ଲାଇଫ୍ ଷ୍ଟାଇଲ୍

ଡାର୍କ ସ୍କିନ ଟୋନ କୁ ଲାଇଟ କରିବା ପାଇଁ ବ୍ୟବହାର କରନ୍ତୁ ମିଲ୍କ ଆଇସ କ୍ୟୁବ, ଏପରି କରନ୍ତୁ ପ୍ରସ୍ତୁତ

(କେନ୍ୟୁଜ ବ୍ୟୁରୋ): ଅନେକ ଲୋକ ଗରମ ଦିନରେ ହେଉଥିବା ତ୍ୱଚା ସମ୍ବନ୍ଧୀୟ ସମସ୍ୟାରେ ସମ୍ମୁଖୀନ ହୋଇଥାନ୍ତି । ଯଦି ଆପଣ ମଧ୍ୟ ଏହି ସମସ୍ୟାରେ ପିଡ଼ିତ ତେବେ ଆପଣ ମିଲ୍କ ଆଇସ କ୍ୟୁବ ବ୍ୟବହାର କରିବା ଉଚିତ । ଏହା ବ୍ୟବହାର କରିବା ଦ୍ୱାରା ଆପଣ ଅନେକ ଲାଭ ପାଇ ପାରିବେ । କ୍ଷୀରରେ ଥିବା ଲାକ୍ଟିକ୍‌ ଏସିଡ ତ୍ୱଚାକୁ ଠିକ କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଏଥିରୁ ମିଳୁଥିବା ଲାଭ ବିଷୟରେ ।

ତ୍ୱଚାରେ କ୍ଷୀର ବ୍ୟବହାର କରିବା ଦ୍ୱାରା ଅନେକ ଲାଭ ମିଳିଥାଏ । ଯଦି ଆପଣ କ୍ଷୀରରେ ପ୍ରସ୍ତୁତ ଆଇସ କ୍ୟୁବ ବ୍ୟବହାର କରନ୍ତି ତେବେ ଏହା ଆପଣଙ୍କ ତ୍ୱଚାକୁ ଉଜ୍ଜ୍ୱଳ କରିବ । ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ । ବ୍ଲଡ ସର୍କୁଲେସନ ଠିକ ରହିବା ଦ୍ୱାରା ତ୍ୱଚା ସୁନ୍ଦର ହୋଇଥାଏ । ଅନ୍ୟପଟେ ବରଫରେ ରହିଥିବା ଲାକ୍ଟିକ୍‌ ଏସିଡ ଏବଂ ପ୍ରୋଟିନ ତ୍ୱଚାକୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିଥାଏ ।

ଯଦି ଆପଣଙ୍କର ଡାର୍କ ସର୍କଲ ଭଳି ସମସ୍ୟା ଥାଏ ତେବେ ଆପଣ ବରଫ ଖଣ୍ଡ ବ୍ୟବହାର କରି ପାରିବେ । ଏହା ଦ୍ୱାରା ଡାର୍କ ସର୍କଲ ସମସ୍ୟା ଦୂର ହେବା ସହ ତ୍ୱଚା ଉଜ୍ଜ୍ୱଳ ହୋଇଥାଏ । ତ୍ୱଚାରେ ବରଫ ଖଣ୍ଡ ଲଗାଇବା ଦ୍ୱାରା ମୁହଁ ଫୁଲି ଯାଇଥିଲେ ଏହା ମଧ୍ୟ କମ ହୋଇଯିବ ।
ଅଧିକ ଗରମ ହେତୁ ଟ୍ୟାନିଙ୍ଗ ଭଳି ସମସ୍ୟା ହୋଇଥାଏ । ଏହି ସମସ୍ୟାରୁ ବଞ୍ଚିବା ପାଇଁ ଆପଣ ନିଜ ତ୍ୱଚାରେ ମିଲ୍କ ଆଇସ କ୍ୟୁବର ମାଲିସ କରି ପାରିବେ । କ୍ଷୀରରେ ପ୍ରୋଟିନ ବି୧୨ ଏବଂ ଜିଙ୍କର ମାତ୍ରା ରହିଥାଏ ଯାହା ତ୍ୱଚାକୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିଥାଏ । ତ୍ୱଚା ଶୁଷ୍କ ହୋଇ ଯାଇଥିଲେ ଆପଣ ମିଲ୍କ ଆଇସ କ୍ୟୁବ ବ୍ୟବହାର କରି ପାରିବେ । କ୍ଷୀରରେ ବାୟୋଟିନ ସହିତ ଅନେକ ମଏଶ୍ଚରାଇଜର ଗୁଣ ରହିଥାଏ । ଏହା ବ୍ୟବହାର କରିବା ଦ୍ୱାରା ତ୍ୱଚାକୁ ପୋଷଣ ମିଳିଥାଏ ।

ଏହାକୁ ପ୍ରସ୍ତୁତ କରିବା ପାଇଁ ଗୋଟିଏ ପାତ୍ରରେ କ୍ଷୀର ନିଅନ୍ତୁ । ଏହି କ୍ଷୀରରେ ଗୋଟିଏ ଚାମଚ ମହୁ ମିଶାନ୍ତୁ । ୧ରୁ ୨ ମିନଟ ଭଲ ଭାବେ ମିଶ୍ରଣ କରିବା ପରେ ଏହାକୁ ଆଇସ ଟ୍ରେ ମଧ୍ୟରେ ରଖି ୨ରୁ ୩ ଘଣ୍ଟା ପାଇଁ ଛାଡ଼ି ଦିଅନ୍ତୁ । ଏହା ପରେ ଆପଣଙ୍କ ଆଇସ କ୍ୟୁବ ପ୍ରସ୍ତୁତ ହୋଇଯିବ । ଏହି ମିଲ୍କ ଆଇସ କ୍ୟୁବ ତ୍ୱଚାରେ ଲଗାଇବା ଦ୍ୱାରା ଆପଣଙ୍କ ତ୍ୱଚାରେ ପରିବର୍ତ୍ତନ ଆସିବ ।

KNews Bureau

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

10 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

25 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

36 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

46 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

2 hours ago