ଲାଇଫ୍ ଷ୍ଟାଇଲ୍

ଖରାଦିନରେ ତ୍ୱଚାର ନିଅନ୍ତୁ ଯତ୍ନ, ଉଜ୍ଜ୍ୱଳ ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଏହି ଫେସପ୍ୟାକ

ସବୁ ମହିଳାଙ୍କର ଇଚ୍ଛା ଥାଏ ନିଜକୁ ସୁନ୍ଦର କରିବା ପାଇଁ। ସୁନ୍ଦର ଏବଂ ଆକର୍ଷଣୀୟ ତ୍ୱଚା ପାଇବା ପାଇଁ ସବୁ ମହିଳାଙ୍କ ଇଚ୍ଛା ଥାଏ। ଏଥିପାଇଁ ସବୁଠାରୁ ଜରୁରୀ ହୋଇଥାଏ ତ୍ୱଚାର ଠିକ ଭାବେ ଯତ୍ନ ନେବା। ଆପଣ ଆପଣଙ୍କ ତ୍ୱଚାକୁ ଭଲ ଭାବରେ ଯତ୍ନ ନେଲେ ବୟସର ଛାପ ମଧ୍ୟ ଜଣାପଡିବନାହିଁ। ଆଜି ଆମେ ଆପଣଙ୍କ ପାଇଁ ଯେଉଁ ଫେସପ୍ୟାକ ନେଇ ଆସିଛୁ ତାହା ଆପଣଙ୍କ ତ୍ୱଚାକୁ ଏକଦମ ଚମକଦାର କରିଦେବ। ଏହି ପ୍ୟାକ ଆପଣଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଯୁବା ଏବଂ ସୌନ୍ଦର୍ଯ୍ୟ ବନାଇ ରଖିବା। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଗୋଲାପ ଜଳ – ଗୋଟେ ଚାମଚ
ମୁଲତାନ ମାଟି – ଏକ ଚାମଚ
ମହୁ -ଏକ ଚାମଚ

କେମିତି କରିବେ ବ୍ୟବହାର

ସର୍ବପ୍ରଥମେ ଏକ ପାତ୍ର ନିଅନ୍ତୁ ସେଥିରେ ଏକ ଚାମଚ ମୁଲତାନ ମାଟିରେ ଏକ ଚାମଚ ଗୋଲାପଜଳ ଏବଂ ଏକ ଚାମଚ ମହୁ ପକାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଅଧା ଘଣ୍ଟା ପର୍ୟ୍ଯନ୍ତ ତ୍ୱଚାରେ ଲଗାନ୍ତୁ। ପ୍ୟାକ ଲଗାଇଥିବା ସମୟରେ ଅଧିକ କଥା ହୁଅନ୍ତୁ ନାହିଁ। ନଚେତ ତ୍ୱଚାରେ ରିଙ୍କଲ ପଡିଯିବ। ଯଦି ଆପଣଙ୍କର ଡ୍ରାଏ ସ୍କିନ ତେବେ ଏଥିରେ ଦୁଇ ବୁନ୍ଦା ଅଲିଭ ଅଏଲ ପକାନ୍ତୁ। ଏହାକୁ ସପ୍ତାହରେ ଦୁଇ ଥର ବ୍ୟବହାର କରନ୍ତୁ

Pritiparna

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

8 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

17 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

51 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

59 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago