ଲାଇଫ୍ ଷ୍ଟାଇଲ୍

ଚାଣକ୍ୟ ନୀତି: ଭୁଲରେ ବି କଦାପି ଏହି 5 ଜଣଙ୍କ ମଝିରେ ଆସନ୍ତୁ ନାହିଁ, ହୋଇପାରେ ବଡ଼ ସମସ୍ୟା

କୁଶଳୀ ଅର୍ଥଶାସ୍ତ୍ରୀ କୁହାଯାଉଥିବା ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ଗ୍ରନ୍ଥରେ ଜୀବନର ରହସ୍ୟକୁ ବୁଝାଇବା ପାଇଁ କେତେକ ନୀତି ବିଷୟରେ ଉଲ୍ଲେଖ କରିଛନ୍ତି। କୁହାଯାଏ, ଚାଣକ୍ୟଙ୍କ କହିଥିବା ମାର୍ଗରେ ଚାଲିବା ଦ୍ୱାରା ଜୀବନର ସବୁ ଦୁଃଖ ଦୂର ହୋଇଯାଇଥାଏ। ସେ ଚାଣକ୍ୟ ଶ୍ଲୋକ ମାଧ୍ୟମରେ ଏମିତି 5 ଜଣ ଲୋକଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି, ଯାହା ସଂସ୍ପର୍ଶରେ ଆସିଲେ ସମସ୍ୟା ଉପୁଜିପାରେ। ଆସନ୍ତୁ ଜାଣିବା ସେ ବିଷୟରେ।

1. ଦୁଇଜଣ ବିଦ୍ୱାନଙ୍କ ମଝିରେ କଦାପି ଆସିବା ଉଚିତ ନୁହେଁ। ଯଦି ଦୁଇଜଣ ବିଦ୍ୱାନ ବ୍ୟକ୍ତି କଥା ହେଉଥିବା ସମୟରେ କେହି ତୃତୀୟ ବ୍ୟକ୍ତି ସେମାନଙ୍କ ମଧ୍ୟରେ ଆସିଯାଆନ୍ତି , ତା’ ହେଲେ ତାଙ୍କୁ ମୂର୍ଖ ବୋଲି ଗଣାଯାଏ।

2. ସ୍ୱାମୀ ଏବଂ ସେବକଙ୍କ ମଧ୍ୟରେ ହେଉଥିବା କଥାବାର୍ତ୍ତା ମଝିରେ କେବେ ବି ଆସିବା ଉଚିତ ନୁହେଁ। ଯଦି କେହି ବ୍ୟକ୍ତି ଏପରି କରିଥାଏ, ତା’ ହେଲେ ସେମାନଙ୍କ କଥା ଅଧା ରହିଯାଇଥାଏ। ଚାଣକ୍ୟଙ୍କ ମୁତାବକ, ସ୍ୱାମୀ ନିଜ ସେବକଙ୍କ ସହ ଗୁରୁତ୍ୱପୂର୍ଣ୍ଣ କଥା ହୋଇଥାଏ। ତେଣୁ ଏଥିରେ ହସ୍ତକ୍ଷେପ କରିବା ଆଦୌ ଉଚିତ ନୁହେଁ।

3. ସ୍ୱାମୀ, ସ୍ତ୍ରୀଙ୍କ କଥାବାର୍ତ୍ତା ମଝିରେ ବାଧା ଦେବା ଉଚିତ ନୁହେଁ। ଆଚାର୍ଯ୍ୟ ଚାଣକ୍ୟ ଏହାକୁ ଭୁଲ ବୋଲି କହିଥାନ୍ତି। କାରଣ, ସ୍ୱାମୀ, ସ୍ତ୍ରୀ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ବ୍ୟକ୍ତିଗତ କଥା ହୋଇଥାନ୍ତି।

4. ଯଦି କେଉଁଠି ଯଜ୍ଞ ଚାଲିଛି, ସେହି ସମୟରେ କେବେ ବି ପଣ୍ଡିତ ଓ ଅଗ୍ନି ମଧ୍ୟରେ ଆସିବା ଉଚିତ ନୁହେଁ। ଏମିତି କଲେ ବିଧିରେ ବିଘ୍ନ ଉପୁଜିଥାଏ।

Roshni

Recent Posts

ସ୍ୱପ୍ନାଦେଶ ପରେ ମା’ଙ୍କ ନାମକରଣ ହୋଇଥିଲା ସୁବର୍ଣ୍ଣରେଖା, ଏବେ ଚାଲିଛି ଠାକୁରାଣୀଙ୍କ ଯାତ୍ରା

ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…

1 min ago

କଂସା ବାସନର ଉପକାରିତା କହିଲେ ନସରେ: ଠାକୁରଙ୍କ ପାଇଁ ଭୋଗ ବାଢ଼ିବା ହେଉ କି ଜ୍ୱାଇଁ ଚର୍ଚ୍ଚା ସବୁଠି ଦରକାର

ବିନିକା(କେନ୍ୟୁଜ): ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ୱାଇଁ ଚର୍ଚ୍ଚା ଅବା ଘରକୁ ଅତିଥି ଆସିଲେ ପାଦ ଧୋଇବା…

11 mins ago

ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା ।  ତିନି ଦିନ ଯାଏ କଲବଲ କରିବ ତାତି ।  ଗ୍ରୀଷ୍ମପ୍ରବାହ ନେଇ…

23 mins ago

ମୋଟାପଣ କମ୍ କରିବା ପାଇଁ ଅତ୍ୟନ୍ତ ଲାଭଦାୟକ ଦଲିଆ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଦଲିଆ ଏକ ହେଲ୍ଦି ଏବଂ ଉତ୍କୃଷ୍ଟ ବ୍ରେକଫାଷ୍ଟ ଏବଂ ଡିନର୍ ଅପ୍ସନ । ବିଶେଷକରି, ଯଦି ଆପଣ ଓଜନ ହ୍ରାସ…

26 mins ago

ଲାଇଭ ମ୍ୟାଚରେ ରୋହିତଙ୍କୁ ଭେଟିବାକୁ ପହଞ୍ଚିଲେ ଫ୍ୟାନ୍‌, ଧରିଲା ଆମେରିକା ପୋଲିସ: ରୋହିତଙ୍କ ରିଆକ୍ସନ ଭାଇରଲ

ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଓ୍ଵାର୍ମଅପ୍‌ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ…

27 mins ago

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

50 mins ago