଗରବତି ଜଳାଇବା ଉଚିତ।

Roshni

Recent Posts

ପୋଲ ଉପରୁ ଖସିଲା ବାଇକ୍, ଜଣେ ମୃତ; ଜଣେ ଗୁରୁତର

ସାଲେପୁର (କେନ୍ୟୁଜ): ପୋଲ ଉପରୁ ଖସିଲା ବାଇକ୍ । ଜଣେ ମୃତ, ଜଣେ ଗୁରୁତର । ମାହାଙ୍ଗା ବରଦିଆ ନିକଟ…

9 seconds ago

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

15 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

29 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

40 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

48 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

1 hour ago