କଣ ଆପଣଙ୍କର ମଧ୍ୟ ଅଛି ୟୁରିନ ଲିକ୍‌ର ସମସ୍ୟା, ମହିଳାଙ୍କୁ ହୋଇଥାଏ ଏହି ଅସୁବିଧା

ଆଜିକାଲି ମଣିଷ ବହୁତ ପ୍ରକାର ରୋଗର ଶିକାର ହେଉଛନ୍ତି। ଏମିତିରେ ଲୋକ ମାନଙ୍କୁ କାଶ ହେବା ସମୟରେ ୟୁରିନ ଲିକ ହୋଇଥାଏ, ବୟସ ବଢ଼ିବା ସହିତ ବୈବାହିକ ଜୀବନରେ ମଧ୍ୟ ସମସ୍ୟା ଆସିଥାଏ। ଅନେକ ଲୋକ ଏହି ସମସ୍ୟାରେ ଜଡିତ ହୋଇ ରହୁଛନ୍ତି କିନ୍ତୁ ଏହାର ମଧ୍ୟ ସମାଧାନ ରହିଛି, ଯାହାକୁ ଆଜି ଆମେ ଆପଣଙ୍କୁ ଜଣାଇବୁ।

ୟୁରିନ ଲିକ୍‌ର ସମସ୍ୟା

ଏହାର ପ୍ରଥମ କାରଣ ସ୍ଟ୍ରେସ ୟୁରିନାରୀ ଇନକଣ୍ଟିନେସ(ଏସୟୁଆଇ) ହୋଇପାରେ। କାଶ ଏବଂ ଛିଙ୍କ ଦ୍ବାରା ୟୁରିନ ଲିକ ହେବା ଗୋଟେ ସାଧାରଣ ସମସ୍ୟା ଅଟେ। କିନ୍ତୁ ମହିଳା ମାନେ ଲାଜ କାରଣରୁ ଏହାକୁ ଲୁଚାଇଥାନ୍ତି। ଏହାଦ୍ବାରା ୟୁରିନାରୀ ଇନଫେକସନ ହେବାକୁ ଲାଗିଥାଏ।

ଏହି ସମସ୍ୟା ହରମୋନରେ ପରିବର୍ତ୍ତନ, ଓଜନ ଏବଂ ବୟସ ବଢ଼ିବା ସହିତ ଭର୍ଜାଇନାଲ ୱାଲ ଡ୍ୟାମେଜ ହୋଇଥାଏ। ଏହିଭଳି ଭାବେ ଭର୍ଜାଇନାରେ ସଂକ୍ରମଣ ଆସି ଯିବାରୁ ସମ୍ବଦ୍ଧରେ ସମସ୍ୟା ଆସିଥାଏ। ଏହା ସହିତ ପୋଷ୍ଟ ଡେଲିଭରୀରେ ସମସ୍ୟା ଆସିଥାଏ।

କଣ ଏହାର ଚିକିତ୍ସା

ଫେମିଲିଫ୍ଟ ସିଓଟୁ ଲେଜର ଟେକ୍ନୋଲୋଜିରେ କାମ କରିଥାଏ, ଏହାଦ୍ବାରା ଭର୍ଜାଇନାଲ ଟିସୁ ହିଟ କରାଯାଇଥାଏ। ଏହାଦ୍ବାରା ନୂଆ କଲେଜନ ହେବାକୁ ଲାଗିଥାଏ। ଭର୍ଜାଇନର ଷ୍ଟ୍ରେଗଥ ବଢ଼ିଯାଇଥାଏ ଏବଂ ଇମ୍ୟୁନିଟୀ ରେସିଷ୍ଟେନ୍ସ ବଢ଼ିଯାଇଥାଏ। ଏହା ଦ୍ବାରା ଏସୟୁଆଇ ଏବଂ ସମ୍ବଦ୍ଧ ରଖିବାରେ ହେଉଥିବା ସମସ୍ୟାର ସର୍ଜରୀ ବିନା ଚିକିତ୍ସାରେ ହୋଇପାରିବ।