ଲାଇଫ୍ ଷ୍ଟାଇଲ୍

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ଆଜିଠୁ ଆରମ୍ଭ କରି ଦିଅନ୍ତୁ ଏହି ୫ଟି କାମ; ପାଖ ମାଡ଼ିବନି ବିପଦ…

ଫିଟ୍‌ ରହିବା ପାଇଁ ହାର୍ଟ ବା ହୃଦୟକୁ ମଧ୍ୟ ଫିଟ୍‌ ରଖିବା ବହୁତ ଜରୁରୀ। ସମସ୍ତେ ଜାଣନ୍ତି, ଦେଶରେ ଅଧିକାଂଶ ଲୋକଙ୍କ ଜୀବନ ହାର୍ଟ ଆଟାକ୍‌ କାରଣରୁ ଚାଲି ଯାଉଛି। ଏମିତିରେ ନିଜକୁ ସୁସ୍ଥ ରଖିବା ଉପରେ ଆପଣ ବିଶେଷ ଯତ୍ନବାନ ହେବା ଉଚିତ୍‌। ଆସନ୍ତୁ ଜାଣିବା, ହାର୍ଟକୁ ସୁସ୍ଥ ରଖିବା ପାଇଁ ଆପଣଙ୍କୁ କେଉଁ ୫ଟି କାମ କରିବା ଉଚିତ୍‌, ଯଦ୍ଦ୍ଵାରା ହାର୍ଟ ଆଟାକ୍‌ର ସମ୍ଭାବନା କମ୍‌ ହୋଇପାରିବ।

ଧୂମପାନ କରନ୍ତୁ ନାହିଁ: ଧୂମପାନ ବିଲ୍‌କୁଲ ବି କରିବା ଉଚିତ୍‌ ନୁହେଁ। କାହିଁକି ନା, ଏହାଦ୍ୱାରା ହାର୍ଟ ଆଟାକ୍‌ର ଆଶଙ୍କା କମିଯାଇଥାଏ। ତେବେ ଯଦି ଆପଣଙ୍କୁ ଧୂମପାନର ଅଭ୍ୟାସ ହୋଇଯାଇଛି, ତ ଧୀରେ ଧୀରେ କରି ସମ୍ପୂର୍ଣ୍ଣ ଭାବେ ଏହାକୁ ଛାଡ଼ି ଦିଅନ୍ତୁ।

ପ୍ରତିଦିନ କରନ୍ତୁ ଧ୍ୟାନ/ଯୋଗ: ଧ୍ୟାନ/ଯୋଗକୁ ନିଜ ଜୀବନରେ ସାମିଲ କରି ନିଅନ୍ତୁ। କାରଣ, ହାର୍ଟକୁ ସୁସ୍ଥ ରଖିବା ପାଇଁ ଧ୍ୟାନ ବହୁତ ଜରୁରୀ ହୋଇଥାଏ। ଯୋଗ ମାଧ୍ୟମରେ ଷ୍ଟ୍ରେସ୍‌ ଲେବଲକୁ କମା ଯାଇପାରେ। ପ୍ରତିଦିନ ମେଡିଟେସନ କରିବା ଦ୍ୱାରା ମନ ମଧ୍ୟ ଶାନ୍ତ ରହିଥାଏ, ଯାହାଫଳରେ ହାର୍ଟ ଆଟାକ୍‌ ଆଶଙ୍କା ଦୂର ହୋଇଯାଇଥାଏ।

ନିଦ ପୂରା କରନ୍ତୁ: ଯଦି ଆପଣ ନିଦ ପୂରା କରିନେବେ, ତ ଆପଣଙ୍କୁ ହାର୍ଟ ଆଟାକ୍‌ର ରିସ୍କ କମିଯିବ। ହାର୍ଟକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ୭ରୁ ୮ ଘଣ୍ଟାର ନିଦ ପୂରା କରିବା ଉଚିତ୍‌। ନିଦ ପୂରା ନ ହେବା ଦ୍ୱାରା ଚିନ୍ତା ବଢ଼ିଯିବ, ଯଦ୍ଦ୍ଵାରା ହାର୍ଟ ଆଟାକ୍‌ର ଆଶଙ୍କା ବି ବଢ଼ିଯିବ। ଏମିତିରେ ୮ ଘଣ୍ଟା ନିଦ ପୂରା କରିବାକୁ ଚେଷ୍ଟା କରନ୍ତୁ।

ଓଜନ ରଖନ୍ତୁ କଣ୍ଟ୍ରୋଲ: ଓଜନ କଣ୍ଟ୍ରୋଲ କରିବା ବି ବହୁତ ଜରୁରୀ। କାରଣ, ଓଜନ ବଢ଼ିଲେ ଆପଣଙ୍କୁ ଅନେକ ପ୍ରକାର ରୋଗ ମାଡ଼ି ବସିଥାଏ। ଏମିତିରେ ଅତିରିକ୍ତ ସୁଗାର ସେବନ କରିବାକୁ ଚେଷ୍ଟା କରନ୍ତୁ ନାହିଁ।

ହାର୍ଟ ରେଟ୍‌ ନୋଟ୍‌ କରନ୍ତୁ: ମଝିରେ ମଝିରେ ବିଏମ୍‌ଆଇ ଏବଂ ହାର୍ଟ ରେଟ୍‌ ନୋଟ୍‌ କରି ଚାଲନ୍ତୁ। ଯଦି ଆପଣଙ୍କ ବିଏମ୍‌ଆଇ ୨୫ରୁ ଅଧିକ ଏବଂ ଅଣ୍ଟା ୩୫ ଇଞ୍ଚରୁ ଅଧିକ, ତା’ ହେଲେ ଆପଣଙ୍କ ହାର୍ଟ ପାଇଁ ଏହା ବିପଦ ସାଜିପାରେ। ତେଣୁ ଯେତେ ଜଲ୍‌ଦି ବ୍ୟାୟାମ କରିବାର ଅଭ୍ୟାସ ପକାଇ ନିଅନ୍ତୁ।

Roshni

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

3 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

20 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

32 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

42 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

45 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago