ବିବାହିତା ନାରୀ ମନେ ରଖନ୍ତୁ ଏହି ୪ଟି କଥା, ଆପଣଙ୍କ ପାଇଁ ସବୁବେଳେ ଅତୁଟ ରହିବ ସ୍ୱାମୀଙ୍କ ପ୍ରେମ

ଜଣେ ବିବାହିତା ନାରୀଙ୍କ ପାଇଁ ତାଙ୍କ ସ୍ୱାମୀ ସବୁଠାରୁ ଉଚ୍ଚରେ ଥାଆନ୍ତି। ଆଜି ଆମେ ଆପଣଙ୍କୁ ଦ୍ରୌପଦୀଙ୍କ ଦ୍ୱାରା କୁହାଯାଇଥିବା ୪ଟି କଥା କହିବାକୁ ଯାଉଛୁ, ଯାହାକୁ ସବୁ ନାରୀ ମନେ ରଖିବା ଉଚିତ। ଆସନ୍ତୁ ଜାଣିବା ନାରୀଙ୍କ ଉଦ୍ଦେଶ୍ୟରେ କ’ଣ କହିଛନ୍ତି ଦ୍ରୌପଦୀ।

୧. ଆଜିକାଲି ସବୁ ଝିଅ ବିବାହ ପରେ ନିଜ ସ୍ୱାମୀଙ୍କୁ ବଶରେ ରଖିବାକୁ ଚାହାଁନ୍ତି। କିନ୍ତୁ ଦ୍ରୌପଦୀ କହିଛନ୍ତି, ନାରୀମାନେ କେବେ ବି ଏମିତି ଭାବନା ମନ ଭିତରେ ରଖିବା ଉଚିତ ନୁହେଁ। ନଚେତ୍‌ ଏହାଦ୍ୱାରା ସେମାନଙ୍କ ସମ୍ପର୍କ ମଧ୍ୟ ଭାଙ୍ଗିଯିବ।

ଏହାସହ ପଢ଼ନ୍ତୁ: ଏ ହେଉଛି ଦୁନିଆର ୧୦ଟି ବିଚିତ୍ର ରେସ୍ତୋରାଁ, ଯେଉଁଠି ଅଜବ ଢଙ୍ଗରେ ପରଷା ଯାଇଥାଏ ଖାଦ୍ୟ

୨. ଝିଅମାନେ ବିବାହ ପରେ କେବେ ବି ନିଜ ଘର କଥା ଅନ୍ୟ ଝିଅ କିମ୍ବା ବାହାର ଲୋକଙ୍କୁ କହିବା ଉଚିତ ନୁହେଁ। କାରଣ, ଏଥିରୁ ଆପଣଙ୍କ ଘର ବିଷୟରେ ଅନ୍ୟମାନେ ଜାଣି ଏହାର ଫାଇଦା ଉଠାଇବେ। ଶତ୍ରୁମାନେ ଏହାର ଫାଇଦା ନେଇ ଆପଣଙ୍କ ଜୀବନକୁ ଖରାପ କରିଦେବେ।

୩. ବିବାହ ପରେ ଜଣେ ନାରୀ ପାଇଁ ତା’ ସ୍ୱାମୀ ହିଁ ସବୁକିଛି ହୋଇଥାଏ। ତେଣୁ କୌଣସି ବି ମହିଳା ଖରାପ ସମୟରେ ଡରିଯିବା ଉଚିତ ନୁହେଁ। ସବୁବେଳେ ନିଜ ସ୍ୱାମୀଙ୍କ ପାଦରେ ପାଦ ରଖି ବାଟ ଚାଲିବା ଉଚିତ। ଯଦି ସ୍ୱାମୀ ନାହାନ୍ତି, ତା’ହେଲେ ସବୁକିଛି ବେକାର। ଏଥିପାଇଁ ନାରୀଙ୍କୁ ନିଜ ସ୍ୱାମୀଙ୍କ ଆଦର, ଯତ୍ନ କରିବା ଉଚିତ।

ଏହାସହ ପଢ଼ନ୍ତୁ: ବିବାହ ଯୋଗ୍ୟ ପୁରୁଷମାନେ ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି କାମ, ନଚେତ୍‌ ଭୋଗିବାକୁ ପଡିପାରେ ଅନେକ ସମସ୍ୟା

୪. ଏକ ସଂସ୍କାରୀ ନାରୀକୁ ସବୁବେଳେ ଖରାପ ନାରୀଙ୍କଠାରୁ ଦୂରତା ବଜାୟ ରଖିବା ଉଚିତ। କାହିଁକି ନା, ଏମିତି ନାରୀ ଅନ୍ୟର ଘର ଭାଙ୍ଗିଦିଏ।

Roshni

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

23 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

26 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

30 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

42 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

59 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago